ସକାଳେ ଉଠିବା ପରେ ନାରୀର ଏହି ଜିନିଷକୁ ଦେଖନ୍ତୁ ନାହିଁ

ଆମର ପୁରା ଦିନରେ ସକାଳର ବହୁତ ଗୁରୁତ୍ଵ ରହିଛି । ଯଦି ଆମର ସକଳ ସମୟ ବହୁତ ଭଲ ସେ ଯିବ, ତାହାଲେ ଆମ ଦିନଟି ବହୁତ ଭଲ ସେ ପଳେଇବ । ହେଲେ ବେଳେବେଳ ଆମେ ସକାଳେ ଏମିତି କିଛି ଦ୍ରୁଶ୍ଯ ଦେଖିଥାଉ ଯାହାଫଳରେ ଆମ ସକାଳ ଖରାପ ହେବା ସହ ପୁରା ଦିନ ଖରାପ ହୋଇଯାଏ । ଆଜିଆମେ ଆପଣ ମାନଙ୍କୁ ଏମିତି କିଛି ଦ୍ରୁଶ୍ଯ ବିଷୟରେ କହିବୁ ଯାହାକୁ ଭୁଲ ସେ ମଧ୍ୟ ସକାଳ ସମୟରେ ଦେଖିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସର୍ବ ପ୍ରଥମେ ଯଦି ଆପଣ ସକାଳେ ଉଠି କୌଣସି ଘମଣ୍ଡି ଓ ଚରିତ୍ର ହୀନ ନାରୀକୁ ଦେଖି ଦିଅନ୍ତି, ତାହାଲେ ଜାଣି ଯାନ୍ତୁ ଆପଣଙ୍କ ସକାଳ ଖରାପ ହେବା ସହିତ ଆପଣଙ୍କ ସଂପୂର୍ଣ୍ଣ ଦିନ ଖରାପ ହେଇଯିବ । ଆପଣ ସଂପୂର୍ଣ୍ଣ ଦିନରେ ଅଶାନ୍ତି ରହିବେ । ଆପଣଙ୍କ ମନ ଭଲ ରହିବ ନାହିଁ ।


ଦିନରେ ଆପଣଙ୍କ ସହ ଅନ୍ୟ କାହାର କଳିଝଗଡା ହେବ ଓ ଆପଣ କୌଣସି କାମ ପାଇଁ ହଇରାଣ ମଧ୍ୟ ହପୋଇପାରନ୍ତି । ଯଦି ସେହି ଦିନ ଆପଣଙ୍କର କୌଣସି ଶୁଭ କାର୍ଯ୍ୟ ରହିଥିବା, ତେବେ ଏହାଦ୍ବାରା ଆପଣଙ୍କ ସେହି କାର୍ଯ୍ୟ ଅଶୁଭରେ ପରିଣତ ହୋଇଯିବ । ତେଣୁ ଚେଷ୍ଟା କରନ୍ତୁ ସକାଳେ ଉଠି ଏହି ଦ୍ରୁଶ୍ଯ ନଦେଖିବା ପାଇଁ ।


୨. ହିନ୍ଦୁ ଧର୍ମରେ ଭଙ୍ଗା ଦର୍ପଣକୁ ଅଶୁଭ ମାନି ଥାନ୍ତି । ତେଣୁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି, ତେବେ ଏହାକୁ ଭୁଲ ସେ ମଧ୍ୟ ସକାଳେ ଉଠି ଦେଖିବେ ନାହିଁ । ଯଦି ଆପଣ ସକାଳେ ଉଠି ଭଙ୍ଗା ଦର୍ପଣ ଦେଖିବେ ତାହାଲେ ଆପଣଙ୍କ ସେହି ଦିନର ସମସ୍ତ କାର୍ଯ୍ୟ ଅସଫଳ ହୋଇଯିବ । ତେଣୁ ଚେଷ୍ଟା କରନ୍ତୁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି ତେବେ ତାହାକୁ ବାହାରେ ଫିଙ୍ଗନ୍ତୁ ନହଲେ ଘର ବାହାରେ ଲୁଚାଇ ରଖନ୍ତୁ ।


୩. ସାଧାରତଃ ଅଧିକାଂଶ ଲୋକ ନିଜ ଜୋତାକୁ ଘର ବାହାରେ ରଖିଥାନ୍ତି, କିନ୍ତୁ ବହୁତ ଲୋକ ନିଜ ଜୋତାକୁ ଠିକ ଭାବରେ ସାଇଜ କରି ରଖନ୍ତି ନାହିଁ । ଯଦି ଆପଣ ସକାଳେ ଉଠି ଅସଜଡା ଜୋତା ଦେଖିଥିବେ ତାହାଲେ ସେହି ଦିନ ଆପଣଙ୍କ ପାଇଁ ଅଶୁଭ ହୋଇଯିବ । ଯାହାଫଳରେ ଆପଣଙ୍କ ପୁରା ଦିନ ବ୍ୟର୍ଥ ହୋଇ ରହିବ । ଏହାଦ୍ବାରା ଆପଣଙ୍କ ଧାର କରଜ ବଢିବା ସହ ଆପଣଙ୍କ ଭାଗ୍ୟ ଖରାପ ରହିବ । ତେଣୁ ଚେଷ୍ଟା କରିବେ ନିଜ ଜୋତାକୁ ରାତିରୁ ଠିକ ଭାବରେ ସଜାଡି ରଖିବା ପାଇଁ ।

୪. ଅଧିକାଂଶ ଲୋକଙ୍କ ଘରେ କଳି ଝଗଡା ହୋଇଥାଏ । ତେଣୁ ଆପଣଙ୍କ ଘରେ ହେଉ ବା ଅନ୍ୟ କାହା ଘରେ ଯଦି କଳି ଝଗଡା ସକାଳେ ହୋଇଥାଏ, ତାହାଲେ ଜାଣିଯାନ୍ତୁ ଆପଣଙ୍କ ପୁରା ଦିନ ଖରାପ ହୋଇଯିବ । ଆପଣ ସଂପୂର୍ଣ୍ଣ ଦିନରେ ଅଶାନ୍ତି ଅନୁଭବ କରିବେ । ଆପଣଙ୍କ ମନ ଭଲ ରହିବ ନାହିଁ ଏବଂ ଆପଣଙ୍କ ସେହି ଦିନର ସମସ୍ତ କାର୍ଯ୍ୟ ଅସଫଳ ରହିବ ।

ତେଣୁ ଚେଷ୍ଟା କରିବେ ନିଜ ଘରେ କଳି ଝଗଡା ନକରିବା ପାଇଁ ଓ ଯଦି ବାହାରେ କେଉଁଠି କଳି ଝଗଡା ହୋଇଥିବ, ତେବେ ଆପଣ ଏହାକୁ ଇଗ୍ନୋର କରିପାରିବେ । ତାହାଲେ ବନ୍ଧୁଗଣ ଏହି ୪ ଟି କଥାକୁ କେବେବି ନିଜ ଜୀବନରେ ଭୁଲିବେ ନାହିଁ । ଏହା ସହିତ ନିଜ ସାଙ୍ଗ ମାନଙ୍କୁ ଓ ସମ୍ପର୍କୀୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *