ଓଡିଆ ଜୋକ୍ସ: ଗୋଟିଏ ନବ ବିବାହିତ କପଲ ହନିମୁନରେ ଗଲେ, ପୁଅଟି ବଡ ରୋମାଣ୍ଟିକ ମୁଡରେ ଝିଅକୁ କହିଲା- ଆଜି ଆମେ ଦୁହେଁ ଏକା ସହିତ ଶୋଇବା, ଆଉ ରାତିରେ….

କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1

ପପୁ ସ୍କୁଲକୁ ଗଧ ଆଣି ଆସିଲା

ଟୀଚର- ଏହାକୁ କାହିଁକି ଆଣି ଆସିଛୁ ?

ପପୁ- ମ୍ୟାମ, ଆପଣ ତ କହନ୍ତି

ମୁଁ ବଡ ବଡ ଗଧଙ୍କୁ ବି ମଣିଷ ବନେଇ ଦେଇଛି

ତ ମୁଁ ଭାବିଲି କି ଇଏ ବି ମଣିଷ ହେଇଯାଉ

Joke-2

ସ୍ଵାମୀ ସ୍ତ୍ରୀକୁ କହିଲା

ପ୍ରିୟେ ମୁଁ ତୁମକୁ ବହୁତ ଭଲ ପାଏ

ସ୍ତ୍ରୀ – ତ କଣ ମୁଁ ତୁମକୁ ଭଲ ପାଏ ନାହିଁ ?

ମୁଁ ତ ତୁମ ପାଇଁ ସାରା ଦୁନିଆ ସହ ଲଢିପାରେ

ସ୍ଵାମୀ- କିନ୍ତୁ ତୁ ତ ଦିନ ରାତି ମୋ ସହିତ ଲଢୁ ?

ସ୍ତ୍ରୀ – ଜାନ, ତୁମେ ତ ମୋ ଦୁନିଆ !!!

Joke-3

ପୁଅ- ମତେ ବାହା ହେଇଯା…

ଝିଅ- କାହିଁକି ?

ପୁଅ- ବହୁତ ଡିମାଣ୍ଡ ଅଛି ମୋର, ପୁରା ଦେଶ ମତେ ଖୋଜୁଛି

ଝିଅ- ତୁ ଏମିତି କିଏ କି?

ପୁଅ- ବିନୋଦ…

Joke-4

ସ୍ତ୍ରୀ ବଜାରରୁ ଏକ ନୂଆ ଶାଢୀ ଆଣି ନିଜ ସ୍ଵାମୀ ପାଖକୁ ଆସିଲା

ବଜାରରୁ ଆସିବା ମାତ୍ରେ

ସ୍ତ୍ରୀ- କୁଆଡେ ଯିବନି…ମୁଁ ଏବେ ଗଲି ଓ ତୁରନ୍ତ ଶାଢୀ ପିନ୍ଧି ଏବେ ଆସିଲି

ସ୍ଵାମୀ- ଠିକ ଅଛି, ଜଲ୍ଦି ଆସିବୁ

ସ୍ତ୍ରୀ- କେମିତି ଲାଗୁଛି ଦେଖି କି କୁହ

ସ୍ଵାମୀ- ବହୁତ ସୁନ୍ଦର, ଦେଖି କି ମନ ହଉଛି ଏବେ kiss କରି ଦବାକୁ

ସ୍ତ୍ରୀ- ହଁ ଜଣା ଅଛି, ଦୋକାନୀ ବି ଏଇଆ କହୁଥିଲା

Joke-5

ସ୍ତ୍ରୀ ଉପରେ ଚିଡି ଯାଇ ସ୍ଵାମୀ ଯେମିତି ହିଁ ଘରୁ ବାହାରିଲା

ସ୍ତ୍ରୀ- କଉଠିକି ଯାଉଛ ?

ସ୍ଵାମୀ- ମରିବାକୁ ଯାଉଛି….ସୁସାଇଡ କରିବି

ସ୍ତ୍ରୀ- କଉଠିକି ବି ଯାଅ କିନ୍ତୁ ସ୍ଵେଟର ପିନ୍ଧି କି ଯାଅ, ବାହାରେ ବହୁତ ଥଣ୍ଡା

ବେମାର ଯଦି ହେଇଯାଅ ନା ଦେଖିବ….

Joke-6

ସ୍ତ୍ରୀ- ହେଇଟି ଶୁଣୁଛ, ତୁମକୁ ତ ଖାଲି ଅଫିସ ଚିନ୍ତା

ଘର କଥା ଭାବୁନ

ସ୍ଵାମୀ- କଣ ହେଲା ?

ସ୍ତ୍ରୀ- ଲାଗୁଛି ଆମ ଝିଅ ବାହାରେ କାହା ସହିତ ସେଟିଂ କରି ନେଲାଣି

ସ୍ଵାମୀ- ତୁମେ କେମିତି ଜାଣିଲ ?

ସ୍ତ୍ରୀ- ଆଜିକାଲି ମୋବାଇଲ ରିଚାର୍ଜ ପାଇଁ ପଇସା ହିଁ ମାଗୁ ନାହିଁ

ସ୍ଵାମୀ ବେହୋସ

Joke-7

ଗୋଟିଏ ନବ ବିବାହିତ କପଲ ହନିମୁନ ରେ ଗଲେ

ପୁଅଟି ବଡ ରୋମାଣ୍ଟିକ ମୁଡରେ ଝିଅକୁ କହିଲା-

ଆରମ୍ଭ କରିବା …

ଝିଅଟି ଲାଜେଇ ଯାଇ କହିଲା- ମୁଁ ତ କେବେ ବି ପର ଲୋକଙ୍କୁ ବି ମନା କରି ନାହିଁ

ତୁମେ ତ ମୋର ନିଜର

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *