ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ ପ୍ରତିମା, ଏମାନଙ୍କ ପାଦ ପଡିବା ମାତ୍ରେ ଘରକୁ ଆସିଥାଏ ସୁଖ ସମୃଦ୍ଧି- Jyotish Shastra

ବନ୍ଧୁଗଣ ଆଜି ର ଏହି ବିଷୟରେ ଆମେ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ହେଉ ଛନ୍ତି ଲକ୍ଷ୍ମୀ ପ୍ରତିମା। ଏବଂ ଏହା ସହ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ଠାରେ ସ୍ୱୟଂ ଲକ୍ଷ୍ମୀ ମାତା ଙ୍କର ବାସ ଥାଏ ବୋଲି କୁହାଯାଏ। ଏଥିପାଇଁ ଯେତେବେଳେ ବି ଗୃହ ରେ କନ୍ୟା ସନ୍ତାନ ଜନ୍ମ ହୋଇ ଥାଏ। ସେତେବେଳେ ଲୋକମାନେ କୁହନ୍ତି କି ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ବହୁତ ଲୋକଙ୍କ କହିବା ଅନୁଯାୟୀ କନ୍ୟା ମାନେ ଘରେ ସୁଖ ସମୃଦ୍ଧି ଏବଂ ଧନ ଧାନ୍ୟ ସଙ୍ଗରେ ଆଣିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ର ଜନ୍ମ ସହିତ ସେମାନଙ୍କ ର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ଥାଆନ୍ତି। ଏହି ମାସ ମାନଙ୍କ ରେ ଜନ୍ମ ନେଇଥିବା କନ୍ୟା ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଏବଂ ତା ସହ ସେମାନଂକୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ। ଏମାନେ ସାକ୍ଷାତ ଲକ୍ଷ୍ମୀ ଙ୍କ ରୂପ ହୋଇ ଥାଆନ୍ତି। ତେବେ ଚାଲନ୍ତୁ ଜାଣିନେବା ସେହି ମାସ ମାନଙ୍କ ବିଷୟରେ।

୧- ପ୍ରଥମ ମାସ ଟି ହେଉଛି ଫେବୃଆରୀ ମାସ। ଏହି ମାସରେ ଜନ୍ମ ହୋଇ ଥିବା ଝିଅ ମାନଙ୍କ ସ୍ୱଭାବ ବହୁତ ବିନମ୍ର ହୋଇଥାଏ। ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇ ଥାଆନ୍ତି। ଏହି ଝିଅ ମାନେ ବିବାହ ପରେ ଭଲ ଘର ପରିବାର ଏବଂ ଖୁସି ରେ ରହି ଥାଆନ୍ତି।

୨- ଦ୍ଵିତୀୟ ମାସ ଟି ହେଉଛି ଏପ୍ରିଲ ମାସ। ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ଙ୍କ ରୁପ ମାନି ନିଆଯାଇ ଥାଏ। ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ସବୁବେଳେ ଖୁସି ରେ ରୁହନ୍ତି ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।

୩- ତୃତୀୟ ମାସ ହେଉଛି ଜୁନ ମାସ। ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟ ଶାଳି ହୋଇ ଥାଆନ୍ତି। ଏବଂ ସେମାନେ ନିଜର କାର୍ଯ୍ୟ କୁ ବହୁତ ନିଷ୍ଠା ର ସହିତ କରିଥାନ୍ତି। ଏବଂ ଏମାନେ ବହୁତ ପରିଶ୍ରମୀ ମଧ୍ୟ ଥାଆନ୍ତି। ଏମାନେ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ହୋଇ ଥାଆନ୍ତି।

୪- ଚତୁର୍ଥ ମାସ ହେଉଛି ସେପ୍ଟେମ୍ବର ମାସ। ଏହି ମାସ ରେ ଜନ୍ମ ନେଇ ଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଏହି ମାସରେ ଜନ୍ମ ନେଇଥିବା କନ୍ୟା ବହୁତ ଶୁଭ ହୋଇ ଥାଆନ୍ତି। ଏବଂ ତାଙ୍କ ଗ୍ରହ ଚଳନ ଯୋଗୁଁ ସେମାନେ ବହୁତ ଧନ ବାନ ମଧ୍ୟ ହୋଇ ଥାଆନ୍ତି। ଏବଂ ନିଜ ଭାଗ୍ୟ ବଳରେ ସବୁ ହାସଲ ମଧ୍ୟ କରିଥାନ୍ତି।

୫- ପଞ୍ଚମ ମାସ ହେଉଛି ନଭେମ୍ବର ମାସ। ଏହି ମାସ ରେ ଜନ୍ମ ନେଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଏବଂ ଏମାନଙ୍କ ର ସ୍ୱଭାବ ବହୁତ ବିନମ୍ର ହୋଇ ଥାଏ। ଏବଂ ତାହା ସହ ଏମାନେ ବହୁତ ବୁଦ୍ଧି ମତି ମଧ୍ୟ ହୋଇ ଥାଆନ୍ତି। ଏହି ମାସ ରେ ଜନ୍ମ ହୋଇ ଥିବା ଝିଅ ମାନେ ଲକ୍ଷ୍ମୀ ପ୍ରତିମା ହୋଇ ଥାଆନ୍ତି।ଏବଂ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏବଂ ଶାଶୂ ଘରେ ବହୁତ ଭଲ ପାଇବା ମଧ୍ୟ ମିଳିଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *