ACF Soumyaranjan ମୃତ୍ୟୁ ମାମଲାରେ DFO ଙ୍କୁ କ୍ଲିନ ଚିଟ ମିଳିବା ପରେ ଭାଙ୍ଗି ପଡିଲେ ସୌମ୍ୟଙ୍କ ଭାଇ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ରେ ରହୁଥିବା ଖବର ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ହେବା ସହ ଅନେକ କିଛି ତଥ୍ୟ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଗତକାଲି ଗୋଟିଏ ଦିନ ମଧ୍ୟରେ ପାରଳାଖେମୁଣ୍ଡି ପୋଲିସ, କ୍ରାଇମବ୍ରାଞ୍ଚ ଟିମ ଡିଏଫଓ ସଂଗ୍ରାମ କେଶରୀ ବେହେରା ଙ୍କୁ କ୍ଲିନ ଚିଟ୍ ଦେଇ ସାରିଛି । ତାଙ୍କ ଅନୁସାରେ ସୌମ୍ୟ ଙ୍କ ମୃତ୍ୟୁ ପଛରେ ଡିଏଫଓ ଙ୍କ କୌଣସି ହାତ ରହିନାହିଁ ।

ଯେତେବେଳେ ଏହି ସମ୍ବନ୍ଧରେ ସୌମ୍ୟ ରଞ୍ଜନ ଙ୍କ ଭାଇ ଙ୍କ ପଚରା ଯାଇଥିଲା ସେତେବେଳେ ସେ କହିଛନ୍ତି ଯେ, ତାଙ୍କର ପୋଲିସ ଓ କ୍ରାଇମବ୍ରାଞ୍ଚ ଙ୍କ ଉପରେ ସମ୍ପୂର୍ଣ୍ଣ ରୂପରେ ଭରସା ଥିଲା । କିନ୍ତୁ ସେହି ଭରସା ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛି ।

ତାଙ୍କ କହିବାନୁଯାୟୀ ସୌମ୍ୟ ଙ୍କ ମୃତ୍ୟୁ ର ଇଂଭେଷ୍ଟଗେସନ ରେ କୌଣସି ନା କୌଣସି କିଛି ଭୁଲ ରହିଛି । ଫାଇନାଲ୍ ରିପୋର୍ଟ ରେ ଏସ୍ପି କହିଛନ୍ତି ଯେ, ସୌମ୍ୟ ଙ୍କ ମୃତ୍ୟୁ ରେ ଡିଏଫଓ ସାମିଲ ନାହାନ୍ତି । ତଥାପି ସେ ଆଶା ରଖିଛନ୍ତି ଯେ, ପୋଲିସ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ଜାରି ରଖିଛନ୍ତି । ହୁଏତ ମିଳିଥିବା ସୁରାକ ଦ୍ଵାରା ସୌମ୍ୟ ଙ୍କ ହ-ତ୍ୟା-କା-ରୀ ଙ୍କ ସମ୍ବନ୍ଧରେ ପତା କରାଯାଇ ପାରିବ ।

ମିଡିଆ ସୌମ୍ୟ ଙ୍କ ଭାଇ କୁ ପ୍ରଶ୍ନ କରିଥିଲେ ଯେ, ଡିଏଫଓ ଙ୍କୁ କ୍ଲିନ ଚିଟ୍ ମିଳିବା ପରେ ଆପଣ କିପରି ନ୍ୟାୟ ହାସଲ କରିବେ । ତେବେ ଉତ୍ତର ରେ ଏସସିଏଫ ସୌମ୍ୟ ଙ୍କ ଭାଈ କହିଛନ୍ତି କିଛି ବି ହୋଇଯାଉ ସେ ନ୍ୟାୟ ପାଇବା ନିମନ୍ତେ ନିଶ୍ଚିତ ଭାବରେ ସଂଘର୍ଷ କରିବେ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *