ରାତିରେ କେବଳ 5 ମିନିଟ ପାଦ ମାଲିସ କରିବା ଦ୍ଵାରା ହେଲା କିଛି ଏମିତି କି ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଜଲ୍ଦି ଦେଖନ୍ତୁ- Health Tips

ବନ୍ଧୁଗଣ ପୁରାତନ କାଳରେ ଲୋକମାନେ ଭଲ ଜୀବନ ଶୈଳୀ ସହ ନିଜ ଶରୀରର ମାଲିସ କରୁଥିଲେ । ଶରୀରର ମାଲିସ କରିବା ଦ୍ଵାରା ଶରୀରକୁ ବହୁତ ଆରମ ମିଳିଥାଏ ଓ ଆମ ଶରୀରର ସୁସ୍ଥ ରହିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପାଦ ମାଲିସ କରିବାର କିଛି ଫାଇଦା ବିଷୟରେ କହିବୁ । ପାଦରେ ଥିବା ସ୍ନାୟୁ ଗୁଡିକ ଆମ ଶରୀରର ସମସ୍ତ ଅଙ୍ଗ ସହ ଜଡିତ ହୋଇ ରହିଥାଏ ଯଦି ଆମେ ରାତିରେ ଶୋଇବା ପୂର୍ବରୁ ନିଜ ପାଦର ମାଲିସ କରିବା ତା ହେଲେ ଆମେ କେତେକ ମାରାତ୍ମକ ରୋଗ ବା ସମସ୍ୟାକୁ ଦୂର କରିପାରିବେ ।

ଯଦି ବନ୍ଧୁଗଣ ଆପଣଙ୍କର ଅନିଦ୍ରା, ଦୁର୍ବଳତା, ଆଖି ସମସ୍ୟା ଓ କ୍ଳାନ୍ତପଣ ଆଦି ସମସ୍ୟା ରହିଛି ତା ହେଲେ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ସୋରିଷ ତେଲରେ ଅଳ୍ପ ରସୁଣ ମିଶାଇ ନିଜ ପାଦରେ ଭଲ ଭାବରେ ମାଲିସ କରନ୍ତୁ ।

ଆମ ପାଦର ସ୍ନାୟୁ ଆମ ମସ୍ତିସ୍କ ଓ ଆମ ଆଖି ସହ ଜଡିତ ହୋଇ ରହିଥାଏ । ତେଣୁ ଯଦି ଆପଣ ସବୁଦିନ ରାତିରେ ନିଜ ପାଦକୁ ସୋରିଷ ତେଲରେ ମାଲିସ କରିବେ ତା ହେଲେ ଆପଣଙ୍କ ଅନିଦ୍ରା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ଆଖି ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ଖାଲି ପାଦରେ ଘାସରେ ଚାଲିପାରିବେ । ବନ୍ଧୁଗଣ ଏହି ଉପାୟ ଆଖି ଜନିତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ସହିତ ଯଦି ଆପଣ ରାତିରେ ନିଜ ପାଦକୁ ମାଲିସ କରି ଶୋଇବେ ତା ହେଲେ ଆପଣଙ୍କ ଆଖି ଜନିତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ବନ୍ଧୁଗଣ ପାଦକୁ ଭଲ ଭାବରେ ମାଲିସ କରିଲେ ପଦର ମାଂସ ପେଶୀକୁ ଆରମ ମିଳିଥାଏ । ସାଧାରଣତଃ ମଣିଷ ଦିନ ସାରା କଷ୍ଟ କରି ରାତିରେ ଆରମ କରିବା ପାଇଁ ସୋଇଥାନ୍ତି ହେଲେ ସେମାନେ କ୍ଳାନ୍ତ ହୋଇଯାଇଥାନ୍ତି । ଯଦି ସେମାନେ ରାତିରେ ଶୋଇବା ପୂର୍ବରୁ ନିଜ ପାଦକୁ ସୋରିଷ ତେଲରେ ମାଲିସ କରିବେ ତା ହେଲେ ସେମାନଙ୍କ ମସ୍ତିସ୍କ ଓ ତାଙ୍କ ଶରୀରକୁ ବହୁତ ଆରମ ମିଳିବ ।

ଯଦି ବନ୍ଧୁଗଣ ଆପଣଙ୍କ ପଦ ଫୁଲି ଯାଇଛି ତା ହେଲେ ଆପଣ ଶୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ନିଜ ପାଦକୁ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଓ ଏହାପରେ ଆପଣ ନିଜ ପାଦରେ ସୋରିଷ ତେଲର ମାଲିସ କରନ୍ତୁ । ଦେଖିବେ ଆପଣଙ୍କୁ ଏହି ଉପାୟର ବହୁତ ଭଲ ରେସଲ୍ଟ ନିଶ୍ଚୟ ମିଳିବ ।

ଯଦି ବନ୍ଧୁଗଣ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ୟା ରହିଛି ତା ହେଲେ ଆପଣ ନଡିଆ ତେଲ, ସୋରିଷ ତେଲ ଓ ବାଦାମ ତେଲକୁ ମିଶାଇ ପାଦରେ ମସାଜ କରନ୍ତୁ । ପଦରେ ଏହି ତିନୋଟି ତେଲକୁ ମିଶାଇ ମାଲିସ କରିଲେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଏହି ସବୁ ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *