ରାତିରେ ଶୋଇବା ପୂର୍ବରୁ ମାତ୍ର 3 ମିନିଟ ଜପନ୍ତୁ ରାମାୟଣ ର ଏହି 2 ଟି ଚୌପାଇ, ପୁଣି ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ରାମଙ୍କ ନାମ ଓ ରାମାୟଣ ଚୌପାଇ କଳିଯୁଗ ର ଏକମାତ୍ର ଅନ୍ତିମ ଆଧାର। କଳିଯୁଗରେ ଏହା ଏକ ବରଦାନ। ମହାକବି ତୁଳସୀ ଦାସ ଙ୍କ ଦ୍ଵାରା ରଚିତ ରାମ ଚରିତ ମାନସ ର ଚୌପାଇ ଗୁଡିକ କେବଳ ଶ୍ରୀ ରାମ ଙ୍କର ଗୁଣଗାନ କରେନାହିଁ ବରଂ ମନୁଷ୍ୟ କୁ ସଂସାର ରୂପି ସାଗର ରୁ ପାର ମଧ୍ୟ କରିଦିଏ। ପ୍ରାଣୀ ମାତ୍ରକେ ଜୀବନ ର ସମସ୍ତ ସଙ୍କଟ କୁ ସମାପ୍ତ ମଧ୍ୟ କରିଦିଏ। ଏବଂ ସେଥିରେ ଦିବ୍ୟ ଶକ୍ତି ପ୍ରବେଶ କରିଦେଇଥାଏ।

ଆମ ହିନ୍ଦୁ ଧର୍ମ ରେ ଅନେକ ପ୍ରକାରର ଧର୍ମ ଗ୍ରନ୍ଥ ଲେଖାଯାଇଛି। ଏହି ଗ୍ରନ୍ଥ ମାନଙ୍କରେ ପ୍ରମୁଖ ହେଉଛି ରାମାୟଣ। ଯାହାକୁ ସମସ୍ତ ଗ୍ରନ୍ଥ ଭିତରୁ ଉଚ୍ଚ ମାନି ନିଆଯାଏ। ଏହା ହିନ୍ଦୁ ମାନଙ୍କ ର ସବୁଠୁ ବଡ଼ ପବିତ୍ର ଗ୍ରନ୍ଥ ମାନଙ୍କ ରୁ ଅନ୍ୟତମ। ରାମ ଚରିତ ମାନସ କୁ ମହାକବି ତୁଳସୀ ଦାସ ଲେଖିଛନ୍ତି। ଏହା ଷୋହଳବି ସଦୀ ରେ ଲେଖାଯାଇଛି। ଏହା ଏକ ମହାକାବ୍ୟ। ଆମ ମହାକାବ୍ୟ ର ସମସ୍ତ ଚୌପାଇ ଏକ ମହାମନ୍ତ୍ର ସହ ସମାନ। ଏବଂ ଏହାକୁ ଜୀଵନ ଯାକ ଜପ କଲେ ଆମ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ଏବଂ ଆମର ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଯାଏ।

ବେଳେ ବେଳେ ଆମ ଜୀବନରେ ଏପରି କିଛି କଷ୍ଟ ଓ ଦୁଃଖ ଆସିଯାଏ। ଯାହାକୁ ଦୂର କରିବା ଆମ ପକ୍ଷେ ବହୁତ କଷ୍ଟ ସାଧ୍ୟ ଥାଏ। ଏବଂ ଆମେ ଯେତେ ଚେଷ୍ଟା କଲେ ଯେତେ ପରିଶ୍ରମ କଲେ ମଧ୍ୟ ଆମକୁ ଆମ ଫଳ ମିଳିନଥାଏ। ଏବଂ ସେତେବେଳେ ଆମେ ବହୁତ ଦୁଃଖୀ ଓ ନିରାଶ ହୋଇଯାଉ। ଯଦି ଈଶ୍ୱରଙ୍କ କୃପା ଆମ ଉପରେ ହୋଇଥାଏ। ତେବେ ଆମକୁ ଫଳ ପ୍ରାପ୍ତ କରିବାରୁ କେହି ବି ରୋକି ପାରିବେ ନାହଁ।
ଆଜି ଆମେ ରାମାୟଣ ର ଦୁଇ ଏପରି ଚୌପାଇ ବିଷୟରେ ଆଲୋଚନା କରିବା ଯାହାକୁ ପୁରା ଶ୍ରଦ୍ଧା ଓ ଭକ୍ତି ର ସହ ଜପ କରିବା ତେବେ ଆମ ଜୀବନରେ କେବେବି ଦୁଃଖ କଷ୍ଟ ଆସିବ ନାହିଁ।ତେବେ ଚାଲନ୍ତୁ ଜାଣିନେବା ସେହି ଚୌପାଇ ବିଷୟରେ।

” ନାଥ ଦେବ କର କବୋନ ଭରସା
ସୋସିଓ ସିନ୍ଧୁ କରିଅ ମନ
ରୋସା।। କାଦର ମନ କହୁଁ ଏକ
ଅଧାରା। ଦେବ ଦେବ ଆଳସୀ
ପୁକାରା ।। ”

ରାମ ଚରିତ ମାନସ ରେ ସେହି ସମୟକୁ ଦର୍ଶାଉଛି ଯେବେ ଶ୍ରୀ ରାମ ସମୁଦ୍ର ପାର କରିବା ପାଇଁ ଜଳ ଦେଵତା ଙ୍କୁ ଧ୍ୟାନ କରିବା କୁ ଯାଇଥିଲେ। ଲକ୍ଷ୍ମଣ ସେତେବେଳେ ଶ୍ରୀ ରାମ ଙ୍କୁ ନିଜର ଶକ୍ତି ଓ କ୍ଷମତା ବିଷୟରେ ମନ ପକେଇ ଦେଉଛନ୍ତି। ଏବଂ କହିଲେ ଆପଣ ତ ଏତେ ଶକ୍ତିଶାଳୀ ଅଛନ୍ତି କି ଗୋଟିଏ ଥରରେ ସମୁଦ୍ର କୁ ଶୁଖେଇ ପାରିବେ। ତେବେ ସମୁଦ୍ର କୁ ଏତେ ବିନତି ଓ ପ୍ରାର୍ଥନା କଣ ପାଇଁ କରୁଛନ୍ତି?
କିନ୍ତୁ ଶ୍ରୀ ରାମ ସବୁ ଜାଣି ମଧ୍ୟ ଚୁପ ରହିଲେ ଓ ସେ ଶକ୍ତି ଅପେକ୍ଷା ଶାନ୍ତି ଦ୍ଵାରା ସମସ୍ୟା କୁ ଦୂର କରିବା ପାଇଁ ଚେଷ୍ଟା କରିଲେ। ଓ କହିଲେ ଶକ୍ତିଶାଳୀ କୁ ସଂଯମ ରଖିବା ମଧ୍ୟ ଆବଶ୍ୟକ।
ନିଜ ଭରସା ରେ କାମ କରିବା ଉଚିତ ଏବଂ ତାର ଫଳ ଭଗବାନ ନିଶ୍ଚୟ ଦେବେ।

“ଜେ ନ ମିତ୍ର ଦୁଃଖ ହୋଇ ଦୁଖାରି
ତିନୋହି ବିଲୋକତ ପାତକ ଭାରୀ
ନିଜ ଦୁଃଖ ଗିରି ସମ ରଜ କରି
ଜାନା।। ମିତ୍ରକ ଦୁଃଖ ରଜ ମେରୁ ସମାନା।।”

ରାମ ଚରିତ ମାନସ ରେ ଶ୍ରୀ ରାମ ଓ ସୁଗ୍ରୀବଙ୍କ ମିତ୍ରତା ର ସନ୍ଦର୍ଭ ରେ ଏହି ଚୌପାଇ ମନୁଷ୍ୟ କୁ ଜ୍ଞାନ ଦେଇଥାଏ କି ମିତ୍ରତା ନିଭାଉଥିବା ବ୍ୟକ୍ତି କୁ ଈଶ୍ୱର ମଧ୍ୟ ସାହାର୍ଯ୍ୟ କରନ୍ତି। ଯିଏ ନିଜ ମିତ୍ର କିମ୍ବା ଅନ୍ୟ ର ଦୁଃଖ କୁ ଦେଖି ଦୁଃଖୀ ନ ହୁଅନ୍ତି ଏବଂ ସେମାନଙ୍କୁ ସାହାର୍ଯ୍ୟ ନ କରନ୍ତି। ସେମାନଙ୍କୁ ଦେଖିବା ପାପ ସହ ସମାନ। ଏବଂ ଯିଏ ନିଜ ଦୁଃଖ କଷ୍ଟ କୁ ଭୁଲି ଅନ୍ୟର ସହାୟତା କରିଥାନ୍ତି ଈଶ୍ୱର ସ୍ୱୟଂ ସେମାନଙ୍କ ର ସାହାର୍ଯ୍ୟ କରିଥାନ୍ତି।

ଏହି ଦୁଇ ଚୌପାଇ କୁ ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ସଫା ପୋଷାକ ପିନ୍ଧି ଏକ ନାଲି କପଡା ରେ ଶ୍ରୀ ରାମ ଙ୍କୁ ସ୍ଥାପନା କରି ଚନ୍ଦନ ଦେଇ ଓ ଚାଉଳ ଦେଇ ଏବଂ ଦୀପ ଜଳେଇ ଜପ କରିବା ଦ୍ୱାରା ଆମ ଜୀବନର ସମସ୍ତ କଷ୍ଟ ଦୁଃଖ ଦୂର ହୋଇଯିବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *