ସବୁଦିନ ଧନିଆ ପତ୍ର ଖାଇଲେ କେଉଁ ରୋଗ ଭଲ ହୁଏ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ମନ୍ୟୁଷର ଦିମାଗ କେତେ ବର୍ଷ ପର୍ଯ୍ୟନ୍ତ ବଢିଥାଏ ?

ଉତ୍ତର- 40 ବାର ।

2- ସୂର୍ଯ୍ୟମୁଖ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ୟୁକ୍ରେନ ।

3- କେଉଁ ପରିବା ଖାଇଲେ ଦିମାଗ ତେଜ ହୁଏ ?

ଉତ୍ତର- ପାଳଙ୍ଗ ।

4- ଗାନ୍ଧୀଜୀ ଙ୍କ ଚଷମା କେଉଁ ଦେଶ କିଣିଥିଲା ?

ଉତ୍ତର- ଆମେରିକା ।

5- କେଉଁ ରୋଗ ହେଲେ ଆଳୁ ଖାଇ ପାରିବା ନାହିଁ ?

ଉତ୍ତର- ସୁଗାର ।

6- କେଉଁ ଜୀବ ଉପରେ ମଦ ପକାଇଲେ ପାଗଳ ହୋଇଯାଏ ?

ଉତ୍ତର- ବିଛା ।

7- କେଉଁ ଦେଶରେ ପକ୍ଷୀ ମାନଙ୍କ ପାଇଁ ହାତରେ ବସା ତିଆରି କରାଯାଏ ?

ଉତ୍ତର- ପାକିସ୍ତାନ ।

8- ଭାରତର ଶହେ ଟଙ୍କା ପାକିସ୍ତାନର କେତେ ଟଙ୍କା ସହ ସମାନ ଅଟେ ?

ଉତ୍ତର- 336 ଟଙ୍କା ।

9- ଭାରତର ପ୍ରଥମ ପାଣି ରେ ଭାସୁଥିବା ଏଟିଏମ କେଉଁ ଠାରେ ଖୋଲା ଯାଇଥିଲା ?

ଉତ୍ତର- କେରଳ ।

10- କେଉଁ ପକ୍ଷୀ ନିଜର ରାସ୍ତା କେବେ ଭୁଲେ ନାହିଁ ?

ଉତ୍ତର- ପାରା ।

11- ଦୁନିଆର ସବୁଠାରୁ ବଡ ହିନ୍ଦୁ ମନ୍ଦିର କେଉଁ ଠାରେ ଅଛି ?

ଉତ୍ତର- କମ୍ବୋଡିଆ ।

12- କେଉଁ ଦେଶରେ ଗାଳି କରିଲେ 5 ବର୍ଷ ଜେଲ ଦଣ୍ଡ ମିଳେ ?

ଉତ୍ତର- କ୍ୟୁବା ।

13- ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ କେଉଁ ଠାରେ ରହିଛି ?

ଉତ୍ତର- ଭାରତ ।

14- ଶ୍ୟାମ୍ପୋ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ ।

15- ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଙ୍କ ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର- ମଧ୍ୟ ପ୍ରଦେଶ ।

16- ସବୁଦିନ କଣ ଖାଇଲେ ସ୍ମରଣ ଶକ୍ତି ବଢେ ?

ଉତ୍ତର- ପାଳଙ୍ଗ ।

17- କେଉଁ ପଶୁ ସବୁଠାରୁ ବୁଦ୍ଧିମାନ ଅଟେ ?

ଉତ୍ତର- ଶିମ୍ପାଜି ।

18- କେଉଁ ଦେଶ ଗୋଟିଏ ଫୁଲର ନାମ ମୋଦୀ ଙ୍କ ନାମରେ ରଖିଛି ?

ଉତ୍ତର- ଇସ୍ରାଏଲ ।

19- ସବୁଦିନ ଧନିଆ ପତ୍ର ଖାଇଲେ କେଉଁ ରୋଗ ଭଲ ହୁଏ ?

ଉତ୍ତର- ଥାଇରଏଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *