ଭାଇରାଲ୍ ହେଉଛି Rashmirekha ଓ Santosh ଙ୍କ ଶେଷ ଅଡିଓ କଲ୍, ଏହି କାରଣରୁ ହୋଇଥିଲା ପ୍ରବଳ ଝଗଡା, ଶୁଣନ୍ତୁ ଏହି Audio Recording…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ରଶ୍ମିରେଖା ଓଝା ଓ ସନ୍ତୋଷ ପାତ୍ର ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ରେ ଦୁହିଙ୍କର ଅଡିଓ କଲ ରେକର୍ଡ କରା ଯାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ତେବେ ରଶ୍ମିରେଖା ସନ୍ତୋଷଙ୍କୁ କହୁଛନ୍ତି କି ତୁ ସତରେ ବୀୟର ନେଇକି ଆସିଲୁ ନାଁ ଉତ୍ତରରେ ସନ୍ତୋଷ କହୁଛି ଗୋଟେ ସାରି ଆଉ ଗୋଟେ ବୀୟର ଚାଲିଛି ।

ପରେ ରଶ୍ମିରେଖା କହୁଛନ୍ତି କି ସତରେ ତୋତେ କଣ କହିବି ମୁଁ ନିଜେ ବି ଜାଣି ପାରୁ ନାହି । ସନ୍ତୋଷ କହୁଛି ରାଜା ମୋତେ ବ୍ଲକ କରି ଦେଇଛି ଏହାର କାରଣ କଣ ରଶ୍ମିରେଖା ପଚାରୁଛି । ଉତ୍ତର ରେ ସନ୍ତୋଷ କହୁଛି ମୁଁ ତାକୁ ପଚାରିବି କଣ ପାଇଁ ମୋତେ ବ୍ଲକ ମାରିଛି । କିନ୍ତୁ ରଶ୍ମିରେଖା କହୁଛି କି ଅଯଥାରେ କଣ ପାଇଁ ରାଜାକୁ କଳା କରୁଛୁ ।

ଅଯଥାରେ ଫୋନ କରି ବ୍ଳାଣ୍ଡର କରାଇବା କିଛି ଦରକାର ନାହି ବୋଲି ରଶ୍ମିରେଖା କହୁଛି । ସନ୍ତୋଷ କହୁଛି ମୁଁ ରାଜାକୁ ପଚାରିବି କେଉଁ କାରଣ ପାଇଁ ସେ ମୋର ଭୁଲ ବୁଝୁଛି । କିନ୍ତୁ ଏହାର ପ୍ରତିବାଦ କରି ରଶ୍ମିରେଖା କହୁଛି କି ଦରକାର ନାହି ତାକୁ କଲ କରିବା । ସେ ଲୋକ ଟା ଭଲ ନୁହେଁ ସେ ଗୋଟେ ପାଗଳ ତାର ମୁଣ୍ଡ ଠିକ ଠିକଣା ନାହି ବୋଲି ରଶ୍ମୀ କହୁଛି ସନ୍ତୋଷ କୁ । ଆହୁରି ମଧ୍ୟ ସନ୍ତୋଷ କହୁଛି ରାଜା ଯଦି ଭୁବନେଶ୍ବର ଆସିବ ତେବେ ମୋ ପାୱାର କଣ ସେ ଦେଖିବ ।

ଉତ୍ତର ରେ ରଶ୍ମିରେଖା କହୁଛି କିଏ କାହା ସହ ଲାଗିବ । ପରେ ରଶ୍ମିରେଖା ସରି କହିକି ଫୋନ କାଟିବାକୁ ସନ୍ତୋଷ କହୁଛି । ସନ୍ତୋଷ କହୁଛି ଭିଡିଓ କଳା ଆସୁଛି । ରାଜା ଓ ରଶ୍ମୀରେଖା ଭିତରେ କଣ ଚାଲିଛି ବୋଲି ପ୍ରଶ୍ନ କରୁଛି ସନ୍ତୋଷ । ଯାହାର ଉତ୍ତର ରେ ରଶ୍ମିରେଖା କିଛି ବି କହୁ ନାହି ।

ତେବେ ରାଜା ରଶ୍ମିରେଖା ଙ୍କୁ ସନ୍ତୋଷ ସହ କଥା ହେବା କାରଣରୁ ସନ୍ଦେହ କରୁଥିଲା ଯାହାର ଅଡିଓ କଲ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇଆରଳ ହେବା ପରେ ସ୍ପଷ୍ଟ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *