ପୁରୁଣା ରୁ ପୁରୁଣା ଜ୍ୱର କେବଳ ୫ ମିନିଟରେ ଭଲ ହୋଇଯିବ ! ଥରେ ଏହାକୁ ନିହାତି ପଢନ୍ତୁ

ବନ୍ଧୁଗଣ ପିଲା ଏବଂ ବୟସ୍କମାନଙ୍କ ଠାରେ ଜ୍ଵର ଏକ ସାଧାରଣ କଥା । ଶରୀରରେ ଉପସ୍ଥିତ ସଂକ୍ରମଣ ସହିତ ଲଢିବାରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଜ୍ଵର ଏକ ଭଲ ଜିନିଷ । କାରଣ ଏହି ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥାଏ । କିନ୍ତୁ ଦୀର୍ଘ ସମୟ ଧରି ଜ୍ଵର ଦୁର୍ବଳ ଶରୀର ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜଟିଳତା ସୃଷ୍ଟି କରିଥାଏ , ଶକ୍ତିରେ ହ୍ରାସ, ଶରୀରରେ ପ୍ରବଳ ଯନ୍ତ୍ରଣା, ଥଣ୍ଡା ଏବଂ ଝାଳ ଅସହଜ କରିପାରେ । ତଥାପି ସାଧାରଣ ଜ୍ଵର ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଛାଡି ଯାଇଥାଏ । କିନ୍ତୁ କ୍ରମାଗତ ଜ୍ଵର ରହିଲେ ଚିକିତ୍ସା କରିବା ଆବଶ୍ୟକ ପଡିଥାଏ ।

 

ଡାକ୍ତର କୁହନ୍ତି କି ଯେତେବେଳେ ଶରୀର କୌଣସି ସଂକ୍ରମଣ ସହିତ ଲଢିଥାଏ ସେତେବେଳେ ଜ୍ଵର ଆସିଥାଏ । ଯେମିତି କି ଫ୍ଲୁ । ଯଦି ଆପଣ ଜ୍ଵର ସମ୍ବନ୍ଧୀୟ ସମସ୍ୟାରେ ପଡନ୍ତି ତେବେ ଶରୀରକୁ ଥଣ୍ଡା କରିବା ପାଇଁ ଓ ଭଲ କରିବା ପାଇଁ ଆପଣ ଏକ ସହଜ ଓ ସରଳ ଉପାୟ ଗ୍ରହଣ କରି ପାରିବେ । ଆଜି ମୁଁ ଆପଙ୍କୁ ସେମିତି ହିଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଜ୍ଵରକୁ ଶେଷ କରିଥାଏ ।

 

ବନ୍ଧୁଗଣ ଲିମ୍ବ ଗଛର ଉପକାରିତା ବିଷୟରେ ଆପଣ ସମସ୍ତେ ତ ଭଲ ଭାବରେ ଜାଣିଥିବେ । କୀଟ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଆପଣ ଲିମ୍ବ ତେଲରେ ଭିଜା ଯାଇଥିବା କପଡା ନିଜ ଝରକା ପାଖରେ ରଖି ପାରିବେ । ଏହା ଅତ୍ୟନ୍ତ ପ୍ରଭାବଶାଳୀ ଓ ମଶାଙ୍କ ସହ ଲଢିବା ପାଇଁ ବ୍ୟବହ୍ରୁତ ହୋଇଥାଏ । ଅନେକ ଆୟୁର୍ବେଦିକ ବିଶେଷଜ୍ଞ ଲିମ୍ବ କ୍ୟାପସୁଲ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି ।

ଜ୍ଵର ଭଳି ସମସ୍ୟା ବା ବିଶେଷ କରି ମ୍ୟାଲେରିଆ ଜ୍ଵର କମାଇବା ପାଇଁ ଲିମ୍ବ ଚା ବ୍ୟାପକ ଭାବେ ବ୍ୟବହାର କରାଯାଇଥାଏ । ଲିମ୍ବ ଗଛ ଏକ ଏମିତି ଗଛ ଯିଏ ଆମକୁ ଅନେକ ପ୍ରକାର ରୋଗରୁ ବଞ୍ଚାଇଥାଏ । ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ଆବଶ୍ୟକ ଅଳ୍ପ ଲିମ୍ବ ଗଛର ଛେଲୀ, ୧୦ ଟି ଲିମ୍ବ ପାତ୍ର ଓ ଛୋଟ ଖଣ୍ଡେ ଲିମ୍ବ ଗଛର ଚେର ।

ଏହି ଉପଚାରକୁ ବନାଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ ଓ ଏବେ ଏଥିରେ ଏହି ସମସ୍ତ ସାମଗ୍ରୀକୁ ପକାଇ ଦିଅନ୍ତୁ । ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଅଧ ଗ୍ଳାସ ନ ହୋଇଛି । ଅଧା ଗ୍ଳାସ ପାଣି ହେଇଗଲା ପରେ ଗ୍ୟାସ ବନ୍ଦ କରି ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ ଏହା ହାଲ୍କା ଥଣ୍ଡା ହୋଇଯିବ ଆପଣ ଏହାକୁ ଏକ ଗ୍ଳାସ କୁ ଛାଣି ନିଅନ୍ତୁ ।

ସେବନ ବିଧି

ସକାଳୁ ଖାଲି ପେଟରେ ଆପଣ ଏହି ପାଣିର ସେବନ କରନ୍ତୁ । ଏହାର ସେବନ ଦ୍ଵାରା ଆପଣ ଅନୁଭବ କରିବେ ଆପଣଙ୍କ ଜ୍ଵର ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଏହି ପାଣି କେବଳ ଆପଣଙ୍କ ଜ୍ଵର ଭଲ କରିନଥାଏ ବରଂ ଆପଣଙ୍କ ଶରୀରରୁ ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ ।

ଜ୍ଵର ହେବା ଦ୍ଵାରା ଆମ ଶରୀରରେ ଯେଉଁ ଟେମ୍ପେରେଚର ରହିଥାଏ ତାହାକୁ କମ କରିବା ପାଇଁ ଆପଣଙ୍କୁ ଏକ ସହଜ ଟିପ୍ସ ଦେଉଛୁ ମନେ ରଖନ୍ତୁ । ସେଥିପାଇଁ ଆପଣଙ୍କୁ ଫାଳେ କଞ୍ଚା ପିଆଜର ଆବଶ୍ୟକତା ରହିଛି । କଞ୍ଚା ପିଆଜ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ଶୋଇବା ପୂର୍ବରୁ ଫାଳେ ପିଆଜ କାଟି ନିଜ ପାଦତଳେ ରଖି ମୋଜା ବା ସକ୍ସ ପିନ୍ଧି ନିଅନ୍ତୁ । ରାତି ସାରା ଏହା ତାପମାତ୍ରାକୁ ନିୟନ୍ତ୍ରଣ କରି ଆପଣଙ୍କ ଜ୍ଵରର ସ୍ତରକୁ ବହୁତ କମ କରିଥାଏ । ଭାରତରେ ଏହାକୁ ଜ୍ଵର ପାଇଁ ସର୍ବଶ୍ରେଷ୍ଟ ଉପାୟ ମନାଯାଏ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ …ଧନ୍ୟବାଦ

Leave a Reply

Your email address will not be published. Required fields are marked *