ପ୍ରଥମ ଥର ପାଇଁ ଦେଖନ୍ତୁ ଲୋକପ୍ରିୟ ଓଡିଆ ଅଭିନେତ୍ରୀ Sofia Alam ଙ୍କ ପରିବାର ଓ Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋଫିଆ ଆଲମ । ଆପଣ ମାନେ ସମସ୍ତେ ଅନେକ ଟିଭି ସିରିଏଲରେ ସୋଫିଆଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସୋଫିଆଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋଫିଆଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ।

ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ହେଲେ ପରିବାର ପୂର୍ବରୁ ଆସନ୍ତୁ ଟିକେ ତାଙ୍କ ଅଭିନୟ ଜୀବନୀ ଉପରେ ନଜର ପକାଇବା । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋଫିଆ ୩୦ ଏପ୍ରିଲରେ ଭୁବନେଶ୍ଵରରେ ଜମ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ସ୍ଵର୍ଗତ ସିକନ୍ଦର ଆଲାମ ଜଣେ ସୁନାମଧନ୍ୟ ଗୀତିକାର ଥିଲେ ।

ତାଙ୍କ ମାଙ୍କ ନାମ ହେଉଛି ନାଇମା ଆଲାମ । ସୋଫିଆଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ଓ ତାଙ୍କ ନାମ ହେଉଛି ନାଜିଆ ଆଲାମ । ସୋଫିଆଙ୍କ ଭଉଣୀ ଜଣେ କ୍ଲାସିକାଲ ସିଙ୍ଗର ଅଟନ୍ତି ।ସୋଫିଆ ଡିଡି ଓଡିଆରେ ପ୍ରସାରିତ ବିଧାତାର ଖେଳ ଧାରାବାହିକରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦୁହିତା, ମହାଯଜ୍ଞ, ଭାଗ୍ୟ ବିଧାତା, ଗାୟତ୍ରୀ, ସଂସ୍କାର ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି ।

ତେବେ ବନ୍ଧୁଗଣ ସୋଫିଆ ଅନେକ ଓଡିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୋଫିଆ ଏବେ ନିଜ ପରିବାର ସହ ରହୁଛନ୍ତି । ସୋଫିଆ ଏବେ ନିଜ ସ୍ଵାମୀ ଓ ନିଜ କୁନି ଝିଅ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋଫିଆ ଆଲାମ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *