Bollywood ହୀରୋ Varun Dhawan ଙ୍କ ଭାଉଜ ଦେଖିବାକୁ ଏତେ ସୁନ୍ଦର କି ପ୍ରଥମ ଦେଖାରେ ଆପଣ ବି ହେଇଯିବେ ଦିବାନା

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣମାନଙ୍କୁ ତ “ଏବିସିଡି ୨” ଚଳଚ୍ଚିତ୍ର ମନେ ହିଁ ଥିବ । ଏହା ବକ୍ସ ଅଫିସ ରେ ହିଟ ହୋଇଥିଲା । ଚଳଚ୍ଚିତ୍ର ରେ ବରୁନ ଧାବନ ଏବଂ ଶ୍ରଦ୍ଧା ଙ୍କର ଯୋଡି କୁ ଦେଖା ଯାଇଥିଲା । ଏହି ଯୋଡି ସମସ୍ତଙ୍କ ମନ କୁ କିଣି ନେଇଥିଲା । ଏହି ଯୋଡି ପୁଣି ଥରେ ଆଉ ଏକ ଚଳଚିତ୍ର ରେ ଆସୁଛନ୍ତି । ବରୁନ ଙ୍କର ଏହି ଚଳଚ୍ଚିତ୍ର ପାଇଁ ସବୁ ଲୋକ ଉତ୍ସାହିତ ହୋଇ ଅଛନ୍ତି । ବରୁନ ତାଙ୍କର ଏହି ଚଳଚ୍ଚିତ୍ର ର ପୋଷ୍ଟର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।

ବରୁନ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ଜଣାଶୁଣା ଅଭିନେତା ତାଙ୍କୁ ଆଜିକାଲି ଆଉ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ବରୁନ ଙ୍କର ସବୁ ଚଳଚ୍ଚିତ୍ର ହିଟ ହୋଇଛି । ସେ ତାଙ୍କ ଚଳଚ୍ଚିତ୍ର ରେ ବହୁତ ଭଲ ଅଭିନୟ କରି ନିଜ ପରିଚୟ ସୃଷ୍ଟି କରିଛନ୍ତି ।

ସେ ଯେତେ ସ୍ମାର୍ଟ ସେତିକି ହିଁ ସୁନ୍ଦର ମଧ୍ୟ ଦେଖିବା ପାଇଁ । ବରୁନ ଙ୍କର ଫ୍ୟାନ ବହୁତ ଅଧିକ । ଦେଖିବାକୁ ଗଲେ ଝିଅ ଫ୍ୟାନ ବହୁତ ଅଧିକା । ହେଲେ ଆପଣ କଣ ଏହି ସୁନ୍ଦର ଅଭିନେତା ଙ୍କ ଭାଉଜ ଙ୍କୁ ଜାଣିଛନ୍ତି । ସେ ମଧ୍ୟ ବହୁତ ହିଁ ସୁନ୍ଦରୀ ଅଟନ୍ତି । ଆଉ ସୁନ୍ଦରୀ ମାମଲାରେ ସେ କେଉଁ ଅଭିନେତ୍ରୀ ଠାରୁ କମ ନୁହନ୍ତି । କିଏ ତାଙ୍କ ଭାଉଜ ଏବଂ କେମିତି ଦେଖିବାକୁ ସିଏ ଆସନ୍ତୁ ତାହା ଜାଣିବା । ୨୪ ଏପ୍ରିଲ ୧୯୮୭ ମସିହାରେ ବରୁନ ଙ୍କର ଜନ୍ମ ହୋଇଥିଲା ।

ଯିଏ କି ଚଳଚ୍ଚିତ୍ର ଗୁଡିକ ରେ କାମ କରନ୍ତି । ତାଙ୍କର ଅଭିନୟ ଗୁଡିକ ବହୁତ ହିଟ । ତାଙ୍କର ଶୁଭାରମ୍ଭ ବହୁତ ଭଲ ହୋଇଥିଲା । ତାଙ୍କର ଲଗାତାର ଏଗାର ଟି ଚଳଚ୍ଚିତ୍ର ହିଟ ସାବିତ ହୋଇଥିଲା । ଅନେକ ଚଳଚ୍ଚିତ୍ର ଦ୍ବାରା ସେ ଦମଦାର ଅଭିନୟ କରି ଲୋକମାନଙ୍କ ର ହୃଦୟ ଜିତି ପାରିଛନ୍ତି ।

ସେ ତାଙ୍କର କ୍ୟାରିଅର ର ଆରମ୍ଭ ୨୦୧୨ ମସିହାରେ “ଷ୍ଟୁଡେଣ୍ଟ ଅଫ ଦ ଇଅର” ଚଳଚ୍ଚିତ୍ର ରୁ ଆରମ୍ଭ କରିଥିଲେ । ସେହି ଚଳଚ୍ଚିତ୍ର ର ନିର୍ଦେଶକ କରନ ଜୋହର ଦେଇଥିଲେ । ବର୍ତ୍ତମାନ ବରୁନ ଙ୍କର କୁଲି ଚଳଚ୍ଚିତ୍ର ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ର ରେ ଆପଣ ବରୁନ ଙ୍କ ସହ ସାରା ଙ୍କୁ ଦେଖିବାକୁ ପାଇବେ । ସେ ବର୍ତ୍ତମାନ ନତାସା ଙ୍କ ସହ ବିବାହ କରିଛନ୍ତି ।

ତେବେ ବରୁନ ଙ୍କର ଭାଉଜ ଙ୍କର ନାମ ଚାନ୍ଦିନୀ ଦେଶାଇ । ଚାନ୍ଦିନୀ ଦେଶାଇ ରୋହିତ ଧାବନ ଙ୍କୁ ବିବାହ କରିଥିଲେ । ରୋହିତ ବଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରଡ୍ୟୁସର ଏବଂ ନିର୍ଦେଶକ ଅଟନ୍ତି। ରୋହିତ ୨୦୧୧ ମସିହାରେ ନିଜର କ୍ୟାରିଅର ବଲିଉଡ ଇଣ୍ଡଷ୍ଟ୍ରି ରେ ଆରମ୍ଭ କରିଥିଲେ । ରୋହିତ ୨୦୧୨ ମସିହା ଅକ୍ଟୋବର ମାସ ରେ ଚାନ୍ଦିନୀ କୁ ବିବାହ କରିଥିଲେ । ତାଙ୍କର ୨୦୧୮ ମସିହା ରେ ଗୋଟେ ସନ୍ତାନ ଜନ୍ମ ନେଇଥିଲା । ଚାନ୍ଦିନୀ ବହୁତ ସୁନ୍ଦରୀ , ସ୍ମାର୍ଟ ଏବଂ ବୁଦ୍ଧିମତୀ ମଧ୍ୟ ।

ଚାନ୍ଦିନୀ ଜଣେ ଘରୋଇ ମହିଳା । ବହୁତ ସମୟ ଚାନ୍ଦିନୀ ସୋସିଆଲ ମିଡ଼ିଆ ରେ ନିଜର ଫଟୋ ପୋଷ୍ଟ କରନ୍ତି।ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ସେ କୌଣସି ଅଭିନେତ୍ରୀ ଙ୍କ ଠାରୁ ଦେଖିବାକୁ କମ ସୁନ୍ଦର ନୁହଁନ୍ତି। ଏହାଦ୍ୱାରା ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି। ତେବେ ଆପଣଙ୍କୁ ବରୁନ ଧାବନ ଙ୍କର ଭାଉଜ କେମିତି ଲାଗିଲା ନିଶ୍ଚିତ ଜଣାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *