ଦେଖନ୍ତୁ Video: ଜାଦୁ ଦେଖାଇଲେ Sabyasachi, ପୁରା ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଲିଉଡ ଅଭିନେତା ସବ୍ୟସାଚୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ଜଣେ ସଫଳ ଅଭିନେତା ଏବଂ ଚକଲେଟ ବୟ ସହ ସେ ଜଣେ ଭଲ ମଣିଷ ତେବେ ସେ ଓଡ଼ିଆ ସିନେମା ଜଗତରେ ଅନେକ ସିନେମା ରେ ଅଭିନୟ କରି ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି ଯେପରି ସପନର ସୌଦାଗର, ଛାତିରେ ଲେଖିଛି ତୋ ରି ନା, ପାଗଳ କରିଛି ପାଉଁଜି ତୋର ଆଦି ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।

ତେବେ ସେ ଏହି କରୋନା ମହାମାରୀ ରେ ସେ ଅନେକ ଲୋକଙ୍କର ସାହାଯ୍ୟ କରିଛନ୍ତି ସେମାନଙ୍କୁ ଘରକୁ ପଠେଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ର ଚିକିତ୍ସା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ସବ୍ୟସାଚୀ ଅଭିନୟ ର ଯାଦୁ ତ ଦେଖାଇ ସାରିଛନ୍ତି ବର୍ତ୍ତମାନ ସେ ବାସ୍ତବରେ ଏକ ଯାଦୁ ଦେଖାଉଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଧରିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ବର୍ତ୍ତମାନ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ତାଙ୍କୁ ପରଦାରେ ଯେତିକି ଭଲ ପାଇବା ଦେଇଥିଲେ ସେତିକି ବାସ୍ତବ ଜୀଵନ ରେ ମଧ୍ୟ ଭଲ ପାଇବା ଦେଉଛନ୍ତି । ତେବେ ବର୍ତ୍ତମାନ ସବ୍ୟସାଚୀ ସମସ୍ତ ପର୍ବ କୁ ବର୍ତ୍ତମାନ ଏକାଠି ପାଳନ କରୁଛନ୍ତି ଏବଂ ବହୁତ ଖୁସି ମଧ୍ୟ ଅଛନ୍ତି ।

ତେବେ ସବ୍ୟସାଚୀ ନିଜ ଭଉଣୀ,ସାଙ୍ଗ ବାପା ମାଆ ଏବଂ ନିଜ ସ୍ତ୍ରୀ ଙ୍କ ସହ ନିଜର ଜନ୍ମଦିନ କୁ ଭଲ ଭାବରେ ପାଳନ କରିଥିଲେ ଏହାର ଫୋଟୋ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ତେବେ ଏହା ଛଡା ସବ୍ୟସାଚୀ ବର୍ତ୍ତମାନ ଏକ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ଛାଡି ଥିଲେ ଯେଉଁ ଥିରେ ସେ ଯାଦୁ ଦେଖୁଥିବାର ନଜର ଆସୁଥିଲେ ।


ତେବେ ସେହି ଭିଡିଓ ରେ ସେ ଏକ ଦଉଡି କୁ ଯାହା ବଙ୍କା ହୋଇ ଥିଲା ତାକୁ ଦୁଇ ହାତରେ ଆରାମ ରେ ଟାଣୁଛନ୍ତି ଏବଂ ଅଚାନକ ସେହି ଦଉଡି ଟି ଏକଦମ ବାଡ଼ି ଭଳି ସିଧା ହୋଇ ଯାଉଛି । ତେବେ ଏହି ଯାଦୁ ର ଭିଡିଓ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କ ଏହି ଭିଡିଓ କୁ ଖୁବ ପସନ୍ଦ କରୁଛନ୍ତି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି ।


ତେବେ ସବ୍ୟସାଚୀ ସମସ୍ତ ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ଥିଲେ ଏବଂ ସମସ୍ତେ ସୁଖୀ ଏବଂ ଖୁସି ରେ ରୁହନ୍ତୁ ଏହାର କାମନା ମଧ୍ୟ କରିଛନ୍ତି । ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡି ଆପଣ ମାନଂକୁ କେମିତି ଲାଗେ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *