ସବୁଠୁ ଅଧିକ ଭାଗ୍ୟଶାଳୀ ଓ ପବିତ୍ର ହୋଇଥାନ୍ତି ଏହି 4 ଟି ନାମର ମହିଳା- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏଭଳି ୪ ନାମ ଥିବା ମହିଳା ଙ୍କ ସମ୍ବନ୍ଧରେ ଯେଉଁମାନେ ଗଙ୍ଗା ଠାରୁ ମଧ୍ୟ ପବିତ୍ର ଅଟନ୍ତି ଏବଂ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି।
ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ନାରୀ ଜାତି କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରା ଯାଇଥାଏ ଏବଂ ନାରୀ ଙ୍କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ଦିଆ ଯାଇଥାଏ। ନାରୀ ଜାତିର ସମ୍ମାନ କରିବା ନିମନ୍ତେ ଭାରତୀୟ ସଂସ୍କୃତି ରେ ଆହ୍ୱାନ ଦିଆଯାଇଥାଏ। ଭାରତୀୟ ପରମ୍ପରା ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି।ନାରୀ କୁ ଗଙ୍ଗା ଠାରୁ ପବିତ୍ର ବୋଲି ବିବେଚନା କରା ଯାଇଛି।

ତେବେ ବନ୍ଧୁଗଣ ଏଭଳି ୪ ଟି ନାମ ଥିବା ମହିଳା ଅଛନ୍ତି ଯେଉଁମାନେ ସବୁଠାରୁ ପବିତ୍ର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ୪ ଟି ନାମ ଥିବା ମହିଳା ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଗଙ୍ଗା ଠାରୁ ପବିତ୍ର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ।

୧. ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ନାମ ‘R’ ଅକ୍ଷରରୁ ଆରମ୍ଭ ହୋଇଥାଏ। ସେହି ନାମ ର ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏହି ମହିଳା ମାନେ ସମସ୍ତ ପରିସ୍ଥିତି ତଥା ଯେ କୌଣସି ସ୍ଥାନରେ ମଧ୍ୟ ସର୍ବଦା ଖୁସି ରେ ରୁହନ୍ତି। ଏହି ମହିଳା ମାନେ ନିଜ ସ୍ୱାମୀ ଏବଂ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ନିଜ ଜୀବନ ସାଥି ଏବଂ ପରିବାର ର ସାଥ ଦେଇଥାନ୍ତି।

୨. ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ନାମ ‘K’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନେ କେବେବି କୌଣସି କଠିନ ପରିସ୍ଥିତି ର ସମ୍ନା କରି ନଥାନ୍ତି। ଏମାନେ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହା ସହ ଏହି ମହିଳା ମାନଙ୍କ ଖାସ ଗୁଣ ହେଉଛି ଏମାନେ କେବେବି ଗର୍ବ କରି ନଥାନ୍ତି।

୩. ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ନାମ ‘T’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମାନେ ସମାଜ ରୁ ସର୍ବଦା ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି ଏବଂ ନିଜର ପ୍ରତିଷ୍ଠା ଲାଭ କରିଥାନ୍ତି। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ମହିଳା ମାନେ ହସଖୁସି ମିଜାଜ୍ ର ହୋଇଥାନ୍ତି ଏବଂ ଏମାନେ ନିଜକୁ ଖୁସି ରେ ରଖିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସର୍ବଦା ଖୁସି ରେ ରଖିଥାନ୍ତି। ଏହି ମହିଳା ମାନେ ନିଜର ଏହି ସ୍ୱତନ୍ତ୍ର ଗୁଣ ଯୋଗୁଁ ନିଜ ଶାଶୁ ଘରେ ରାଜ କରିଥାନ୍ତି।

୪. ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ନାମ ‘P’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ବହୁତ ଶୀଘ୍ର ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି ଏବଂ ଏହା ସହିତ ଏମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ଏହି ନାମର ମହିଳା ମାନେ ସର୍ବଦା ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି ଏବଂ କୌଣସି କ୍ଷେତ୍ରରେ ଅବହେଳା କରନ୍ତି ନାହିଁ। ଏହି ନାମର ମହିଳା ମାନେ ଗଙ୍ଗା ଠାରୁ ମଧ୍ୟ ପବିତ୍ର ହୋଇଥାନ୍ତି।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *