Vastu Shastra – ସକାଳୁ ଉଠିବା ମାତ୍ରେ ରୋଷେଇ ଘରର ଏହି 1 ଜିନିଷ ଭୁଲରେ ମଧ୍ୟ ଦେଖିବେ ନାହିଁ, ହେଇଯିବେ ଦରିଦ୍ର ଓ କଙ୍ଗାଳ

ବନ୍ଧୁଗଣ ସମସ୍ତ ଲୋକଙ୍କ ଘରର ମୁଖ୍ୟ ଅଙ୍ଗ ହେଉଛି ରୋଷେଇ ଘର । ଯଦି ଘରକୁ ଶରୀର ସହ ତୁଳନା କରାଯାଏ, ତା ହେଲେ ରୋଷେଇ ଘର ହେଉଛି ସେହି ଶରୀରର ଆତ୍ମା । ଯଦି କାହାର ରୋଷେଇ ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ, ତା ହେଲେ ଏହାର ପ୍ରଭାବ ସିଧା ପରିବାର ଲୋକଙ୍କ ଉପରେ ପଡିଥାଏ । ସେଥିପାଇଁ ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ଅଧିକ ମହତ୍ଵ ଦିଆଯାଇଛି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି, ସକାଳେ ଉଠିବା ପରେ ରୋଷେଇ ଘରକୁ ଯଦି ଆପଣ ପ୍ରବେଶ କରୁଛନ୍ତି ତା ହେଲେ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ନଦେଖିବା ଉଚିତ ଓ ଏମିତି ମଧ୍ୟ କିଛି କାର୍ଯ୍ୟ ରହିଛି ଯାହାକୁ ରୋଷେଇ ଘରେ ମଧ୍ୟ ନ କରିବା ଉଚିତ ।

ବନ୍ଧୁଗଣ ଏହି ସମସ୍ତ କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଏହାଦ୍ବାରା ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ ଓ ଆପଣଙ୍କ ଘରେ ବହୁତ ଅଧିକ ବିଶୃଙ୍ଖଳା ହୋଇପାରେ,ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ରୋଷେଇ ଘରର ଦିଗ ଠିକ ରହିବା ଉଚିତ । ଯଦି ଆପଣଙ୍କ ରୋଷେଇ ଘରର ଦିଗ ଭୁଲ ଥିବ ତା ହେଲେ ଆପଣଙ୍କ ଘରେ ବାସ୍ତୁଦୋଷ ହେବାର ବହୁତ ସମ୍ଭାବନା ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଉଭୟ ସକରାତ୍ମକ ଓ ନକରାତ୍ମକ ଊର୍ଜା ରହିଥାଏ, ଯାହାର ସନ୍ତୁଳନ ସମାନ ରଖିବା ଉଚିତ । ବନ୍ଧୁଗଣ ଯଦି ଆପଣ ନିଜ ରୋଷେଇ ଘରେ ଆଇନା ରଖିଛନ୍ତି, ତା ହେଲେ ଏହା ଅତ୍ୟନ୍ତ ଅଶୁଭ ମନା ଯାଇଥାଏ ।

ଏହା ଦ୍ଵାରା ଘରେ ନକରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ ଓ ଘରେ କଳହ ଲାଗିଥାଏ । ଏହା ସହିତ ଆପଣ ନିଜ ଘରେ ଭୁଲ ସେ ମଧ୍ୟ ରୋଷେଇ ଘର ପାଖରେ ପୂଜାଘର କରିବେ ନାହିଁ । କାରଣ ବହୁତ ଥର ରୋଷେଇ ଘରେ କିଛି ଦୁର୍ଗନ୍ଧ ଆସିଥାଏ, ଯାହା ପୂଜା ଘରର ସକରାତ୍ମକ ଊର୍ଜାକୁ ଦୁର୍ବଳ କରିଥାଏ ।

ବନ୍ଧୁଗଣ ରୋଷେଇ ଘରେ ମା ଅର୍ନପୂର୍ଣ୍ଣାଙ୍କର ଫଟୋ ନିହାତି ରଖନ୍ତୁ । ସାଧାରଣତଃ ମହିଳା ମାନେ ସକାଳ ସମୟରେ ବିନା ସ୍ନାନରେ ରୋଷେଇ ଘରର କୌଣସି କାମ କରିବା ଉଚିତ ନୁହେଁ । ବନ୍ଧୁଗଣ ସଖାଳେ ଉଠିବା ପରେ ଯଦି ଆପଣ ସିଧା ରୋଷେଇ ଘରକୁ ଯାଉଛନ୍ତି, ତା ହେଲେ ପନିକି ବା ଛୁରୀ ଆଦିକୁ ଭୁଲ ସେ ମଧ୍ୟ ଦେଖିବେ ନାହିଁ ।

ଏହି ସମସ୍ତ ଜିନିଷ ନକରାତ୍ମକ ପ୍ରଭାବ ପକାଇଥାଏ । ସକାଳ ସମୟରେ ଏହି ସବୁ ଜିନିଷକୁ ଦେଖିବା ଦ୍ଵାରା ମଣିଷ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ବନ୍ଧୁଗଣ ଏହି ସବୁ ଭୁଲ କୁ ଭୁଲ ସେ ମଧ୍ୟ କରିବେ ନାହିଁ । ଏହା ଦ୍ଵାରା ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ ଓ ଆପଣଙ୍କ ଘରେ ଅତ୍ୟଧିକ କଳହ ଲାଗିପାରେ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *