ସକାଳୁ ଉଠିବା ମାତ୍ରେ ଦେଖି ନିଅନ୍ତୁ ମହିଳାଙ୍କର ଏହି ୧ ଜିନିଷ, ବିନା ପୂଜା ପାଠରେ ହେଇଯିବେ ମାଲାମାଲ- Chanakya Niti

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ସେ ନିଜ ନୀତି ଗ୍ରନ୍ଥରେ ମଣିଷ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ କିଛି ବିଶେଷ କଥା ଗୁଡିକର ଉଲ୍ଲେଖ କରିଛନ୍ତି । ଯଦି ମଣିଷ ଚାଣକ୍ୟଙ୍କ ନୀତି ଗୁଡିକୁ ମାନି ଚାଲିବ ତା ହେଲେ ତାକୁ ନିଜ ଜୀବନରେ କୌଣସି ସମସ୍ୟା ହେବ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଆନ ଇଛା କରିଥାନ୍ତି ।

ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ମାନଙ୍କୁ ହିନ୍ଦୁଧର୍ମରେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଗୋଟେ ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରିବ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ମଣିଷକୁ ସଖାଳେ ସ୍ତ୍ରୀର ଏକ ଅଙ୍ଗକୁ ସ୍ପର୍ଶ କରିବା ଉଚିତ । ଏହା କରିବା ଦ୍ଵାରା ମଣିଷର ଭାଗ୍ୟ ବଦଳିଯିବ ।

ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ସ୍ତ୍ରୀ ମାନଙ୍କ ପାଇଁ କିଛି ଖାସ କଥାର ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ମାନେ ସର୍ବଦା ଏହି ତିନୋଟି କଥାକୁ ଧ୍ୟାନ ଦେବା ଉଚିତ ନଚେତ ସେମାନଙ୍କ ଘର ବରବାଦ ହୋଇପାରେ । ଆଜିଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅହଂକାର- ବନ୍ଧୁଗଣ ଅହଂକାର ହେଉଛି ବ୍ୟକ୍ତିର ସବୁଠାରୁ ବଡ ଶତ୍ରୁ । ଚାଣକ୍ୟଙ୍କ ମତରେ ସମସ୍ତ ସ୍ତ୍ରୀ ମାନଙ୍କୁ ଅହଂକାର କରିବା ଉଚିତ ନୁହେଁ । ଅହଂକାର କରିବା ଦ୍ଵାରା ସ୍ତ୍ରୀ ନିଜ ଘରର ସୁଖ ସମୃଦ୍ଧିକୁ ଦୂର କରିଥାଏ । ଅହଂକାର କରିବା ଦ୍ଵାରା ପରିବାରର କଳହ ଆଦି ଲାଗି ରହିଥାଏ ଓ ପରିବାରକୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ସ୍ତ୍ରୀ ମାନଙ୍କୁ ଅହଂକାର କରିବା ଉଚିତ ନୁହେଁ ।

ଅଜ୍ଞାତା- ବନ୍ଧୁଗଣ ଚାଣକ୍ୟଙ୍କ ମତରେ ସମସ୍ତ ସ୍ତ୍ରୀଙ୍କୁ ଜ୍ଞାନୀ ହେବା ଉଚିତ । ଅଜ୍ଞାତା ସ୍ତ୍ରୀ ମାନଙ୍କ ପାଇଁ ବହୁତ ସମସ୍ୟା ନେଇ ଆସିଥାଏ । ଶିକ୍ଷିତ ଓ ଜ୍ଞାନୀ ସ୍ତ୍ରୀ ମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ଘରକୁ ସ୍ଵର୍ଗ କରିଥାନ୍ତି । ଅଜ୍ଞାତା ସ୍ତ୍ରୀ ମାନଙ୍କ ପାଇଁ ଘରେ କେବେହେଲେ ସୁଖ ସମୃଦ୍ଧିର ବୃଦ୍ଧି ହୋଇପାରେ ନାହିଁ । ତେଣୁ ବନ୍ଧୁଗଣ ସମସ୍ତ ସ୍ତ୍ରୀ ମାନଙ୍କୁ ଶିକ୍ଷିତ ଓ ଜ୍ଞାନୀ ହେବା ଉଚିତ ।

ଲାଳସା- ବନ୍ଧୁଗଣ ଚାଣକ୍ୟଙ୍କ ମତରେ ସମସ୍ତ ସ୍ତ୍ରୀଙ୍କୁ ଲାଳସାରୁ ଦୂରେଇ ରହିବା ଉଚିତ । ଯଦି କୌଣସି ସ୍ତ୍ରୀ ଲାଳସା କରିବ ତା ହେଲେ ସେ ନିଜ ଘରର ସୁଖ ସମୃଦ୍ଧିକୁ ନଷ୍ଟ କରିଦେବ । ତେଣୁ ବନ୍ଧୁଗଣ କୌଣସି ସ୍ତ୍ରୀକୁ ଲାଳସା କରିବା ଉଚିତ ନୁହେଁ ।

ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର କେଉଁ ଅଙ୍ଗକୁ ସ୍ପର୍ଶ କରିଲେ ମଣିଷର ଭାଗ୍ୟ ବଦଳି ଯାଇଥାଏ । ବନ୍ଧୁଗଣ ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କର ସମ୍ମାନ କରିଥାଏ ସେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାଏ । ଯଦି ବନ୍ଧୁଗଣ ସଖାଳ ସମୟରେ ବ୍ୟକ୍ତି ନିଜ ସ୍ତ୍ରୀର ଚରଣ ସ୍ପର୍ଶ କରିବ ତା ହେଲେ ସେହି ବ୍ୟକ୍ତିର ଭାଗ୍ୟ ବଦଳିଯିବ । ବନ୍ଧୁଗଣ ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ସ୍ତ୍ରୀ ମାନଙ୍କୁ ଚରଣକୁ ସ୍ପର୍ଶ କରିଲେ ମଣିଷକୁ ବହୁତ ପୂଣ୍ୟ ମିଳିଥାଏ ଏହା ସହିତ ମଣିଷ ନିଜ ଜୀବନରେ ସୁଖ ସମୃଦ୍ଧି ଭୋଗ କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *