ବନ୍ଧୁଗଣ ଶାସ୍ତ୍ରରେ ଆମ ନୀତିଦିନିଆ ଜୀବନକୁ ପ୍ରଭାବ କରିବା ଭଳି ଅନେକ କିଛି କଥା ରହିଛି । ଯାହା ସବୁ ଆମ ଜୀବନ ସହ ଜଡିତ ହୋଇକି ରହିଥାଏ । ଯେପରିକି ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ମାନଙ୍କ ଜନ୍ମ ରାତି ସମୟରେ ହୋଇଥାଏ । ସେମାନଙ୍କ ସ୍ଵଭାବ କିଭଳି ହୋଇଥାଏ । ଏହା ସହ ତାଙ୍କ ପାଖରେ ଏଭଳି କେଉଁ ଅଦ୍ଭୁତ ଶକ୍ତି ରହିଛି ? ସେହି ବିଷୟରେ ଆଲୋଚନା କରିବା । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ଏହି ସମସ୍ତ କଥାବସ୍ତୁ ଉପରେ ଆଲୋଚନା କରି ଜାଣିବା ।
ଯେଉଁ ମାନଙ୍କ ଜନ୍ମ ସକାଳ ସମୟରେ ହୋଇଥାଏ । ସେମାନେ ରାତିରେ ଶୋଇବା ପରେ ସକାଳୁ ସକାଳୁ ଉଠି ଯାଇଥାନ୍ତି । ଏହା ତାଙ୍କର ବହୁତ ଭଲ ସ୍ଵଭାବ ହୋଇଥାଏ । ସକାଳେ ଜନ୍ମ ହୋଇଥିବା ଲୋକ ସକାଳ ସମୟରେ ଅଧିକ କାମ କରିବାକୁ ପସନ୍ଦ କରିଥାନ୍ତି । ଏହା ବ୍ଯତୀତ ଯେଉଁ ମାନେ ଖରା ବେଳେ, ସନ୍ଧ୍ୟା ବେଳେ ଓ ରାତିରେ ଜନ୍ମ ହୋଇଥାନ୍ତି । ସେମାନେ ସକାଳୁ ବିଳମ୍ବରେ ଉଠିଥାନ୍ତି ।
ଏହି ଲୋକ ମାନେ ସନ୍ଧ୍ୟା ସମୟରେ ଓ ବହୁ ରାତି ପର୍ଯ୍ୟନ୍ତ ଚେଇଁ କାମ କରିବାରେ ରୁଚି ରଖିଥାନ୍ତି । ରାତିରେ ଜନ୍ମ ହୋଇଥିବା ଲୋକ ଅଧିକ ସହନଶୀଳ ଓ ତାଙ୍କ ପାଖରେ ବୁଝିବାର ଦକ୍ଷତା ବହୁତ ରହିଥାଏ । ଏହି ବ୍ୟକ୍ତିବିଶେଷ ମାନଙ୍କ ପାଖରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାର ଦକ୍ଷତା ରହିଥାଏ ।
ତେବେ ରାତି ବହୁତ ପର୍ଯ୍ୟନ୍ତ କାମ କରୁଥିବା ବ୍ୟକ୍ତି ସକାଳୁ ଶୀଘ୍ର ଉଠି କାମ କରୁଥିବା ଲୋକଙ୍କ ଠାରୁ ଅଧିକ ଭଲ ହୋଇଥାନ୍ତି ବୋଲି ବିଜ୍ଞାନମାନତା ରହିଛି । ରାତିରେ ଅନିଦ୍ରା ରହୁଥିବା ଲୋକ ମାନଙ୍କ ପାଖରେ କୌଣସି କାର୍ଯ୍ୟକୁ ପୁରା କରିଦେଖେଇବାର ଏକ ଶକ୍ତି ରହିଥାଏ । ରାତିରେ ଅନିଦ୍ରା ରହୁଥିବା ବ୍ୟକ୍ତି ରାତି ସମୟରେ କମ ଶୋଉଥିଲେ ମଧ୍ୟ ସକାଳୁ ଉଠି ନିଜ କାମ ପ୍ରତି ଅଧିକ ସଚେତନ ରହିଥାଏ ।
ରାତିରେ ଅନିଦ୍ରା ରହି କାମ କରୁଥିବା ବ୍ୟକ୍ତି ମାନେ କ୍ରୀଏଟିଭ ମାଇଣ୍ଡର ହୋଇଥାନ୍ତି । ଏମାନେ ସବୁବେଳେ କିଛି ନା କିଛି ନୂଆ କରିବାର ଆଶା ରଖିଥାନ୍ତି । ଏମାନେ ନିଜ ସଫଳତା ପାଇବା ପାଇଁ ରାତିର ନିଦ୍ରାକୁ ପଛରେ ପକାଇ ରାତି ଅନିଦ୍ରା ହୋଇ ନିଜ କାମ କରୁଥାନ୍ତି ।
ତେବେ ଏହି ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି ବୋଲି ଏକ ରିପୋର୍ଟରୁ ସ୍ପଷ୍ଠ ହୋଇଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆଗକୁ ଏହିଭଳି ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ