ACF Soumyaranjan ମୃତ୍ୟୁ ମାମଲାରେ ସୌମ୍ୟ ଭାଇ ଦେଖାଇଲେ ସାହସ ! ଉଠାଇଲେ ମୁଖ୍ୟମନ୍ତ୍ରୀ ଙ୍କ ନାମ…ଏବେ ତଦନ୍ତ କେଉଁଆଡ଼େ ଯିବ ? କେତେ ସତ କେତେ ମିଛ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏବେ ଚର୍ଚ୍ଚିତ ହୋଇ ରହିଥିବା ଖବର ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ରହସ୍ୟଜନକ ମୃତ୍ୟୁ । ତେବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅନେକ ତଥ୍ୟ ମିଳିଛି ।

ତେବେ ଏହି ଘଟଣାରେ ମୁଖ୍ୟ ସନ୍ଦେହ ରେ ରହିଥିବା ବିଦ୍ୟା ଭାରତୀ ଏବେ ନିଜର ହାତ ଜଳି ଯାଇଥିବା ର ଫୋଟୋ କୁ ଦେଖାଇ ଏହା କହୁଛନ୍ତି କି ସୌମ୍ୟ ଙ୍କୁ ବଞ୍ଚାଇଲା ବେଳେ ତାଙ୍କ ହାତରେ ଏହି ଭଳି ହୋଇ ଯାଇଛି ବୋଲି ସେ ପୋଲିସ ତଥା ମିଡ଼ିଆ କୁ କହିଛନ୍ତି । ତେବେ ସେପଟେ ସୌମ୍ୟ ଙ୍କ ପରିବାର ଲୋକ ଏହାକୁ ଏକ ଅଭିନୟ ର ନାମ ଦେଇଛନ୍ତି ଏବଂ ନିଜ ପୁଅ ସୌମ୍ୟ ଙ୍କୁ ନ୍ୟାୟ ମିଳୁ ବୋଲି ସେ ଅନୁରୋଧ କରିଛନ୍ତି ।

ତେବେ ସୌମ୍ୟ ଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର ଙ୍କ ଅନୁସାରେ ପୋଲିସ ନିଜର କାର୍ଯ୍ୟ ଏବଂ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ପାରୁ ନାହିଁ । କୌଣସି ଇନଭେସ୍ଟିକେସନ କାହାର ଘରେ ଯାଇ କରାଯାଏ ନାହିଁ । ଚୋରକୁ କଣ କେବେ ଯାଇ ତା ଘରେ ପଚାରିବା କି ତୁ କଣ ଚୋରି କରିଛୁ ତେବେ ସେ କଣ ନିଜ ଦୋଷ ମାନିଥାନ୍ତା ଯଦି ଏପରି ହୁଅନ୍ତା ତେବେ ଆମ ଭାରତ ଦେଶ ସୁନାର ଦେଶ ହୋଇ ସାରାନ୍ତଣି ।

ତେବେ ଆପଣ ଙ୍କୁ କିଛି ବି ତଦନ୍ତ କରିବାର ଅଛି କିମ୍ବା କୌଣସି ପ୍ରଶ୍ନ ପଚରାଉଚରା କରିବାର ଅଛି ତେବେ କିଛି ଅନ୍ୟ ଉପାୟ ରେ କରିବା ଦରକାର ନଚେତ ପୋଲିସ ଷ୍ଟେସନ ରେ ଡକେଇ କରିବା ଦରକାର କିଏ କେବେ କାହା ଘରେ ପଚରା ଉଚରା କରାଯିବା କଣ ଉଚିତ । ଯଦି ସେମାନେ ଏହାକୁ ଆ-ତ୍ମ-ହ-ତ୍ୟା ର ନାମ ଦେଉଛନ୍ତି ତେବେ ସୌମ୍ୟ ଙ୍କ ଆ-ତ୍ମ-ହ-ତ୍ୟା କରିବାର କଣ କାରଣ ରହିଛି ତାହା ମଧ୍ୟ ତଦନ୍ତ କରନ୍ତୁ ଏବଂ କଣ ପାଇଁ ସେ ମାନସିକ ଚାପ ରେ ଥିଲେ ତାହାର କାରଣ ମଧ୍ୟ ଖୋଜାଯାଉ ।

ଏହା ଛଡ଼ା ସେ ଏହା ମଧ୍ୟ କହିଛନ୍ତି ଯଦି ଆମକୁ ପୋଲସ ତରଫରୁ ନ୍ୟାୟ ନ ମିଳେ ତେବେ ଆମେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରସ୍ତ ହେବୁ ଏବଂ ହୁଏତ ଆମେ ଆ-ତ୍ମ-ହୁ-ତି ମଧ୍ୟ ଦେଇ ପାରିବୁ । ଆମକୁ କେବଳ ନ୍ୟାୟ ଦରକାର ଯେ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ସେ ପର୍ଯ୍ୟନ୍ତ ଆମେ ଚୁପ ରହିବୁ ନାହିଁ ଲଢ଼ିବୁ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *