ସବୁବେଳେ ନିଜ ମାତା-ପିତା ଙ୍କ ନାମ ଉଜ୍ଵଳ କରିଥାନ୍ତି ଏହି 3 ଟି ନାମର ଲୋକ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ନାମ ଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ଗୁଣବାନ ହୋଇଥାନ୍ତି ଏବଂ ସର୍ବଦା ନିଜ ମାଆ ବାପା ଙ୍କ ନାଁ ରଖନ୍ତି ଏବଂ ଏହା ସହିତ ତାଙ୍କ ପାଇଁ ସର୍ବଦା ତାଙ୍କ ମାଆ ବାପା ଉଭୟ ଗର୍ବିତ ରୁହନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନାମ ଜରିଆରେ ହିଁ ପରିଚିତ ପ୍ରାପ୍ତ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ର ସଫଳତା ପଛରେ ତାର ନାଁ ଲୁଚି ରହିଥାଏ । କିନ୍ତୁ ଦୁନିଆରେ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ନାମ ଅପେକ୍ଷା ନିଜ କାମ କୁ ଅଧିକ ଗୁରୁତ୍ଵ ପ୍ରଦାନ କରିଥାନ୍ତି ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଉପରେ ସେହି ବ୍ୟକ୍ତି ର ରାଶି ଗ୍ରହ ର ଚଳନ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ବାପା ମାଆ ନିଜ ଛୁଆ ଙ୍କ ବହୁତ ଭାବି ଚିନ୍ତି ନାଁ ରଖିଥାନ୍ତି । ପ୍ରତ୍ୟେକ ବାପା ମାଆ ଚାହିଁଥାନ୍ତି ଯେ ତାଙ୍କ ଛୁଆ ତାଙ୍କର ନାଁ ସର୍ବଦା ଉଚ୍ଚ ରେ ରଖୁ ଏବଂ ସେ ନିଜ ଛୁଆ ଙ୍କ ପାଇଁ ଗର୍ବିତ ରୁହନ୍ତୁ ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜ ବାପା ମାଆ ଙ୍କ ନାଁ ରଖିବା ତ ଦୂରର କଥା ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଯାଉଛନ୍ତି । କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ବାପା ମାଆ ଙ୍କ ନାଁ ସମସ୍ତ ଙ୍କ ଠାରୁ ଉର୍ଦ୍ଧ୍ବ ରେ ରଖନ୍ତି ଏବଂ ତାଙ୍କୁ ଗର୍ବିତ କରନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସର୍ବଦା ନିଜ ମାଆ ବାପା ଙ୍କ ନାଁ ରଖିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘S’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମସ୍ତ କାର୍ଯ୍ୟ ପାଇଁ ଯୋଗ୍ୟ ହୋଇଥାନ୍ତି ଏବଂ ନିଜ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ସର୍ବଦା ନିଜ ମାଆ ବାପା ଙ୍କୁ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ବ ରେ ରଖିଥାନ୍ତି ଏବଂ ନିଜ ମାଆ ବାପା ଙ୍କ ନାଁ ରଖିଥାନ୍ତି । ପୁଅ ହେଉ ଅଥବା ଝିଅ ଏହି ଅକ୍ଷରରୁ ଯେଉଁ ମାନଙ୍କ ନାମ ଆରମ୍ଭ ହୋଇଥାଏ ତାଙ୍କୁ ନେଇ ତାଙ୍କ ମାଆ ବାପା ସର୍ବଦା ଗର୍ବିତ ରୁହନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘V’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ସର୍ବଦା ଅନ୍ୟର ଇଜ୍ଜତ କରିଥାନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ନିଜ କାମ କୁ ନେଇ ଇମାନ୍ଦାର ରହିଥାନ୍ତି ଏବଂ ନିଜର ସମସ୍ତ କାର୍ଯ୍ୟ କୁ କଠିନ ପରିଶ୍ରମ ଦ୍ୱାରା କରିଥାନ୍ତି ଏବଂ ସେହି କଠିନ ପରିଶ୍ରମ ର ଫଳ ଏହି ବ୍ୟକ୍ତି ମାନଙ୍କୁ ନିଶ୍ଚିତ ମିଳିଥାଏ ଏବଂ ନିଜ ପରିଶ୍ରମ ବଳ ରେ ଏହି ବ୍ୟକ୍ତି ମାନେ ପଦୋନ୍ନତି ହାସଲ କରନ୍ତି ଏବଂ ନିଜ ବାପା ମାଆ ଙ୍କ ନାଁ ରଖିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ବାପା ମାଆ ଙ୍କ ନାଁ ରଖିବା ନିମନ୍ତେ ଜୀବନ ରେ ବହୁତ ପରିଶ୍ରମ କରନ୍ତି ଏବଂ କଷ୍ଟ ସହିଥାନ୍ତି ଏବଂ ଏହାର ଫଳ ତାଙ୍କୁ ନିଶ୍ଚିତ ରୂପରେ ପ୍ରାପ୍ତ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘Z’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଖାସ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ସମସ୍ତଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଦେଇଥାନ୍ତି । ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ଏବଂ ଆଦର କରିଥାନ୍ତି । ଯେଉଁ ବ୍ୟକ୍ତି ର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେବେବି ନିଜ ମାଆ ବାପା ଙ୍କ ନାମ ତଳେ ପକାଇ ନଥାନ୍ତି । ଏମାନେ ସର୍ବଦା ନିଜ ମାଆ ବାପା ଙ୍କ ନାମ ଉଚ୍ଚ ରେ ରଖନ୍ତି ଏବଂ ଏହି ବ୍ୟକ୍ତି ମାନେ ମରଣ ପରେ ମଧ୍ୟ ଅମର ହୋଇ ରହିଯାଆନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *