ରାତିରେ ଶୋଇବା ପୂର୍ବରୁ ସ୍ତ୍ରୀ ଙ୍କ ସହ କରନ୍ତୁ ଏହି 3 ଟି କାମ, ଚମକି ଉଠିବ ଭାଗ୍ୟ- Chanakya Niti

ବନ୍ଧୁଗଣ ହିନ୍ଦୁଧର୍ମରେ ବିବାହକୁ ଏକ ପବିତ୍ର ଧର୍ମ ମାନା ଯାଇଛି । କାରଣ ବିବାହ ଦ୍ଵାରା ଦୁଇଟି ଆତ୍ମାର ମିଳନ ହେବା ସହିତ ଦୁଇଟି ପରିବାରର ମିଳନ ହୋଇଥାଏ । ବିବାହ ପରେ ଉଭୟ ସ୍ଵାମୀ ସ୍ତ୍ରୀ ଜୀବନ ସାରା ପରସ୍ପର ସହ ସମସ୍ତ ଦୁଃଖ ସୁଖରେ ରହିଥାନ୍ତି । ହେଲେ ବନ୍ଧୁଗଣ ବିବାହ ପରେ ପ୍ରାୟ ଅଧିକାଂଶ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଓ ବାଦବିବାଦ ଆଦି ଲାଗିରହିଥାଏ । ଯାହାଫଳରେ ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କ ଖରାପ ହୋଇଯାଇଥାଏ । ଏମିତି ମଧ୍ୟ ଝଗଡା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତଲାକ ହୋଇଯାଇଥାଏ ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଝବୁତ ରହିବ ଓ ସେମାନଙ୍କ ମଧ୍ୟରେ କେବେହେଲେ କୌଣସି କଳହ ଲାଗିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ବିବାହ ପରେ ସ୍ଵାମୀ ମାନେ ନିଜ ବ୍ୟସ୍ତ ବହୁଳ ଜୀବନକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ଯାହାଫଳରେ ସେମାନେ ନିଜ ସ୍ତ୍ରୀକୁ ଅଧିକ ସମୟ ଦେଇପାରି ନଥାନ୍ତି । ତେଣୁ ଆପଣ ମାନେ ରାତ୍ରିରେ ଶୋଇବା ପୂର୍ବରୁ ନିଜ ସ୍ତ୍ରୀଙ୍କ ସହ କିଛି ରୋମାଣ୍ଟିକ କଥାବାର୍ତ୍ତା ହେବା ଉଚିତ । ଏହି ସବୁ କଥା ହେଲେ ଆପଣଙ୍କ ମଧ୍ୟରେ ପ୍ରେମର ଭାବ ଜାଗ୍ରତ ରହିବ ଓ ଆପଣଙ୍କ ସ୍ତ୍ରୀ କେବେହେଲେ ଆପଣଙ୍କୁ ଧୋକା ଦେବେ ନାହିଁ ।

୨. ବନ୍ଧୁଗଣ ଶୋଇବା ପୂର୍ବରୁ ଆପଣ ମାନେ ନିଜ ସ୍ତ୍ରୀଙ୍କ ସହ ଆଲିଙ୍ଗନ କରନ୍ତୁ । କାରଣ ରାତି ସମୟରେ ଆପଣ ନିଜ ସ୍ତ୍ରୀଙ୍କ ସହ ବହୁତ ଭଲ ଭାବରେ ସମୟ ବିତାଇ ପାରିବେ ତେଣୁ ଆପଣ ରାତି ସମୟରେ ଶୋଇବା ପୂର୍ବରୁ ନିଜ ସ୍ତ୍ରୀ ସହ ପ୍ରେମରେ ଆଲିଙ୍ଗନ କରନ୍ତୁ । ବନ୍ଧୁଗଣ ଏମିତି ନୁହେଁ କି ଆଲିଙ୍ଗନ କରିବା ଦ୍ଵାରା କେବଳ ଆରମ ମିଳିଥାଏ ଆଲିଙ୍ଗନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଝବୁତ ହୋଇଥାଏ । ତେଣୁ ଆପଣ ମାନେ ଶୋଇବା ପୂର୍ବରୁ ନିଜ ସ୍ତ୍ରୀ ସହ ପ୍ରେମରେ ଆଲିଙ୍ଗନ ନିଶ୍ଚୟ କରନ୍ତୁ ।

୩. ବନ୍ଧୁଗଣ ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତା ହେଲେ ଆପଣଙ୍କୁ ନିଜ ସ୍ତ୍ରୀର ଧ୍ୟାନ ନେବା ଉଚିତ । ତେଣୁ ଆପଣ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀର ଗୋଡ ହାତ ଆଦିକୁ ଦବାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ବହୁତ ଅଧିକ ଭଲ ପାଇବ ଓ ଆପଣଙ୍କର ସମସ୍ତ କଥାକୁ ମାନି ଚାଲିବ ।

୪. ବନ୍ଧୁଗଣ ଶୋଇବା ପୂର୍ବରୁ ଆପଣ ନିଜ ସ୍ତ୍ରୀ ସହ ହସମଜା ଆଦି କଥା ନିଶ୍ଚୟ ହୁଅନ୍ତୁ । କାରଣ ଆପଣ ଓ ଆପଣଙ୍କ ସ୍ତ୍ରୀ ଦିନ ସାରା କାମ କରୁଛନ୍ତି । ଯଦି ଆପଣ ରାତିରେ ହସମଜା କଥା ହେବେ ତା ହେଲେ ଆପଣଙ୍କ ମନ ଖୁସୀୟ ରହିବ ଓ ଆପଣ ଦୁଇଜଣଙ୍କ ସମ୍ପର୍କ ବହୁତ ଭଲ ସେ ଯିବ । ତେଣୁ ବନ୍ଧୁଗଣ ଆପଣ ସବୁବେଳେ ନିଜ ସ୍ତ୍ରୀଙ୍କର ମନକୁ ଜିତିବା ପାଇଁ ଚେଷ୍ଟା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *