ଆସିଲା ବଡ ଦୁଃଖ ଖବର, ଗୁରୁତର ହେଲା Sonia Gandhi ଙ୍କ ସ୍ୱାସ୍ଥ୍ୟବସ୍ଥା

ବନ୍ଧୁଗଣ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ରାଜନୀତିରେ ସୋନିଆ ଜଣେ ବରିଷ୍ଠ ଅଧ୍ୟକ୍ଷା ଭାବେ ପରିଚିତ । ସୋନିଆ କୌଣସି ବିବାଦ ହେଉ ବା ରାଜନୀତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ  ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୋନିଆ ଗାନ୍ଧୀଙ୍କ ଜନ୍ମ 9 ଡିସେମ୍ବର 1946 ମସିହାରେ ହୋଇଥିଲା । ସେ କଂଗ୍ରେସ ଦଳର ଅଧ୍ୟକ୍ଷା ଅଟନ୍ତି । ସେ କଂଗ୍ରେସ ଦଳର ଲିଡର 1998 ମସିହାରେ ହୋଇଥିଲେ । ସୋନିଆ ଗାନ୍ଧୀଙ୍କ ବାପା ହେଉଛନ୍ତି ରାଜୀବ ଗାନ୍ଧୀ । ବନ୍ଧୁଗଣ ଦେଶ ସ୍ଵାଧୀନ ହେବା ପରଠାରୁ ଗାନ୍ଧୀ ପରିବାର ଅନେକ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାସନ କରି ଆସୁଛି ।

ଏବେ ଦେଶରେ ବିଜେପି ଦଳ ଶାସନ କରୁଥିବା ବେଳେ କଂଗ୍ରେସ ଦଳ ନିଜ ସତ୍ତା ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛି । ସୋନିଆଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସୋନିଆଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଏହି ଖବରଟି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଖରାପ ଅଛି । ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ଗଙ୍ଗା ରଗ୍ଧାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କ ଚିକିତ୍ସା ବହୁତ ଭଲ ଭାବରେ ଚାଲିଛି । ମିଡିଆ ରିପୋର୍ଟସ ଅନୁସାରେ କୋଭିଡ ସଂକ୍ରମଣ ଦ୍ରୁଷ୍ଟିରୁ ସୋନିଆ ହସ୍ପିଟାଲରେ ଅଛନ୍ତି । ଅବଶ୍ୟ ଏବେ ଦେଶରେ କରୋନା ସଂକ୍ରମଣ ଅଧିକ ବଢି ନାହିଁ ହେଲେ ବି ସୋନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା କରୋନା ପାଇଁ ହୋଇଥିବାର ସୂଚନା ମିଳିଛି ।

ସୋନିଆଙ୍କ ହସ୍ପିଟାଲ ଭର୍ତ୍ତି ନେଇ କଂଗ୍ରେସ ନେତା ରଣଦୀପ ସର୍ଜେବାଲା ସୂଚନା ଦେଇଛନ୍ତି । ସୋନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନେଇ ଏବେ କଂଗ୍ରେସ ଦଳରେ ହଲଚଲ ସୃଷ୍ଟି ହୋଇଛି । ଏହି ଖବରଟି ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *