ସକାଳୁ କଣ ଖାଇବା ଦ୍ଵାରା ଶରୀରର ଅଯଥା ମୋଟାପଣ କମିଯାଇଥାଏ ? Interesting GK Question and Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କେଉଁ ପକ୍ଷୀ କେବେବି ନିଜର ବସା ତିଆରି କରେନାହିଁ ?

ଉତ୍ତର;- କୋଇଲି କେବେବି ନିଜର ବସା ତିଆରି କରେନାହିଁ ।

2- ଠିଆ ହୋଇ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର;- ଠିଆ ହୋଇ ପାଣି ପିଇବା ଦ୍ଵାରା ଲିଭର ରୋଗ ହୋଇଥାଏ ।

3- ନବୀନ ପଟ୍ଟନାୟକ କେତେ ପାଠ ପଢିଛନ୍ତି ?

ଉତ୍ତର;- ନବୀନ ପଟ୍ଟନାୟକ BA ପଢିଛନ୍ତି ।

4- ବିଶ୍ଵର କେଉଁ ଦେଶରେ ଉଡନ୍ତା ସାପ ଦେଖିବାକୁ ମିଳିଥାଏ ?

ଉତ୍ତର;- ବିଶ୍ଵର ଆଫ୍ରିକା ଦେଶରେ ଉଡନ୍ତା ସାପ ଦେଖିବାକୁ ମିଳିଥାଏ ।

5- କେଉଁ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର;- ବେଲପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ।

6- କେଉଁ ପକ୍ଷୀ ସିଂହ ପରି ଗର୍ଜନ କରିଥାଏ ?

ଉତ୍ତର;- ଓଟ ପକ୍ଷୀ ସିଂହ ପରି ଗର୍ଜନ କରିଥାଏ ।

7- କେଉଁ ଗଛର କାଠକୁ ଜଳା ଯାଇନଥାଏ ?

ଉତ୍ତର;- କଦଳୀ ଗଛର କାଠକୁ ଜଳା ଯାଇନଥାଏ ।

8- ଭାରତର ସୀମା କେତୋଟି ଦେଶ ସହିତ ଜଡିତ ହୋଇକି ଅଛି ?

ଉତ୍ତର;- ଭାରତର ସୀମା 7 ଟି ଦେଶ ସହ ଜଡିତ ହୋଇକି ଅଛି ।

9- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଜାତିର ଅଟନ୍ତି ?

ଉତ୍ତର;- ନବୀନ ପଟ୍ଟନାୟକ ତେଲୀ ଜାତିର ଅଟନ୍ତି ।

10- Whatsapp କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- WhatsApp ଆମେରିକା ଦେଶର କମ୍ପାନୀ ଅଟେ ।

11-ଦୁନିଆର ସବୁଠାରୁ ବଡ କଇଁଚ କେଉଁ ଦେଶରେ ରହିଛି ?

ଉତ୍ତର;- ଦୁନିଆର ସବୁଠାରୁ ବଡ କଇଁଚ ଅଷ୍ଟ୍ରେଲିଆ ଦେଶରେ ରହିଛି ।

12- ନବୀନ ପଟ୍ଟନାୟକ କେଉଁ ମସିହାରେ ରାଜନୀତିକୁ ପାଦ ଦେଇଥିଲେ ?

ଉତ୍ତର;- ନବୀନ ପଟ୍ଟନାୟକ 1997 ମସିହାରେ ରାଜନୀତିରେ ପାଦ ଦେଇଥିଲେ ।

13- ନବୀନ ପଟ୍ଟନାୟକଙ୍କର ମାତାଙ୍କ ନାମ କଣ ଅଟେ ?

ଉତ୍ତର;- ନବୀନ ପଟ୍ଟନାୟକଙ୍କର ମାତାଙ୍କ ନାମ ଜ୍ଞାନ ଦେବୀ ଅଟେ ।

14- କେଉଁ ପଶୁର ଆଧାର କାର୍ଡ ତିଆରି କରାଯାଇ ପାରିବ ?

ଉତ୍ତର;- କୋଅଲାର ଆଧାର କାର୍ଡ ତିଆରି କରାଯାଇ ପାରିବ ।

15- ସକାଳୁ ଖାଲି ପେଟରେ କଣ ଖାଇଲେ ମୋଟାପଣ କମିଯାଇଥାଏ ?

ଉତ୍ତର;- ସକାଳଉ ଖାଲି ପେଟରେ ମହୁ ଓ ଲେମ୍ବୁ ରସ ଖାଇବା ଦ୍ଵାରା ମୋଟାପଣ କମିଯାଇଥାଏ ।

ଯଦି ଆପଣ ମାନଙ୍କୁ ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *