10 Interesting Gk Questions: ସ୍ତ୍ରୀ ସବୁବେଳେ ତା’ର ସ୍ୱାମୀ ର ବାମ ପଟେ କାହିଁକି ଶୋଇଥାଏ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

୧-କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇ ଯାଇଥାଏ।
ଉତ୍ତର- ଭିଟାମିନ ବି୬ ବା ବି୧୨।

୨- କେଉଁ ଜିନିଷ ଗାଧେଇଲା ପରେ ଛୋଟ ହୁଏ?
ଉତ୍ତର- ସାବୁନ।

୩- କେଉଁ ପ୍ରାଣୀ ର ପାଞ୍ଚଟି ଆଖି ଅଛି।
ଉତ୍ତର- ମହୁମାଛି।

୪- ଏମିତି କେଉଁ ପକ୍ଷୀ ରହିଛି ଯିଏ ଯେଉଁବାଟେ ଖାଏ ସେହି ବାଟେ ମଳ ତ୍ୟାଗ କରେ?
ଉତ୍ତର- ବାଦୁଡ଼ି।

୫- ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପକ୍ଷୀ।
ଉତ୍ତର- ବାଜ ପକ୍ଷୀ।

୬- ସେହି ଜିନିଷ ଟି କଣ ଯାହା ଆମର କିନ୍ତୁ ଅନ୍ୟମାନେ ବ୍ୟବହାର କରିଥାନ୍ତି।
ଉତ୍ତର- ନିଜ ନାମ।

୭- ଉପରୁ କିସ କରାଯାଏ ମଝିରୁ ଧରାଯାଏ ଏବଂ ତଳୁ ନିଆଁ ଲଗାଯାଏ।
ଉତ୍ତର- ସିଗାଆରେଟ।

୮- ସେଇଟା କଣ ମାସକୁ ଥରେ ଆସେ ଏବଂ ୨୪ ଘଂଟା ରହି ଫେରିଯାଏ।
ଉତ୍ତର- ତାରିଖ।

୯- କେଉଁ ଜିନିଷ ପାଣି ଭିତରେ ବି ଜଳିଥାଏ।
ଉତ୍ତର- ସୋଡିୟମ।

୧୦- ଶାଶୁ ବୋହୁ ମନ୍ଦିର କେଉଁ ଜାଗାରେ ଅବସ୍ଥିତ।
ଉତ୍ତର- ଉଦୟପୁର।

୧୧- ସ୍ତ୍ରୀ ସବୁବେଳେ ତାର ସ୍ୱାମୀ ର ବାମ ପଟେ କାହିଁକି ଶୋଇଥାଏ?
ଉତ୍ତର- କାରଣ ସ୍ତ୍ରୀ କୁ ସ୍ୱାମୀ ର ବାମାଂଗି କୁହାଯାଏ।

Leave a Reply

Your email address will not be published. Required fields are marked *