ରାତି ହେଲେ ଚିଲିକାରେ ଶୁଭୁଛି ବିକଳ କାନ୍ଦ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ କାଳିଜାଇ ହେଉଛନ୍ତି ପ୍ରତେକ୍ଷ ଦେବୀ । କଥାରେ ଅଛି କି ମା କାଳିଜାଇଙ୍କୁ ଯେଉଁ ଭକ୍ତ ନିଷ୍ଟା ସହକାରେ ଡାକିଥାଏ । ମା ନିହାତି ଭକ୍ତର ଗୁହାରୀ ଶୁଣିଥାନ୍ତି ।  ସେଥିପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି । ତେବେ ସେହିପରି କିଛି ଶ୍ରଦ୍ଧାଳୁ ମା କାଳିଜାଇ ଙ୍କ ଦର୍ଶନ ନିମନ୍ତେ ଗଞ୍ଜାମ ଜିଲ୍ଲାର ଚିଲିକାରେ ଅବସ୍ତିତ ଥିବା ମା’ କାଳିଜାଇ ମନ୍ଦିରକୁ ଯାଇଥିଲେ ।

ସେଠାରେ ମା’ କାଳିଜାଇଙ୍କୁ ଦର୍ଶନ କରି ଫେରୁଥିଲେ । ସେଠାରୁ ଫେରିକି ଆସିବା ସମୟରେ ସନ୍ଧ୍ଯା ହୋଇଯାଇଥିଲା । ତାପରେ ଶ୍ରଦ୍ଧାଳୁ ମାନେ ଡଙ୍ଗା ପାର ହୋଇ ଚିଲିକା ନଦୀର ଛାତିରେ ଦୋଳାୟମାନ ପାଣିରେ ଆସୁଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ସବୁଆଡେ ଅନ୍ଧକାର ପରିବେଶ ଧୀରେ ଧୀରେ ଘୋଟିବାକୁ ଲାଗିଥିଲା । ତାପରେ ହଟାତ ମାଡି ଆସିଥିଲା ପବନ ମୁଖୀ ଝଡ ତୋଫାନ । ତାପରେ ଝିପି ଝିପି ବର୍ଷା ମଧ୍ୟ ହେବାକୁ ଲାଗିଲା ।

ତାହାର କରାଳ ପବନ ମାଡରେ ଚିଲିକାର ଅକାତ କାତ ପାଣି ବହୁତ ଜୋର ଜୋର ଦୋଳିତ ହେବାକୁ ଲାଗିଲେ । ପୁଣି ତାହାର ପ୍ରଭାବରେ ପାଣିରେ ଯାତ୍ରୀଙ୍କୁ ବସାଇ ଚିଲିକା ନଦୀ ପାର ହୋଇ ଯାଉଥିବା ଡଙ୍ଗାଟି ମଧ୍ୟ ଜୋର ଜୋର ଦୋହଲିବାକୁ ଲାଗିଲା । ତାପରେ ସମସ୍ତ ଶ୍ରଦ୍ଧାଳୁ ବହୁତ ପରିବେଶର ଏପରି କରାଳ ରୂପକୁ ଦେଖି ଅନେକ ମାତ୍ରାରେ ଭୟଭୀତ ହୋଇଯାଇଥିଲେ । ତାପରେ ହଟାତ କାହାର ଏକ ଗମ୍ଭୀର ସ୍ଵର ପାଣି ମଧ୍ୟରୁ ଶୁଣିବାକୁ ମିଳିଥିଲା ।

କେହି ଜଣେ ଚିତ୍କାର କରି କାନ୍ଦି କାନ୍ଦି କହୁଥିଲା । ମୋତେ ଏହି ପାଣି ମଧ୍ୟରୁ ଉଦ୍ଧାର କର । ତେବେ ଏପରି ପ୍ରାକୃତିକ ଦୁର୍ବିପାକ ସହ ଏପରି ଭୟାନକ ଚିତ୍କାର ଶୁଣି ଶ୍ରଦ୍ଧାଳୁ ମାନେ ସଂପୂର୍ଣ୍ଣ ଭାବରେ ନିରାଶାୟୀ ହୋଇପଡିଲେ । ସମସ୍ତଙ୍କ ମାନେ ଏକ ଭୟାନକ ଡର ବ୍ଯାପିଗଲା । ଡଙ୍ଗାରେ ବସିଥିବା ସବୁ ଶ୍ରଦ୍ଧାଳୁ ମାନେ ମା  କାଳିଜାଇଙ୍କୁ ସୁମରଣା କରି ପ୍ରାଥନା କରିଲେ । ତାପରେ କିଛି ସମୟ ପରେ ମା’ କାଳିଜାଇଙ୍କ କୃପାରୁ ଅଶାନ୍ତ ପରିବେଶ ଶାନ୍ତ ହୋଇପଡିଲା ।

ସବୁ ଆଡେ ସ୍ଥିତି ଭଲ ହୋଇଗଲା । ତାପରେ ପାଣି ମଧ୍ୟରୁ ଆସୁଥିବା ସେହି ଗମ୍ଭୀର ଚିତ୍କାର କାହାର ପଚାରିବାରୁ ନାବିକ ଜଣଙ୍କ ଶ୍ରଦ୍ଧାଳୁ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । କାଳୀ ଓ ଯାଇ ଶବ୍ଦ ୨ ଟି ସଂପୂର୍ଣ୍ଣ ରୂପେ ଅଲଗା ଥିଲା । ମା’ କାଳୀ ହେଉଛନ୍ତି ଦେବୀ ଓ ଯାଇ ହେଉଛି ଏକ ସାଧାରଣ ଝିଅ । ତେବେ ଯାଇ ନାମକ ଝିଅ ଯେତେବେଳେ ବିଭା ହୋଇ ବାପାଙ୍କ ସହିତ ନଈ ପାରି ହୋଇ ପାରିକୁଦକୁ ଯାଉଥିଲା ।

ସେଠାରେ ହଟାତ ପରିବେଶ ଅଶାନ୍ତ ହୋଇ ଝଡ ତୋଫାନ ମାଡି ଆସିଥିବାରୁ ଯାଇ ପାଣି ମଧ୍ୟରେ ବୁଡି ଯାଇଥିଲା । ତାପରେ ବାପା ଓ ନାବିକ ଯେତେ ଖୋଜିଥିଲେ ମଧ୍ୟ ଝିଅ ଝିଅ ଯାଇକୁ ପାଇନଥିଲେ । ସେବେଠାରୁ ହିଁ ସନ୍ଧ୍ୟା ହେବା ସମୟରେ ଚିଲିକା ପାଣି ମଧ୍ୟରେ ଏକ ଝିଅର ଗମ୍ଭୀର ଚିତ୍କାର ଶୁଣିବାକୁ ମିଳେ । ତାପରେ ସେଠାକାର ଲୋକ ସେହି ସ୍ଵରକୁ ମା’ କାଳୀ ଭାବି ତାଙ୍କରି ନାମରେ ମନ୍ଦିରର ନାମ ମା କାଳୀଯାଇ କରାଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *