ସ୍ଵାମୀ ନଥିବା ସମୟରେ ସ୍ତ୍ରୀ କରୁଥିଲା ପ୍ରେମିକ ସହ ରାତିରେ ଖେଳ, ହଠାତ ପହଞ୍ଚିଲା ସ୍ଵାମୀ, ଆଉ ତା’ପରେ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।

ଏବେ ସମୟ ଏମିତି ହୋଇଯାଇଛି ଯେ, ସ୍କୁଲରେ ପାଠ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପ୍ରେମ କରୁଛନ୍ତି । ଏହା ତ ଏକ ସାଧାରଣ କଥା ହେଲେ ଏମିତି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ବିବାହ ପରେ ବି ଅନ୍ୟ କାହା ସହ ପ୍ରେମ କରନ୍ତି । ତେବେ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ବିବାହିତା ମହିଳା ଏକ ଯୁବକଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ।

ସ୍ତ୍ରୀ ଲୋକ ଜଣକ ରାତି ଅଧରେ ପ୍ରେମଲୀଳା କରିବା ପାଇଁ ନିଜ ପ୍ରେମିକଙ୍କୁ ଘରକୁ ଡକାଇ ଥିଲେ । ରାତି ଅଧରେ ଉଭୟ ପ୍ରେମ ଲୀଳା କରୁଥିବା ବେଳେ ଶଶୁର ଘର ଲୋକ ଏହା ବିଷୟରେ ଜାଣି ପାରିଥିଲେ । ଶଶୁର ଘର ଲୋକ କବାଟ ଖୋଲି ଦେଖିବା ବେଳକୁ ଘରର ବୋହୁ ପର ପୁରୁଷ ସହ ବେଡରୁମରେ ଶୋଇଥିଲେ ।

ସେହି ସମୟରେ ଶଶୁର ଘର ଲୋକ ସେହି ଯୁବକଙ୍କୁ ଧରି ଦେଇଥିଲେ ଓ ସମସ୍ତଙ୍କୁ ଡାକି ଦେଇଥିଲେ । ଏହି କାର୍ଣ୍ଣମା କରିବା ପରେ ବୋହୁ ଉତ୍ତେଜିତ ହୋଇ ଶଶୁର ଘର ଲୋକଙ୍କ ଉପରେ କିଭଳି ଚିଲାଉ ଛନ୍ତି ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *