TV ସିରିଏଲ “ରାମାୟଣ” ର ଭଗବାନ ରାମଙ୍କ ପୁଅଙ୍କୁ କଣ ଦେଖିଛନ୍ତି ଆପଣ ? ଆଶ୍ଚର୍ଯ୍ୟ ହେଇଯିବେ ଦେଖିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ଅରୁଣ ଗୋବିଲ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ରମନାଥ ଗୋବିନ୍ଦଙ୍କ ଦ୍ଵାରା ରଚିତ ଧାରାବାହିକ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା । କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତିପାରି ଥିଲେ । ବନ୍ଧୁଗଣ ଅରୁଣ ଗୋବିଲ ଏହି ଧାରାବାହିକରେ ରାମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଓ ତାଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହି କିଛି ଦିନ ତଳେ ଅରୁଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ କାରଣ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ବନ୍ଧୁଗଣ ଅରୁଣ ହେଉଛନ୍ତି ଉତ୍ତର-ପ୍ରଦେଶର ବାସିନ୍ଧା । ହେଲେ ସେ ୫୦ ବର୍ଷ ହେବ ମହରାଷ୍ଟ୍ର ରାଜ୍ୟରେ ରହୁଛନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ ଅରୁଣ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ କରିଥିଲେ ।

ସେହି ଟ୍ବିଟରେ ଅରୁଣ ଲେଖିଥିଲେ, ‘ସେ ରାମାୟଣରେ ଏତେ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ ମଧ୍ୟ ତାଙ୍କୁ କୌଣସି ସମ୍ମାନ ମିଳିନାହିଁ’ । କିନ୍ତୁ ବନ୍ଧୁଗଣ ଏହି ଟ୍ବିଟର କମେଣ୍ଟରେ ତାଙ୍କ ଫ୍ୟାନ୍ସ ମାନେ ଲେଖିଥିଲେ, ଅରୁଣ ନିଜେ ହେଉଛନ୍ତି ଦେଶ ପାଇଁ ଏକ ସମ୍ମାନ । ବନ୍ଧୁଗଣ ଆପଣ ମାନେ ଅରୁଣଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅରୁଣଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅରୁଣଙ୍କ ପରିବାର ବିଷୟରେ ।

ବନ୍ଧୁଗଣ ଅରୁଣ ଅଭିନେତ୍ରୀ ଶ୍ରୀଲେଖା ଗୋବିଲଙ୍କ ସହ ବିବାହ କରିଛନ୍ତି । ଅରୁଣ ଓ ଶ୍ରୀଲେଖାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ମଧ୍ୟ ଅଛନ୍ତି । ଅରୁଣଙ୍କ ପୁଅର ନାମ ହେଉଛି ଅମଲ ଗୋବିଲ ଓ ତାଙ୍କ ଝିଅର ନାମ ହେଉଛି ସୋନିଆ ଗୋବିଲ । ଅମଲ କର୍ପୋରେଟ ବ୍ୟାଙ୍କର ଅଟନ୍ତି ଓ ସେ ନିଜ ପରିବାର ଲୋକଙ୍କ ସହ ମହରାଷ୍ଟ୍ରରେ ରୁହନ୍ତି ।

ଅମଲ ବିବାହ କରିସାରିଛନ୍ତି ଓ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ଅରୁଣଙ୍କ ଝିଅ ସୋନିଆ ଲଣ୍ଡନରେ ମାଷ୍ଟର୍ସ କରିଛନ୍ତି ଓ ସେ ନିଜ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅରୁଣଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *