Vastu Shastra- ସକାଳୁ ଉଠି ଏହି ୫ଟି ଜିନିଷ ଦେଖିବା ହୋଇଥାଏ ଅତ୍ୟନ୍ତ ଶୁଭ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଖାସ କରି ହିନ୍ଦୁ ଧର୍ମ ରେ ଅଧିକ ଲୋକ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ଏହାର କାରଣ ହେଉଛି ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଏହା ବୈଜ୍ଞାନିକ ମାନେ ମଧ୍ୟ ବିଶ୍ୱାସ କରିଛନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଅନେକ ଉପକାରୀ ତଥ୍ୟ ମିଳିଥାଏ । ଏହା ଦ୍ଵାରା ଆମ ଜୀବନ ବହୁତ ସୁଖ ରେ କଟି ଥାଏ । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ମାନି ଚାଲିଲେ ଆମ ଜୀବନ ବହୁତ ସୁଖ ଶାନ୍ତି ରେ କଟିଥାଏ ଓ ଆମେ ସଫଳ ବ୍ୟକ୍ତି ମଧ୍ୟ ହୋଇପାରିଥାଉ । ବନ୍ଧୁଗଣ ଶାସ୍ତ୍ର ରେ ସକାଳୁ ଉଠି କିଛି ଜିନିଷ ଦେଖିବାକୁ ମନା କରାଯାଇଛି ।

ଯଦି ଆମେ ଏହି ଜିନିଷ କୁ ସକାଳୁ ଉଠି ଦେଖିବା ତେବେ ଆମର ପୁରା ଦିନ ଟି ବହୁତ ଖରାପ ରେ କଟି ଥାଏ । କିନ୍ତୁ ଯଦି ଆମେ ଶାସ୍ତ୍ର ଅନୁସାରେ ସେହି ଜିନିଷ କୁ ନ ଦେଖିବା ତେବେ ଆମ ଜୀବନ ବହୁତ ସୁଖ ଶାନ୍ତି ରେ କଟିଥାଏ । ତେବେ ସେହି ଜିନିଷ ଗୁଡିକ କଣ ଯାହାକୁ ଆମେ ସକାଳୁ ଉଠି ଦେଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଯଦି ଆପଣ ସକାଳୁ ଉଠୁ ଉଠୁ କୌଣସି ସକରାତ୍ମକ ଜିନିଷ ର ଶବ୍ଦ ଶୁଣନ୍ତି ତେବେ ଆପଣଙ୍କ ଦିନ ଟି ବହୁତ ଖୁସି ରେ କଟିଥାଏ । ଆପଣଙ୍କ ଦିନ ରେ କୌଣସି ପ୍ରକାର ଖରାପ ଖବର ଶୁଣିବାକୁ ମିଳି ନ ଥାଏ ଓ ଆପଣଙ୍କ ସହିତ ସବୁ ଭଲ ହୋଇଥାଏ । ତେବେ ସେହି ସକରାତ୍ମକ ଜିନିଷ ଗୁଡିକ ହେଉଛି-ଶଙ୍ଖ ,ଘଣ୍ଟି କିମ୍ବା କୌଣସି ଭକ୍ତି ସଙ୍ଗୀତ ଶୁଣିବା ଦ୍ୱାରା ଆପଣଙ୍କ ଦିନ ଟି ବହୁତ ଶୁଭ ହୋଇଥାଏ ।

ସେହି ପରି ସକାଳୁ ଉଠିବା କ୍ଷଣି ପାଣି କିମ୍ବା ଦହି ଦେଖିବା ଦ୍ୱାରା ମଧ୍ୟ ଆପଣଙ୍କ ଦିନ ଟି ଖୁସି ରେ କଟି ଥାଏ । ଯଦି ଆପଣ କୌଣସି କାର୍ଯ୍ୟ ର ଆରମ୍ଭ କରିବାକୁ ଚାହିଁଥାନ୍ତି ତେବେ ଏହାକୁ ଦେଖିବା ଦ୍ୱାରା ଆପଣଙ୍କ ର ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ ।

ଯଦି ଆପଣ ସକାଳୁ ଉଠି କୌଣସି ଭିକାରୀ କୁ ଦେଖୁଛନ୍ତି ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣ ଙ୍କ ଉଧାର ଦେଇଥିବା ଟଙ୍କା ମିଳିବାକୁ ଯାଉଛି । ତେଣୁ ସକାଳୁ ଉଠି ଭିକାରୀ କୁ ଦେଖିଲେ ଅସନ୍ତୁଷ୍ଟ ହୁଅନ୍ତୁ ନାହିଁ କିମ୍ବା କ୍ରୋଧିତ ହୋଇ ଯାଆନ୍ତୁ ନାହିଁ । ଏହା ଆପଣଂକୁ ଶୁଭ ଫଳ ଦେଇଥାଏ ।

ଯଦି ଆପଣ ସକାଳୁ ଉଠି କୌଣସି କାର୍ଯ୍ୟ ପାଇଁ ବାହାରିବା ସମୟ ରେ ଯଦି କୌଣସି ସୁହାଗିନୀ ନାରୀ କୁ ଦେଖିଥାନ୍ତି କିମ୍ବା କୌଣସି ଗାଈ କୁ ଦେଖିଥାନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ର ସମସ୍ତ କାର୍ଯ୍ୟ ସଫଳ ହେବାକୁ ଯାଉଛି ।

ସକାଳୁ ଉଠିବା କ୍ଷଣି ଯଦି ଆପଣ କୌଣସି ବ୍ୟକ୍ତି ଙ୍କୁ ଗୁଡ଼ ନେଇ କରି ଯିବାର ଦେଖୁଛନ୍ତି ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ଦିନ ଟି ବହୁତ ଶୁଭ ମୟ ହେବ । ସକାଳୁ ଉଠି ଗୁଡ଼ ଦେଖିବା ଦ୍ୱାରା ଆପଣଙ୍କ ଜୀବନ ରେ ସମସ୍ତ ପ୍ରକାର ସଫଳତା ଆସିବ । ଏହା ସହିତ ଆପଣଂକୁ ଅନେକ ପ୍ରକାର ଶୁଭ ଫଳ ମଧ୍ୟ ଶୁଣିବାକୁ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *