ଜାଣନ୍ତୁ କିଭଳି ଆପଣଙ୍କ ଠାରୁ ଦୂରରେ ରହିବ “କରୋନା”- ଦେଖନ୍ତୁ କଣ କହିଲେ Doctor

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରୋନା ଲୋକ ମାନଙ୍କ ମନରେ ଏକ ଡର ସୃଷ୍ଟି କରିଛି । ଲୋକମାନେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ସମସ୍ତ ଗାଇଡ଼ ଲାଇନ ର ପାଳନ ମଧ୍ୟ କରୁଛନ୍ତି । ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ କଥା କଥାରେ ଡାକ୍ତର ଚିକିତ୍ସା ସମ୍ବନ୍ଧରେ କହିଛନ୍ତି । ଯାହା ଆପଣ ଘରେ ବସି କରି ପାରିବେ । ଯଦି ଆପଣ ଡାକ୍ତର ଙ୍କ କହିବାନୁସାରେ ସେହି ସବୁ ନିୟମ ଗୁଡ଼ିକ ର ପାଳନ କରିବେ ତାହେଲେ ଏହି ଭୟଙ୍କର କୋରୋନା ମହାମାରୀ ରୁ ଆପଣ ଅଵଶ୍ୟ ମୁକ୍ତି ପାଇ ପାରିବେ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଡାକ୍ତର ଙ୍କ ଅନୁସାରେ ଏହି ଭୟଙ୍କର କୋରୋନା ମହାମାରୀ ରୁ ବଞ୍ଚିବା ପାଇଁ ପ୍ରଥମେ ନିଜ ମନରେ ବିଶ୍ୱାସ ଜାଗ୍ରତ କରିବାକୁ ପଡ଼ିବ ।

ପ୍ରାୟତଃ ବ୍ୟକ୍ତି ଡର ରେ ନିଜର ହାର୍ଟ ବିଟ୍ ଓ ବି ଏମ ଆର କୁ ବଢ଼ାଇ ଦେଉଛନ୍ତି । ଯାହା ଫଳ ରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଛି । ତେଣୁ ପ୍ରଥମେ ନିଜର ସାଇକୋଲୋଜିକାଲ ଚିନ୍ତା ଧାରା କୁ ମଜବୁତ କରିବାକୁ ହେବ । ଏହା ସହିତ ବନ୍ଧୁଗଣ ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ହେଉଛି ତେବେ ଆପଣ ସମ୍ପୂର୍ଣ୍ଣ ବେଡ଼ ରେସ କରନ୍ତୁ ।

ଫଳ ମୂଳ ଖାଆନ୍ତୁ ଏବଂ ନିଜର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରନ୍ତୁ । ଘରେ କାଢ଼ା ପ୍ରସ୍ତୁତ କରି ପିଅନ୍ତୁ । ଦିନକୁ ଗୋଟିଏ ଅଣ୍ଡା ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର କୁ ଜିଙ୍କ ଓ ପ୍ରୋଟିନ ମିଳିବ । ଯେତେ ଅଧିକ ପାଣି ପିଇବେ ଆପଣଙ୍କ ଶରୀର ସେତେ ଅଧିକ ସୁସ୍ଥ ରହିବ ।

ଯେଉଁ ଜିନିଷ ରେ ଭରପୁର ମାତ୍ରାରେ ଇମ୍ୟୁନିଟି ରହିଛି ସେହି ଜିନିଷ ଗୁଡିକୁ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ଘଟିବ । ଆପଣ ଯେତେ ସମ୍ଭବ ସେତେ ଆରାମ କରନ୍ତୁ । ଘରୁ ବାହାରକୁ ଯାଆନ୍ତୁ ନାହିଁ । ଅନ୍ତତଃ ଆପଣ ନିୟମିତ ଭାବରେ ମାସ୍କ ଓ ସାନିଟାଇଜର୍ ର ବ୍ୟବହାର କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ଏହି ସବୁ ନିୟମ ଗୁଡିକର ପାଳନ କରିବେ ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଏହି ଭୟଙ୍କର କୋରୋନା ମହାମାରୀ ରୁ ମୁକ୍ତି ମିଳିବ ଏବଂ ଦେଶର ସମସ୍ତ ନାଗରିକ ଏହି ସବୁ ନିୟମ ର ପାଳନ କରନ୍ତୁ । ଏହାଦ୍ବାରା ଦେଶ ମଧ୍ୟ କୋରୋନା ମୁକ୍ତ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *