Interesting Gk Questions – ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, ସେ କିଏ ?

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ -୧
ଦେବତାଲ ହ୍ରଦ କେଉଁଠି ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ -୨

କେଉଁ ଦେଶ କେବେ ବି ଯୁଦ୍ଧରେ ଭାଗ ନେଇ ନାହିଁ ?

ଉତ୍ତର – ସ୍ବୀଜରଲ୍ୟାଣ୍ଡ

ପ୍ରଶ୍ନ -୩

କେଉଁ ପଶୁ ଘାଇଲା ହେଇଗଲେ ମଣିଷ ପରି କାନ୍ଦିଥାଏ ?

ଉତ୍ତର – ଭାଲୁ

ପ୍ରଶ୍ନ -୪

ଖଟା ମହୁ କେଉଁଠି ମିଳିଥାଏ ?

ଉତ୍ତର – ବ୍ରାଜିଲ ଜଙ୍ଗଲରେ

ପ୍ରଶ୍ନ -୫

ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ କଣ ଅଟେ ?

ଉତ୍ତର – ହଙ୍ଗକଙ୍ଗ

ପ୍ରଶ୍ନ -୬

ବିଶ୍ଵର ସବୁଠୁ ବଡ ଚିଡିଆ ଘର କେଉଁଠି ଅଛି ?

ଉତ୍ତର – ଦକ୍ଷିଣ ଆଫ୍ରିକା ରେ

ପ୍ରଶ୍ନ -୭

ଦୁନିଆର ସବୁଠୁ ଛୋଟ ଫୁଲ କଣ ଅଟେ ?

ଉତ୍ତର – ୱୋଲଫିଆ

ପ୍ରଶ୍ନ -୮

ଏମିତି କେଉଁ ଜିନିଷ ଅଛି ଯାହାକୁ ଦେବା ଦ୍ଵାରା ବଢିଥାଏ ?

ଉତ୍ତର – ଜ୍ଞାନ

ପ୍ରଶ୍ନ -୯

ତମ୍ବାର ଦେଶ କାହାକୁ କୁହାଯାଏ ?

ଉତ୍ତର – ଜାମ୍ବିୟା

ପ୍ରଶ୍ନ -୧୦

ରେଫ୍ରିଜରେଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – USA

ପ୍ରଶ୍ନ -୧୧

ସବୁଠୁ ଅଧିକ ଇନ୍ଟରନେଟ ର ଉପଯୋଗ କେଉଁ ଦେଶ କରିଥାଏ ?

ଉତ୍ତର – ଚୀନ

ପ୍ରଶ୍ନ -୧୨

ଭାରତର ସବୁଠୁ ଯୁବ ପ୍ରଧାନ ମନ୍ତ୍ରୀ କିଏ ଥିଲେ ?

ଉତ୍ତର – ରାଜୀବ ଗାନ୍ଧୀ

ପ୍ରଶ୍ନ -୧୩

ସବୁଠୁ ଛୋଟ ମହାଦ୍ଵୀପ କଣ ଅଟେ ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ -୧୪

ଛୋଟ ଭାରତ କେଉଁ ଦେଶକୁ କୁହନ୍ତି ?

ଉତ୍ତର – ଫିଜୀ

ପ୍ରଶ୍ନ -୧୫

କେଉଁ ଦେଶରେ ସବୁଠୁ ଅଧିକ ପୋଷ୍ଟ ଅଫିସ ଅଛି ?

ଉତ୍ତର – ଭାରତ

ପ୍ରଶ୍ନ -୧୬

ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, ସେ କିଏ ?

ଉତ୍ତର – ମଣିଷ

ମଣିଷର ଜୀବନକୁ ଏଠାରେ ସକାଳ, ଖରାବେଳ ଓ ସନ୍ଧ୍ୟା ସହିତ ତୁଳନା କରା ଯାଇଛି । ସକାଳ ଅର୍ଥାତ ଶୈଶବ ରେ ମଣିଷ ୪ ଟି ଗୋଡରେ ଚାଲେ, ଖରାବେଳ ଅର୍ଥାତ ଯୌବନ ରେ ମଣିଷ ୨ ଟି ଗୋଡରେ ଓ ସନ୍ଧ୍ୟାବେଳ ଅର୍ଥାତ ବୃଦ୍ଧାବସ୍ଥା ରେ ୩ ଟି ଗୋଡରେ ଚାଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *