ପେଟରେ ଗ୍ୟାସ ୨ ମିନିଟରେ ପବନ ଭଳି ବାହାରକୁ ବାହାରି ଯିବ କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ପେଟ ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ପ୍ରାକୃତିକ ଘରୋଇ ଉପାୟ ସମ୍ପର୍କରେ ଜାଣିବାକୁ ଯାଉଛୁ ଯାହାକୁ କେବଳ କିଛି ଦିନ ବ୍ୟବହାର କରିବା ଦ୍ୱାରା ହି ଆପଣଂକର ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ବର୍ତ୍ତମାନ ଆମେ ଜାଣିବା ଏହାକୁ ଆମେ କିପରି ପ୍ରସ୍ତୁତ କରିବା । ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆମେ ଗୋଟିଏ ପାତ୍ର ନେବା ଓ ପାତ୍ର କୁ ଚୁଲା ଉପରେ ରଖି ସେଥିରେ କିଛି ପାଣି ଗରମ କରିବା । ଏହା ପରେ ଏଥିରେ ଆମେ ଖାଦ୍ୟ ରେ ବ୍ୟବହାର କରୁଥିବା ଜିରା କୁ ଏକ ଚାମଚ ମିଶାଇବା । ଏହା ଆମକୁ ଅତି ସହଜ ରେ ଆମ ରୋଷେଇ ଘରେ ମିଳି ଯାଇଥାଏ ।

ଏହା ପରେ ଆମେ ଏଥିରେ କିଛି ଡାଲଚିନି କୁ ମିଶାଇବା । ଏହା ମଧ୍ୟ ଆମ ରୋଷେଇ ଘରୁ ସହଜ ରେ ମିଳି ଯାଇଥାଏ । ମିଶାଇ ସାରିବା ପରେ ଏହାକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲ ଭାବ ରେ ଫୁଟାନ୍ତୁ । ଏହା ପରେ ଦେଖିବେ ତାହାର ରଙ୍ଗ ପରିବର୍ତ୍ତନ ହୋଇଯିବ । ଏବେ ଏହାକୁ ଏକ ଗ୍ଲାସ ରେ ଛାଣି ଦିଅନ୍ତୁ ।

ଛାଣିବା ପରେ ଆମେ ସେଥିରେ ଆଉ ଦୁଇଟି ଜିନିଷ ମିଶାଇବା । ଏଥିରେ କିଛି ଲେମ୍ବୁ ରସ କୁ ମିଶାନ୍ତୁ ଓ ଏହା ପରେ ଏଥିରେ କିଛି କଳା ଲୁଣ କୁ ମଧ୍ୟ ପକାନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଗୋଳେଇ କରି ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ବର୍ତ୍ତମାନ ଜାଣିବା ଏହି ଘରୋଇ ଉପାୟ କୁ ଆମେ କିପରି ବ୍ୟବହାର କରିବା । ଯଦି ଆପଣଂକୁ କେବେ ଗ୍ୟାସ ହେଉଛି ତେବେ ଆପଣ ଏହାକୁ ବନାଇ ପିଇପାରିବେ । ଏହାକୁ ପିଇବାର ପାଞ୍ଚ ମିନିଟ ମଧ୍ୟ ରେ ଆପଣଂକୁ ବହୁତ ଭଲ ଲାଗିବ । ଯଦି ଆପଣଙ୍କ ର ନିୟମିତ ଗ୍ୟାସ ହେଉଛି ତେବେ ଏହାକୁ ପ୍ରତିଦିନ ଦୁଇଥର ପିଅନ୍ତୁ ଆପଣଂକୁ ଏଥିରୁ ଉପଶମ ମିଳିବ ।

ଏହାକୁ କେବଳ ୧୫ ଦିନ ଲଗାତାର ଭାବେ ବ୍ୟବହାର କରିବା ଦ୍ୱାରା ଆପଣଂକୁ ଏହି ପେଟ ରୋଗ ରୁ ସମ୍ପୂର୍ଣ୍ଣ ଆରାମ ମିଳିଥାଏ ଏବଂ ଆପଣଙ୍କ ପେଟ ମଧ୍ୟ ରେ ଥିବା ଗ୍ୟାସ ସମ୍ପୂର୍ଣ୍ଣ ଭାବେ ପବନ ଭଳି ବାହାରକୁ ଆସିଯାଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *