Aiswarya Rai ଙ୍କ ସହିତ ବ୍ରେକପ ପରେ Salman Khan ଏହି ଝିଅଙ୍କୁ ବନେଇଥିଲେ ନିଜର ହିରୋଇନ, ଏବେ 15 ବର୍ଷ ପରେ ଫେରୁଛନ୍ତି Bollywood କୁ

ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଲଭଷ୍ଟୋରି ରହିଛି ଯାହା ବହୁତ ଚର୍ଚାରେ ମଧ୍ୟ ରହିଥିଲା । ସେହି ଲଭଷ୍ଟ୍ରୋରୀରେ କେତେକ କଳାକାର ନିଜ ପାର୍ଟନରକୁ ଜୀବନ ସାଥି ରୂପେ ପାଇଛନ୍ତି ତ ଅନ୍ୟ କେତେକ ଧୋକା ଖାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ସଲମାନ ଖାନ । ଗୋଟେ ସମୟରେ ସଲମାନ ଓ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ଲଭ ରିଲେସନରେ ଥିଲେ ଏମାନଙ୍କ ଲଭ ଅଫେୟାର ପୁରା ବଲିଉଡରେ ଚର୍ଚିତ ହୋଇରହିଛି ।

ହେଲେ କିଛି ବିବାଦ ହେତୁ ଏମାନଙ୍କର ବ୍ରେକଅପ ହୋଇଯାଇଥିଲା ଯାହାଫଳରେ ସଲମାନ ଖାନ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ବନ୍ଧୁଗଣ ଏହାପରେ ସଲମାନ କିଛି ସମୟ ପରେ ଏକ ଅଭିନେତ୍ରୀଙ୍କୁ ବଲିଉଡରେ ଲଞ୍ଚ କରିଥିଲେ ଯାହାଙ୍କର ନାମ ହେଉଛି ସ୍ନେହା ଉଲ୍ହାଲ ।ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ସ୍ନେହା ଉଲ୍ହାଲ ସଂପୂର୍ଣ୍ଣ ଐଶ୍ଵର୍ଯ୍ୟ ରାୟଙ୍କ ପରି ଦେଖାଯାନ୍ତି । କାରଣ ତାଙ୍କର କେତେକ ପୋଜ୍ ସେହିପରିକା ଥିଲେ ଯେଉଁ ପରିକା ଐଶ୍ଵର୍ଯ୍ୟ ରାୟ କରନ୍ତି । ବନ୍ଧୁଗଣ ସ୍ନେହାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଲକି’ । ଏହି ଫିଲ୍ମରେ ସେ ସଲମାନ ଖାନଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ, ହେଲେ ବନ୍ଧୁଗଣ ଏହି ଫିଲ୍ମ ପରେ ସେ ସଂପୂର୍ଣ୍ଣ ବଲିଉଡରୁ ଗାୟବ ହୋଇଯାଇଥିଲେ ।

ବନ୍ଧୁଗଣ ଏହାପରେ ସେ ବହୁତ ବର୍ଷ ପରେ ‘ଏକ୍ସ ପାରି ଡେଟ’ ନାମକ ଏକ ୱେବ ସିରିଜରୁ ପୁଣି ଫେରି ଛନ୍ତି । ଏହି ୱେବ ସିରିଜଟି ଉଭୟ ତେଲୁଗୁ ଓ ହିନ୍ଦୀ ଭାଷାରେ ଲଞ୍ଚ କରାଯାଇଛି । ବର୍ତ୍ତମାନ ଏହା ମଧ୍ୟ ଖବର ମିଳିଛି ଯେ, ଆଗାମୀ ସମୟରେ ସ୍ନେହା ଅନ୍ୟ କେତେକ ୱେବ ସିରିଜରେ ନଜର ଆସିବାକୁ ଯାଉଛନ୍ତି ।

ବନ୍ଧୁଗଣ ଫିଲ୍ମ ‘ଲକି’ ପରେ ସ୍ନେହା ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ସେ କେତେକ ସାଉଥ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ହେଲେ ବନ୍ଧୁଗଣ ସେ ହଠାତ କିଛି ସମୟ ପାଇଁ ଗାୟବ ହୋଇଯାଇଥିଲେ । କାରଣ ଖବର ମିଳିଛି ଯେ, ସେ ଦୀର୍ଘ ୩ ବର୍ଷ ହେବ ଏକ ଭୟଙ୍କର ରୋଗରେ ପୀଡିତ ଥିଲେ । ବନ୍ଧୁଗଣ ଏହି ରୋଗ ହେଉଛି ରକ୍ତଚାପ ସମ୍ବନ୍ଧିତ ଏକ ରୋଗ ।

ବନ୍ଧୁଗଣ ୩ ବର୍ଷ ପରେ ସ୍ନେହା ସଂପୂର୍ଣ୍ଣ ଠିକ ହୋଇ ପୁଣି ନିଜ ଅଭିନୟ କାରିୟରକୁ ଆସିଛନ୍ତି । ବନ୍ଧୁଗଣ ସ୍ନେହା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ମଧ୍ୟ ନିଜ ଫିଲ୍ମ କାରିୟର ବିଷୟରେ କହିଥିଲେ । ହେଲେ ବର୍ତ୍ତମାନ ସେ ଏହି ୱେବ ସିରିଜରୁ ନିଜର ଡେବ୍ୟୁ କରି ନିଜ ଫ୍ୟାନ୍ସ ମାନଙ୍କୁ ଉତ୍ସାହିତ କରିଛନ୍ତି ଓ ଆଗାମୀ ସମୟରେ ମଧ୍ୟ ସେ କିଛି ୱେବ ସିରିଜରେ ନଜର ଆସିବେ ବୋଲି ଖବର ମିଳିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ସ୍ନେହାଙ୍କ ଚର୍ଚା ବହୁତ ମାତ୍ରାରେ ହେଉଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *