ରବିବାରର ରାଶିଫଳ 19 ଜୁଲାଇ 2020, ସୂର୍ଯ୍ୟଦେବଙ୍କ ପ୍ରଭାବରୁ ସବୁଠୁ ଉପରେ ରହିବ ଏହି 5ଟି ରାଶିର ଭାଗ୍ୟ, ସବୁ ସମସ୍ୟା ହେବ ଦୂର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 19 ଜୁଲାଇ 2020 ରବିବାରର ରାଶିଫଳ ।

ମେଷ

mesha rashi

ଆଜି ଆପଣ ଆପଣଙ୍କ ଜରୁରୀ କାମରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ । ଦିନ ସାରା ମନୋରଞ୍ଜନରେ ଆପଣ ବ୍ୟସ୍ତ ରହିବେ । ଯଦି କୌଣସି ଅସୁବିଧା ହୁଏ ତାହେଲେ ତାହା ଦୂର ହୋଇ ଯିବ । ନିଜ ଲକ୍ଷ୍ୟରେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅସମର୍ଥତା ଜାହିର କରିବେ । ସାବଧାନର ସହିତ ଗାଡି ଚଲାନ୍ତୁ । ଯାତ୍ରା ଭଲ ହେବ ନାହିଁ । ଆଜି ଆପଣଙ୍କୁ ଆପଣଙ୍କ କଥା ଉପରେ ସଂଯମ ରଖିବାକୁ ହେବ । ନିଜ ପ୍ରିୟଜନଙ୍କ ସହିତ ଖୁସିରେ ରହିବା ପାଇଁ କିଛି ଟଙ୍କା ଖର୍ଚ କରିବେ ।

ବୃଷ

brusha rashi

ଏହି ରାଶିର ଲୋକ ଆଜି ସମ୍ପତ୍ତି ସବନ୍ଧିତ କାଗଜପତ୍ର ଉପରେ ଦସ୍ତଖସ୍ତ କରନ୍ତୁ ନାହିଁ । ବ୍ୟବସାୟରେ ଆପଣଙ୍କୁ କିଛି ଉଥାନ ପଥାନର ସାମନା କରିବାକୁ ପଡିପାରେ । ମଧ୍ୟାହ୍ନ ପରେ ବନ୍ଧୁ ମାନଙ୍କ ସହିତ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି । ଏହା ଆପଣଙ୍କ ପାଇଁ ଖୁସିର ଅନୁଭବ ରହିବ । ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ମିଳିବ । ଏହାଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

ମିଥୁନ

mithuna rashi

କଥାବାର୍ତ୍ତାରେ କୁଶଳତା ଆଜି ଆପଣଙ୍କୁ ଦୃଢ ପକ୍ଷ ପ୍ରମାଣିତ କରିବ । ବିଦ୍ୟାର୍ଥୀ ମାନେ ମନ ଦେଇ ପାଠ ପଢିବେ । ସ୍ୱାସ୍ଥ୍ୟ ସବନ୍ଧିତ ଅଳ୍ପ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ବିବାଦ ଭରା ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ । ରବିବାର ଦିନ ଆପଣ ଜଳରେ ଫୁଲ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ, ଆପଣଙ୍କ ଦିନ ଭଲରେ କଟିବ । ଆଜି ଦିନ ପରିବାର ଲୋକଙ୍କ ସହିତ ମଧ୍ୟ ସମୟ ବିତାଇବା ପାଇଁ ଭଲ ଦିନ ଅଛି ଏହାଦ୍ୱାରା ଆପଣ ମାନଙ୍କ ମଧ୍ୟରେ ଭଲ ପାଇବା ବଢିବ ।

କର୍କଟ

karkat rashi

ଆଜିର ଦିନ ଆପଣଙ୍କ ପାଇଁ ସମ୍ପୂର୍ଣ ଭାବରେ ଶୁଭ ଅଟେ । ଯଦି ଏକୁଟିଆ ଅନୁଭବ କରୁଛନ୍ତି ତାହେଲେ ପରିବାର ଲୋକଙ୍କର ସାହାଯ୍ୟ ନିଅନ୍ତୁ । ଏହା ଆପଣଙ୍କୁ ଉଦାସୀନତା ଠାରୁ ବଞ୍ଚାଇବ । ସବୁ ପରିସ୍ଥିତିରେ ଆପଣ ନିଜ ବ୍ୟବହାରକୁ ସକାରାତ୍ମକ ରଖନ୍ତୁ । ନିଜ ଚେଷ୍ଟା ସଫଳତା ନ ପାଇବାରୁ ଆପଣ ଚିନ୍ତା କରି ପାରନ୍ତି । କାରବାରରେ ମଧ୍ୟ ପ୍ରତିସ୍ପଦି ଅବସର ମଧ୍ୟ ଦେଖିବାକୁ ମିଳିବ । କୋର୍ଟ କଚେରୀ ମାମଲା ଶାନ୍ତ ହେବ । ପିଲାମାନେ ଆପଣଙ୍କ ପାଖରେ କୌଣସି ଜିନିଷ ପାଇଁ ଦାବି କରି ପାରନ୍ତି ।

ସିଂହ

singha rashi

ଆଜି କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହେବାର ସମ୍ଭାବନା ଅଛି । କିନ୍ତୁ ଆପଣଙ୍କୁ ଟିକେ ସାବଧାନ ରହିବାର ଆବଶ୍ୟକତା ଅଛି କାରଣ ବରିଷ୍ଠ ଅଧିକାରୀଙ୍କ ସହିତ ମତଭେଦ ହେବାର ଅଧିକ ସମ୍ଭାବନା ଅଛି । ଆପଣଙ୍କୁ ସବୁ ପରିସ୍ଥିତିରେ ପରିବାର ଏବଂ ସାଙ୍ଗ ମାନଙ୍କର ସାହାଯ୍ୟ ମିଳିବ । ଅବିବାହିତ ଲୋକଙ୍କୁ ହଠାତ କୌଣସି ବିବାହ ପ୍ରସ୍ତାବ ମିଳିପାରେ । ନିଜ ପାରିବାରିକ ଜୀବନ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ ।

କନ୍ୟା

kanya rashi

ଆଜିର ଦିନ ଆପଣଙ୍କ ପାଇଁ ଟିକେ କଷ୍ଟକାରି ରହି ପାରେ । ମାଆଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତି ରହିବେ । ଭୂମି ଏବଂ ଘର ସବନ୍ଧିତ କାମ ସିଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । କାହାର ଧାର୍ମିକ ଭାବନାକୁ ଆଘାତ ଦିଅନ୍ତୁ ନାହିଁ । ଯଦି ଆଜି ଆପଣ ଆପଣଙ୍କ ପାଇଁ କିଛି ଖାସ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜିର ଦିନ ସମ୍ପୂର୍ଣ ଉଚିତ ଅଟେ । ରାସ୍ତାରେ ସାବଧାନ ହୋଇ ଗାଡି ଚଲାନ୍ତୁ । ଆପଣ ନୂଆ ଶକ୍ତିରେ ଭରି ରହିବେ ।

ତୁଳା

tula rashi

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟ ଏହି ସମୟରେ ଆପଣଙ୍କ ପାଇଁ ମାର୍ଗଦର୍ଶକ ହୋଇ ସାମନାକୁ ଆସିବେ । ପରିବାର କଥାକୁ ସମସ୍ତ ଆଗରେ କୁହନ୍ତୁ ନାହିଁ । ବିରୋଧୀ ମାନେ ଆପଣଙ୍କ କାମରେ ବାଧା ଦେବା ପାଇଁ ଚେଷ୍ଟା କରିବେ । କୌଣସି ଅଜଣା ଆଶଙ୍କା ଆପଣଙ୍କୁ ଚିନ୍ତିତ କରି ପାରେ । ସୁଖ ସୁବିଧାରେ ବୃଦ୍ଧି ହେବ । ଘରେ ଶୁଭ କିମ୍ବା ଧାର୍ମିକ କାମ ହେବ । ଆପଣଙ୍କ ଦଳର ସବୁଠାରୁ ବିରକ୍ତ ବ୍ୟକ୍ତି ହଠାତ ବୁଦ୍ଧହିମାନ ହୋଇ ଯିବେ ।

ବିଛା

bichha rashi

ଆଜି ଯଦି ଆପଣ କୌଣସି କଥା ପାଇଁ ଚିନ୍ତିତି ଅଛନ୍ତି ତାହେଲେ ତାହାକୁ ଶେୟାର କରନ୍ତୁ, ଏମିତି କରିବା ଦ୍ଵାରା ଆପଣଙ୍କୁ କେହି ଦୁର୍ବଳ ଭାବିବେ ନାହିଁ । ସାଙ୍ଗ ଏବଂ ପରିବାର ସଦସ୍ୟ ଆପଣଙ୍କୁ ଉତ୍ସାହ ଦେବେ । ନିଜ ପ୍ରିୟ ଲୋକଙ୍କ ଠାରୁ ଦୂରେଇ ରହିବା ବହୁତ କଷ୍ଟ ହେବ । ସାହସୀ ଲୋକଙ୍କ ସହିତ ସହଭାଗିତାରେ ଆଗକୁ ବଢନ୍ତୁ । ଲୋକ ଧ୍ୟାନ ଆପଣଙ୍କ ଆଡକୁ ଆକର୍ଷିତ ହେବ । ଅଫିରରେ ଦଳ ଭାବନାରେ କାମ କରିବେ ।

ଧନୁ

dhanu rashi

ଆଜି ଆପଣଙ୍କର ଆର୍ଥିକ ଚେଷ୍ଟା ଅସଫଳ ହୋଇ ପାରେ । ସାନ ମାନଙ୍କ ସଫଳତା ଦ୍ଵାରା ମନରେ ଖୁସି ରହିବ । କମ ଦିନ ପାଇଁ ଆପଣ ଥକା ଅନୁଭବ କରି ପାରନ୍ତି । ଜଣେ ଆଧ୍ୟାତ୍ମିକ ଶିକ୍ଷକ କିମ୍ବା କିଛି ଅନ୍ୟ ବୟସ୍କ ବ୍ୟକ୍ତି ଆପଣଙ୍କୁ ମାର୍ଗଦର୍ଶନ କରିବେ । ସୁଖ ସାଧନା ବଢିବ । ଲୋକ ମାନେ ଆପଣଙ୍କ ସାଥିଙ୍କ ସହିତ ଆପଣଙ୍କ ସମ୍ପର୍କକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରି ପାରନ୍ତି । ଆପଣଙ୍କର ସୁସ୍ଥ ଜୀବନ ଆପଣଙ୍କ ସାଥିଙ୍କୁ ଚାପ ଦେବ ।

ମକର

makar rashi

ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ । ନୂଆ ଯୋଜନା ଆକର୍ଷଣ କରିବ । ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ସମୟରେ ବହୁତ ମଜା ମସ୍ତି କରିବେ । ଆପଣଙ୍କ ପ୍ରେମ ସବନ୍ଧନ ଭଲ ହୋଇ ପାରେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ବହୁତ ଅନୁକୂଳ ଅଛି । ବନ୍ଧୁ ଏବଂ ସବନ୍ଧୀୟ ମାନଙ୍କ ସହିତ ହୋଇ ଥିବା ଭେଟ କାରଣରୁ ଖୁସି ହେବେ । ଆପଣଙ୍କ ପସନ୍ଦର କାମ ଏସଏସପିଏସଏନଏସଏନକେଏସ ଅପେକ୍ଷା ଠାରୁ ବହୁତ ଗୁନା ଅଧିକ ହେବ ।

କୁମ୍ଭ

kumbha rashi

ଆଜି ପରିବାର ଲୋକଙ୍କ ସହିତ ଏବଂ ବନ୍ଧୁ ମାନଙ୍କ ସହିତ ଭଲ ସମୟ ଅତିବାହିତ ହେବ । କିଛି ଲୋକଙ୍କ ପାଇଁ ପରିବାରରେ ଜଣେ ନୂଆ ବ୍ୟକ୍ତିଙ୍କ ଆବମାନ ପାଇଁ ଉତ୍ସବ ଏବଂ ପାର୍ଟି କରିବେ । ନୂଆ ପ୍ରେମ ସମ୍ପର୍କ ହେବାର ମଧ୍ୟ ସମ୍ଭାବନା ଅଛି । ଯଦି ଆପଣ କୌଣସି ପରିସ୍ଥିତିକୁ ଦେଖି ପଳାଇବେ ତାହେଲେ ତାହା ଆପଣଙ୍କ ପଛରେ ଖରାପ ଉପାୟରେ ଅନୁସରକ ଅକରିବେ । ଚୁପ ବସି ସମୟ ନଷ୍ଟ କରିବା ଅପେକ୍ଷା ଭଲ ହେଉଛି ଚୁପଚାପ କାମ କରିବା । ସୂର୍ଯ୍ୟଦେବଙ୍କ ଆରାଧନା ନିହାତି କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ହେବ ।

ମୀନ

mina rashi

ଏହି ରାଶିର ଲୋକ ଆଜି ନିଜ ଜିଭ ଉପରେ ନିୟତ୍ରଣ ରଖନ୍ତୁ କାରଣ ଆପଣଙ୍କ କଥା ବଡ ମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ପାରେ । ଆପଣଙ୍କ ଯୋଗ୍ୟତାରେ କୌଣସି କମି ନାହିଁ, ନିଜର ଆତ୍ମବିଶ୍ଵାସ ରଖନ୍ତୁ । ଆପଣଙ୍କର କଳାତ୍ମକ ଏବଂ ରଚନାତ୍ମକ କୌଶଳ ଲୋକଙ୍କ ପକ୍ଷକୁ ଆକର୍ଷିତ କରିବ । ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାର ଅପେକ୍ଷା ନିଜ ପରିବାରକୁ ଅଧିକ ପସନ୍ଦ କରିବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *