ଆପଣ ସଜନା ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା– Health Tips

ବନ୍ଧୁଗଣ ସଜନା ପତ୍ରକୁ ବହୁତ ନାମରେ ଜଣା ଯାଇଥାଏ । ଏହାକୁ ତରକାରୀ ବନେଇବାତେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଏହାର ଫଳ ଓ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ଲୁଚି ରହିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସଜନା ପତ୍ରର ସେବନ ନିଶ୍ଚୟ କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହାର ଫାଇଦା ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସଜନା ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ  ।

ବନ୍ଧୁଗଣ କୁହାଯାଏ ୧୦୦ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ ଓ ୧ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣ ଅଧିକ ଭିଟାମିନ C ମିଳିଥାଏ । ଏହା ସହିତ ଏହି ପତ୍ରରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ ଏବଂ ଭିଟାମିନ B କମ୍ପ୍ଲେକ୍ସ ବହୁତ ପରିମାଣରେ ମିଳିଥାଏ ।


ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । ବନ୍ଧୁଗଣ ଯେଉଁ ମାନଙ୍କୁ ହଇଜା, ଝାଡା ବାନ୍ତି ଓ ଦଣ୍ଡିସ ପରି ରୋଗୀ ମାନେ ସଜନା ଶାଗର ରସ ପିଇବା ବହୁତ ଅଧିକ ଆବଶ୍ୟକ ଅଟେ । ବନ୍ଧୁଗଣ ଯଦି ଆପଣଙ୍କୁ ଥଣ୍ଡା ଓ କାଶ ଜନିତ କୌଣସି ସମସ୍ଯା ହେଉଛି ତା ହେଲେ ଆପଣ ନିଶ୍ଚୟ ସଜନା ଶାଗର ସେବନ କରନ୍ତୁ । ଏହା ସହିତ ଏହି ଶାଗ ଆପଣଙ୍କ ଶରୀରରେ ହେଉଥିବା ରକ୍ତର ଅଭାବକୁ ମଧ୍ୟ ଦୂର କରିଥାଏ ।

ଏହା ପିଲାଙ୍କ ମଧ୍ୟରେ ଥିବା କୁପୋଷଣକୁ ଦୂର କରିଥାଏ । ବନ୍ଧୁଗଣ ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମ ଶରୀରକୁ ପୋଷଣ ତଥା ଊର୍ଜା ଦେଇଥାଏ । ଏହା ସହିତ ବନ୍ଧୁଗଣ ଏହା କୋଷ୍ଟ କାଠିନ୍ଯ ସମସ୍ଯାକୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ସହାୟତା କରିଥାଏ ।

ବନ୍ଧୁଗଣ ଏହା ଆମ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିଥାଏ । ଏଥିରେ ଭରପୁର କ୍ୟାଲସିୟମ ରହିଥିବାରୁ ଏହା ଆମ ହାଡକୁ ଶାକ୍ତ କରିଥାଏ । ଦୁର୍ବଳତା, କ୍ଳାନ୍ତପଣ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଆଧି ସମସ୍ଯାକୁ ଏହା ଦୂର କରିବାରେ ବହୁତ ଅଧିକ ସହାୟତା କରିଥାଏ । ବନ୍ଧୁଗଣ ଏହା ଆମ ଶରୀରରେ ରୋଗ ପ୍ରତିଷେଧକ କ୍ଷମତାକୁ ବଢାଇ ଥାଏ  ।

ଏହା ସହିତ ଏହା ଆମ ଆଖି ଓ ମସ୍ତିସ୍କକୁ ପୋଷଣ ଯୋଗାଇ ଥାଏ । ବନ୍ଧୁଗଣ ଏହା ଆପଣଙ୍କୁ ବହୁତ ସହଜରେ ମଧ୍ୟ ମିଳିଯିବ ଓ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ରହିନଥାଏ । ତା ହେଲେ ବନ୍ଧୁଗଣ ସଜନା ପତ୍ରର ଫାଇଦା ବିଷୟରେ ଆପଣ ଅନ୍ୟ ମାନଙ୍କୁ ପରାମର୍ଶ ଦିଅନ୍ତୁ ଓ ନିଜେ ମଧ୍ୟ ଏହାର ଭରପୁର ସେବନ କରନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଓ ସେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *