EXCLUSIVE: ସିବିଆଇ ସାମ୍ନାରେ ଭାଙ୍ଗିପଡିଲେ ରିୟାଙ୍କର ବାପା ଓ ମା, ରିୟାଙ୍କ ମୁଣ୍ଡରେ ଲଦିଦେଲେ ସବୁ ଦୋଷ

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ସିବିଆଇ ନିଜ ଯାଞ୍ଚକୁ ଆଗକୁ ବଢାଇବାରେ ଲାଗିଛି । ଏହି କେସ ସହ ଜଡିତ ସମସ୍ତ ସାକ୍ଷ ପ୍ରମାଣ ସହ ସିବିଆଇ ବାରମ୍ବାର ପଚରା ଉଚରା କରୁଛି । ଏହି କେସରେ ସିଦ୍ଧାର୍ଥ ପିଠାନୀ ଏବଂ ଦିପେଶ ସାବନ୍ତ ଆଦି ସାକ୍ଷ ପ୍ରମାଣ ମାନେ ରିଯାଙ୍କ ବିରୁଧରେ ସମସ୍ତ କଥା କହି ସାରିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଅନ୍ୟ ଏକ ମହାଖୁଲାସା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ କୌଣସି ଲୋକ ଜାଣିନଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସିବିଆଇ ରିୟାଙ୍କ ସହ ଲଗାତାର ଚାରି ଦିନର ପଚରା ଉଚରା ପରେ ରିୟାଙ୍କର ପିତାଙ୍କୁ ପଚରା ଉଚରା କରିବା ପାଇଁ ନେଇଥିଲା । ଏହାପରେ ରିୟାଙ୍କ ମା ସନ୍ଧ୍ୟା ଓ ରିୟାଙ୍କ ଭାଇ ଶୋଭିକଙ୍କୁ ମଧ୍ୟ ସିବିଆଇ ପଚରା ଉଚରା କରିବା ପାଇଁ ନେଇଥିଲା । ସିବିଆଇ ଅଫିସର ନୁପୁର ପ୍ରସାଦ ରିୟାଙ୍କ ମାତା ପିତାଙ୍କୁ ଏକାଠି ବସାଇ ପଚରା ଉଚରା କରିଥିଲା ।

ସିବିଆଇ ପଚାର ଉଚରା କରିବା ସମୟରେ ରିୟାଙ୍କ ପିତା ଇନ୍ଦ୍ରଜିତ ନିଜର ଭାଉ ଦେଖାଇବାକୁ ଲାଗିଥିଲେ । ସିବିଆଇ ଅଫିସର ନୁପୁର ପ୍ରସାଦ ରିୟାଙ୍କ ପିତାଙ୍କ ସହ ପଚରା ଉଚରା କରିବା ସମୟରେ ଇନ୍ଦ୍ରଜିତ ନୁପୁରଙ୍କୁ ଭାଉ ଦେଖାଇଥିଲେ । ହେଲେ ନୁପୁର ଇନ୍ଦ୍ରଜିତଙ୍କ ଭାଉକୁ ଗୋଟେ ଝଟକାରେ ତଳେ ପକାଇଥିଲେ ।


ସୂତ୍ର ଅନୁସାରେ ସିବିଆଇ ଇନ୍ଦ୍ରଜିତଙ୍କୁ ପଚାରିଥିଲା ଯେ, ଆପଣଙ୍କ ଝିଅ ସୁଶାନ୍ତଙ୍କ ସହ ଲିଭିଙ୍ଗରେ ରହୁଥିଲା ହେଲେ ଯେତେବେଳେ ସୁଶାନ୍ତଙ୍କ ଶରୀର ଅସୁସ୍ଥ ହେଲା ଆପଣଙ୍କ ଝିଅ ସେତେବେଳେ ସୁଶାନ୍ତଙ୍କୁ କାହିଁକି ଏକା ଛାଡି ଆସିଲା । ଏଥିରେ ଆପଣ କାହିଁକି ନିଜ ଝିଅର ସପୋର୍ଟ ନେଲେ, କାରଣ ଆପଣ ଏହି ସବୁ ବିଷୟରେ ପୂର୍ବରୁ ଜାଣିଥିଲେ । ଏହି ପ୍ରଶ୍ନ ପଚାରିବା ଦ୍ଵାରା ରିୟାଙ୍କ ପିତା କ୍ରୋଧରେ ସିବିଆଇ ଅଧିକାରୀଙ୍କ ଉପରେ ଚିଲାଇବାକୁ ଲାଗିଥିଲେ । ଯାହା ଫଳରେ ନୁପୁର ପ୍ରସାଦ ଇନ୍ଦ୍ରଜିତଙ୍କୁ ସବକ ଶିଖାଇ ଥିଲେ ।


ବର୍ତ୍ତମାନ ସିବିଆଇ ରିୟା ଓ ତାଙ୍କ ପିତାଙ୍କର ନାରକୋଟେଷ୍ଟ କରିବା ପାଇଁ ଚାହୁଁଛି, ହେଲେ ଏହି ଦୁଇଜଣ ରୋକଠୋକ ଏହି ଟେଷ୍ଟ ପାଇଁ ମନା କରିଦେଇଛନ୍ତି । ଏହାପରେ ସିବିଆଇ ରିୟାଙ୍କ ପିତା ଓ ମାତାଙ୍କୁ ଏକା ସହ ବସାଇ ପଚରା ଉଚରା କରିଥିଲା । ସିବିଆଇର କଠୋର ପଚରା ଉଚରାରେ ରିୟାଙ୍କ ମା ସନ୍ଧ୍ୟା ଭାଙ୍ଗିଯାଇଥିଲେ ଓ ସବୁ କିଛି ସତ କହିଦେଇଥିଲେ ।


ରିୟାଙ୍କ ପିତା ଇନ୍ଦ୍ରଜିତଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ବୋଲି ଇନ୍ଦ୍ରଜିତ ନିଜେ ମାନି ସାରିଛନ୍ତି ଓ ସୁଶାନ୍ତଙ୍କ ପାଇଁ ଭୁଲ ଔଷଧ ମଧ୍ୟ ଇନ୍ଦ୍ରଜିତ ଲେଖିଥିବାର ମାନି ସାରିଛନ୍ତି । ରିୟାଙ୍କ ମା ସନ୍ଧ୍ୟା ମଧ୍ୟ ସିବିଆଇକୁ ରିୟାଙ୍କ ବିଷୟରେ ସମସ୍ତ ସତ କଥା ବିଷୟରେ କହି ସାରିଛନ୍ତି । ବନ୍ଧୁଗଣ ରିୟାଙ୍କ କଳା କାରନାମାର ପରଦାଫାସ ରିୟାଙ୍କ ମାତା ପିତା କରିଛନ୍ତି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *