ସବୁ ଭିତିରି ଗୁମର ଖୋଲି କହିଦେଲେ ଗୋପାଳଙ୍କ ସ୍ତ୍ରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ପରଲୋକ ପରେ ଘଟଣାଟି ବହୁତ ସରଗରମ ହୋଇଯାଇଛି । ତେବେ ମନ୍ତ୍ରୀ ନବଙ୍କୁ guli କରାଯାଇ ହତୟଆ କରିବାକୁ ଉଦ୍ୟମ କରଯାଇଥିଲା ବୋଲି ଘଟଣାଟି କ୍ର-ଆ ଇମ ବ୍ରାଞ୍ଚ ହାତକୁ ନେଇଛି । ତେବେ ମନ୍ତ୍ରୀ ନବ ଦାସ ସଭାରେ ଆସି ପହଞ୍ଚିବା ସମୟରେ ତାଙ୍କର ସ୍ଵାଗତ ଓ ଅଭ୍ୟର୍ଥନା କରିବାକୁ ବହୁ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା ।

ତେବେ ସମସ୍ତଙ୍କ ହାତରେ ମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ଗୋଟିଏ ଗୋଟିଏ ଫୁଲ ମାଳ ମଧ୍ୟ ଥିଲା । ଏହା ସହିତ ସେଠାରେ ଉପସ୍ଥିତ ଥିବା ପ୍ରାୟ ଲୋକଙ୍କ ହାତରେ ଫୋନ ମଧ୍ୟ ଥିଲା । ତେବେ ସେହି ଫୋନରେ ମନ୍ତ୍ରୀଙ୍କର ସ୍ଵାଗତ ପାଇଁ ଯେଉଁ କାର୍ଯ୍ୟକ୍ରମ ହେଉଥିଲା । ମୋବାଇଲ ଫୋନରେ କଏଦ ହୋଇ ମଧ୍ୟ ଥିଲା । ଏହା ଛଡା ମନ୍ତ୍ରୀଙ୍କୁ ନବ ଦାସ guli ମ-ଆରିବା ସମୟର କୌଣସି ଭିଜ୍ଯୁଆଲ୍ ମଧ୍ୟ କାହାରି ଫୋନରେ କଏଦ ହୋଇ ନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋପାଳ ଦାସଙ୍କୁ ମୋହରା କରି ଆଉ କିଏ ମନ୍ତ୍ରୀ ନବ ଦାସଙ୍କୁ gulimada କରିଛି କି ! ବା ନିଜେ ଗୋପାଳ ଦାସ ହିଁ ମନ୍ତ୍ରୀ ନବ ଦାସଙ୍କୁ guli ମ-ଆରିଛି । ତେବେ ଏହାରି ଭିତରେ ଗୋପାଳ ମଧ୍ୟ ମନ୍ତ୍ରୀଙ୍କୁ guli ମ-ଆରିଥିବା କଥାଟି ସ୍ଵୀକାର କରିଛି । ତେବେ ଗୋପାଳ ଦାସଙ୍କର ଧର୍ମପତ୍ନୀ ଜୟନ୍ତୀ ଦାସଙ୍କ ମୁହଁରୁ ନିଜର ସ୍ଵାମୀ ଗୋପାଳ ଦାସଙ୍କ ପାଇଁ ଏପରି କିଛି ପ୍ରତିକ୍ରିୟା ରହିଛି । ଯେଉଁଠାରେ ଗୋପାଳଙ୍କ ସ୍ତ୍ରୀ କହୁଛନ୍ତି ।

ତାଙ୍କ ସ୍ଵାମୀ ଏକ ମାନସିକ ରୋଗୀ । ଏହା ସହିତ ସେ ନିଜର ମାନସିକ ସମସ୍ଯା ପାଇଁ ପ୍ରତିଦିନ ମେଡ଼ିସିନ ମଧ୍ୟ ଖାଇଥାନ୍ତି । ତେବେ ସେପରି କିଛି ମନ୍ତ୍ରୀ ନବ ଦାସଙ୍କ ସହିତ ମୋ ସ୍ଵାମୀଙ୍କର ଶତ୍ରୁତା ମଧ୍ୟ ନଥିଲା । ତେବେ ଗୋପାଳଙ୍କ ସ୍ତ୍ରୀଙ୍କ କହିବା ଆଧାରରେ ମନ୍ତ୍ରୀଙ୍କୁ ମୋ ସ୍ଵାମୀ guli ମ-ଆରିବା କଥା ଶୁଣି ମୁଁ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଛି ।

ତେବେ ଏହି ବିଷୟରେ ମୁଁ ଆଗରୁ କିଛି ମଧ୍ୟ ଜାଣି ନାହିଁ ବୋଲି ଠୋସ ଭାବରେ ଗୋପାଳ ଦାସଙ୍କ ସ୍ତ୍ରୀ ଜବାବ ଦେଇଛନ୍ତି । ତେବେ ଜଣେ ମାନସିକ ରୋଗୀଙ୍କୁ କିପରି ଭାବରେ ସର୍ଭିସ ରିଭଲବଲ ଦିଆଯାଇଥିଲା ତାହା ଉପରେ ଏବେ ପ୍ରଶ୍ନ ଉଠୁଛି ? ତେବେ ଏହି ଘଟଣା ଉପରେ କ୍ର-ଆ ଇମ ବ୍ରାଞ୍ଚର ତଦନ୍ତ ଜାରୀ ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *