ସତ କହିବ ନବ ଦାସଙ୍କ ଗାଡ଼ିର ଗୁଳି ଚିହ୍ନ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେଦିନର ଭୟାନକ gullikanda କଥା ବଖାଣୁଛି ନବ ଦାସଙ୍କର ଗାଡି । ତେବେ ନିକଟ ଅତୀତରେ ମନ୍ତ୍ରୀ ନବ ଦାସଙ୍କୁ gulli କାରାଯାଇଥିଲା । ତେବେ ଯେତେବେଳେ ମନ୍ତ୍ରୀ ନବ ଦାସ ଏକ ସଭାକୁ ଯାଉଥିଲେ । ତେବେ ସେଠାରେ ତାଙ୍କର ସ୍ଵାଗତ ଓ ଅଭ୍ୟର୍ଥନା ପାଇଁ ଅନେକ ଲୋକ ମଧ୍ୟ ସମାଗମ କରିଥିଲେ । ତେବେ ମନ୍ତ୍ରୀ ନବ ଦାସ ଗାଡିରୁ ବାହାରୁ ବାହାରୁ ତାଙ୍କ ଉପରେ ଟାର୍ଗେଟ କରି ରହିଥିଲେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ।

ତେବେ ଯେପରି ମନ୍ତ୍ରୀ ଗାଡିରୁ ବାହାରିଥିଲେ ଗୋପାଳ ତା’ ର ହାତରେ ଧରିଥିବା ପ-ଇସ୍ତ-ଲରୁ gulli ବର୍ଷଣ କରିବାକୁ ଆରମ୍ଭ କରିଦେଇଥିଲା । ତେବେ ପ୍ରଥମ gulli ତ ମନ୍ତ୍ରୀଙ୍କ ଛ-ଆତିରେ ବାଜି ଛ-ଆତି ଭେଦ କରି ଏପଟରୁ ସେପଟକୁ ବାହାରି ଯାଇଥିଲା । ତେବେ ଦିତୀୟ ରାଉଣ୍ଡ gulliଟି ମନ୍ତ୍ରୀଙ୍କ ଦେହରେ ବାଜି ନପାରି କରରେ ବାଜିଥିଲା । ତେବେ ମନ୍ତ୍ରୀ ନବ ଦାସ ଯେଉଁ ଗାଡିରେ ଯାଉଥିଲେ । ସେ ଗାଡିଟି ଏକ ଘରୋଇ ଗାଡିଟି ଥିଲା ।

ତେବେ ସେହି ଗାଡିରେ କୌଣସି gulli ବାଜିନଥିଲା । ହେଲେ ମନ୍ତ୍ରୀଙ୍କ ଗାଡି ପଛରେ ଆଉ ଏକ ସରକାରୀ ଗାଡିଟି ଆସି ପହଞ୍ଚିଥିଲା । ତେବେ ଗୋପାଳର ଦିତୀୟ ରାଉଣ୍ଡ gulliରେ gulli ତା’ ର ଲକ୍ଷଭ୍ରଷ୍ଠ କରିଥିଲା । ଏହାପରେ gulliଟି ଅନ୍ୟ କାହା ଦେହରେ ବାଜିବା ପୂର୍ବରୁ ସେହି ମନ୍ତ୍ରୀଙ୍କ ଗାଡି ପଛରେ ଥିବା ସ୍ଵାସ୍ଥ ଓ ପରିବାର କଲ୍ୟାଣ ଯୋଜନାର ସରକାରୀ ଗାଡିରେ ବାଜିଥିଲା । ତେବେ ଗାଡିରେ gulliଟି ବାଜି ଗାଡିକୁ ଭେଦ କରି ଗାଡି ଭିତରକୁ gulliଟି ଚାଲିଯାଇଥିଲା ।

ତାପରେ ଗାଡିର gulli ବାଜିଥିବା ସ୍ଥାନରେ ଏକ କ୍ଷତ ବା ହୋଲ୍ ସୃଷ୍ଟି ହୋଇଥିଲା । ଯାହାକି gullikandaର ଦିନର ଲୋମଟାଙ୍କୁରା ଘଟଣାକୁ ମନେ ପକାଇଦେଉଛି । ତେବେ ମନ୍ତ୍ରୀଙ୍କ ଶରୀରରେ gulli ବାଜିବା ପରେ ମନ୍ତ୍ରୀଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇଯାଇଥିବାରୁ ତାଙ୍କୁ ତ ଏୟାରଲିଫ୍ଟିଂ କରି ମେଡିକାଲ ନିଆଯାଇଥିଲା ।

ହେଲେ ମନ୍ତ୍ରୀ ବସିଥିବା ଘରୋଇ ଗାଡି ଓ ତାଙ୍କ ସହିତ ଥିବା ୨ ଟି ସରକରୀ ଗାଡିକୁ ପୋଲିସ ଜବତ କରି ଥାନାରେ ନେଇ ରଖିଥିଲା । ତେବେ ଘଟଣା ଉପରେ ଅଧିକ ଯାଞ୍ଚ କରିବା ପାଇଁ କ୍ରାଇମ ବ୍ରାଞ୍ଚ ଟିମ gulli ଚିହ୍ନ ରହିଥିବା ଗାଡିକୁ ତଦନ୍ତର ପରିସର ଭୁକ୍ତ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *