ସକାଳୁ ଖାଲି ପେଟରେ ଖାଆନ୍ତୁ କେବଳ ଏହାର 2 ଟି ଦାନା, ଥକାନ କୋଲେଷ୍ଟ୍ରୋଲ, ମୋଟାପା, ପେଟ ରୋଗ ଓ ହାର୍ଟ ରୋଗ କେବେ ବି ହେବ ନାହିଁ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣ, ଗ୍ୟାସ ସମସ୍ୟା, କୋଲେଷ୍ଟ୍ରୋଲ ଓ ହାର୍ଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଏହି ସବୁ ସମସ୍ୟା ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ହୋଇଥାଏ ।

ଏହି ସବୁ ସମସ୍ୟା ବର୍ତ୍ତମାନ ଲୋକ ମାନଙ୍କୁ ବହୁତ କମ ବର୍ଷ ବୟସରେ ଦେଖିବାକୁ ମିଳୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପଚାର ବିଷୟରେ କହିବୁ ଯାହାକୁ କରି ଆପଣ ନିଜର ଏହି ସବୁ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପଚାର ପାଇଁ ରାଗିର ଆବଶ୍ୟକତା ରହିଛି । ଆପଣ ମାନେ ରାଗିକୁ ଗୁଣ୍ଡ କରି ଦିଅନ୍ତୁ । ରାଗି ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ଏହି ଉପଚାର ପାଇଁ ରାଗି ଗୁଣ୍ଡକୁ ନିଅନ୍ତୁ । ଏହା ସହିତ ଆପଣ ମାନେ ଧଳା ରାଶିର ମଧ୍ୟ ପ୍ରୟୋଗ କରନ୍ତୁ । ଧଳା ରାଶି ମଧ୍ୟ ଆମ ପେଟ ଜନିତ ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଧଳା ରାଶିକୁ ଗୁଣ୍ଡ କରି ଆପଣ ରାଗିରେ ମିଶାଇ ଦିଅନ୍ତୁ ।

ଏହି ମିଶ୍ରଣରେ ଆପଣ ସୁଧ ଗୁଡକୁ ମଧ୍ୟ ମିଶାଇ ଦିଅନ୍ତୁ । ଗୁଡକୁ ମିଶାଇବା ପରେ ଆପଣ ମାନେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିସ୍କ କରିଦିଅନ୍ତୁ । ବନ୍ଧୁଗଣ ଏହା ପରେ ଆପଣ ଏହି ମିଶ୍ରଣର ରୁଟି କରନ୍ତୁ । ରାଗି ରୁଟି ଆମ ଶରୀର ପାଇଁ ବହୁତ ଅଧିକ ଲାଭଦୟାକ ହୋଇଥାଏ । ଆପଣ ମାନେ ଏହି ରୁଟିକୁ ଖାଇବା ସହ ଶୁଦ୍ଧ ଘିଅର ମଧ୍ୟ ସେବନ କରିବେ । ହେଲେ ବନ୍ଧୁଗଣ ଏହି ରୁଟିକୁ ଖାଇବା ପୂର୍ବରୁ ଆପଣ ମାନେ ପ୍ରାଣାୟମ ନିଶ୍ଚୟ କରନ୍ତୁ ।

ପ୍ରାଣାୟମ କରିବା ପରେ ଯଦି ଆପଣ ଏହି ରୁଟିକୁ ଖାଇବେ ତା ହେଲେ ଆପଣଙ୍କୁ ଏହାର ବହୁତ ଅଧିକ ଫଳ ମିଳିବ । ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଏହି ରୁଟିର ସେବନ କରନ୍ତୁ । ଆପଣ ମାନେ ଚାହିଁଲେ ଏହା ସହ କିଛି ଡ୍ରାଏ ଫୁଡର ସେବନ ମଧ୍ୟ କରିପାରିବେ । ବନ୍ଧୁଗଣ ଆପଣ ମାନେ ଅଖରୋଟ, କିଶିମିସ ଓ ବାଦାମ ଆଦିକୁ ରାତିରେ ଅଳ୍ପ ପାଣିରେ ଭିଜେଇ ଦିଅନ୍ତୁ । ସଖାଳ ସମୟରେ ଆପଣ ଏହାର ସେବନ କରନ୍ତୁ ।

ଯଦି ଆପଣ ମାନେ ନିୟମିତ ରୂପେ ପ୍ରାଣାୟମ କରି ଏହି ସବୁ ଜିନିଷର ସେବନ କରିବେ ତା ହେଲେ ଆପଣଙ୍କର ଡାଇବେଟିସ, ମୋଟାପଣ, ପେଟ ସମସ୍ୟା ଓ ହାର୍ଟ ଜନିତ ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ଏହା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବାରେ ମଧ୍ୟ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *