ରୁମ୍ ଭିତରେ ଫସିଗଲା ଝିଅଟି, ସମସ୍ତଙ୍କ ସାମ୍ନାରେ ହେଲା ହଟହଟା, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏବେ ପ୍ରେମ କରିବା ଏକ ସାଧାରଣ କଥା ହୋଇଯାଇଛି । କଲେଜ ଛାତ୍ର ଛାତ୍ରୀ ଆଉ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ବହୁତ ସାଧାରଣ ଅଟେ । ଏହି ସୋସିଆଲ ମିଡିଆ ଦୁନିଆରେ ପ୍ରେମ କରିବା ଯେତିକି ମଜା ତା ଭିତରେ ସେତିକି ସଜା ମଧ୍ୟ ରହିଛି । ବନ୍ଧୁଗଣ ପ୍ରେମରେ ମଜା ନେବା ଚକ୍କରରେ ଗୋଟେ ପ୍ରେମିଯୁଗଳ ସଜା ପାଇଛନ୍ତି ଆଉ ସେମାନଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ରିପୋର୍ଟସ ମୁତାବକ ପ୍ରେମିକା ନିଜ ପ୍ରେମିକକୁ ତାର ଘରକୁ ଡାକି ଥିଲା । ଘର ଭିତରେ ପ୍ରେମିକ ଓ ପ୍ରେମିକା ଉଭୟ ମିଶି ରାସନୀଳା କରୁଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ସେମାନେ ଧରା ପଡିଯାଇଥିଲା । ପଡିସା ଘର ଲୋକ ସେମାନଙ୍କୁ ରାସନୀଳା କରୁଥିବା ସମୟରେ ଧରି ସେମାନଙ୍କର ଭିଡିଓ ରେକର୍ଡ କରିଥିଲେ ।

ଏହା ପରେ ସେମାନଙ୍କ ମଜା ସଜାରେ ପରିଣତ ହୋଇଗଲା । ଆପଣ ଦେଖି ପାରୁଥିବେ କିଭଳି ଭାବରେ ଉଭୟ ପ୍ରେମିକ ଓ ପ୍ରେମିକା ହାତ ଯୋଡି ଭୁଲ ମାଗୁଛନ୍ତି । ଉଭୟ ପ୍ରେମିକ ଓ ପ୍ରେମିକା ସେମାନଙ୍କ ସାମ୍ନାରେ କାନ୍ଦୁ ଥିବାର ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *