୫ ଲକ୍ଷ ସୁଝିବେ ଯାତ୍ରାପାର୍ଟି ଛାଡିବେ ଅଭିନେତ୍ରୀ Rani Panda, ଜାଣନ୍ତୁ କାହିଁକି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଚର୍ଚିତ ବିବାଦୀୟ ଆଇଟମ ଗାର୍ଲ ହେଉଛନ୍ତି ରାଣୀ ପଣ୍ଡା । ଯାହାଙ୍କ ନାମରେ କିଛି ନା କିଛି ବିବାଦ ବହୁ ସମୟରେ ଲାଗିଥାଏ । ଯେଉଁ କାରଣରୁ ରାଣୀ ପଣ୍ଡା ବହୁ ବାର ଚର୍ଚାର ପରିସର ଭୁକ୍ତ ସେ ହୋଇଛନ୍ତି । ତେବେ ରାଣୀ ପଣ୍ଡା ଏବେ ସୋସିଆଲ ମିଡିଆରେ ଏପରି କିଛି କହିଛନ୍ତି । ଯେଉଁଥିରେ ରାଣୀ ପଣ୍ଡା ଲେଖିଛନ୍ତି କି ନମସ୍କାର ଓଡିଶା ବାସୀ ।

ମୁଁ ହେଉଛି ଆପଣଙ୍କର ସୁଖ ଓ ଦୁଃଖର ସାଥି ଓ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ମୋର କିଛି ଅସୁବିଧା କାରଣରୁ ମୁଁ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ଛାଡିବି । ଏହା ସହିତ ଯାତ୍ରା ମାଲିକଙ୍କର ୫ ଲକ୍ଷ ୫୦ ହଜାର ଟଙ୍କା ବାକି ମଧ୍ୟ ଅଛି । ଯାହାକୁ ସବୁ ମୁଁ ଶୁଝିଦେବୀ । ଯାହା ରାଣୀ ପଣ୍ଡାଙ୍କର ଯାତ୍ରା ପ୍ରଶଂଶକ ମାନଙ୍କ ପାଇଁ ଏକ ଦୁଃଖ ଖବର ଆସିବା ପାଇଁ ଯାଉଛି । ତେବେ ସେହି କାରଣଟି ହେଉଛି ।

ରାଣୀ ପଣ୍ଡା କିଛି ଦିନ ମଧ୍ୟରେ ଯାତ୍ରା ଜଗତ ଛାଡିବା ପାଇଁ ଯାଉଛନ୍ତି । ତେବେ ରାଣୀ କାମ କରୁଥିବା ସ୍ଵର୍ଣ୍ଣ ମହଲ ଯାତ୍ରା ଜଗତରୁ ସେ ସବୁଦିନ ପାଇଁ ବିଦାୟ ନେବେ ବୋଲି କହିଛନ୍ତି । ତେବେ ରାଣୀ ଏପରି ମଧ୍ୟ କହିଛନ୍ତି । ସେ ଯାତ୍ରା ମାଲିକଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଶୁଝିକି ଯିବେ । ତେବେ ଏହା ପଛରେ ରାଣୀଙ୍କର କଣ ରହିଛି ପ୍ରକୃତ ଉଦ୍ଧେଶ ତାହା ସଠିକ ଭାବରେ କିଛି ଜଣା ପଡିନାହିଁ ।

ତେବେ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀ ପଣ୍ଡା ଯେଉଁଥିରୁ ସେ ବହୁ ଲୋକ ପ୍ରିୟତା ହାସଲ କରିପାରିଥିଲେ । ତାହା ପରେ ରାଣୀ ପଣ୍ଡାଙ୍କୁ ମିଳିଯାଇଥିଲା ଏକ ସ୍ଵତନ୍ତ୍ର ଓ ନୂଆ ପରିଚୟ । ଯାହାକି ବର୍ତ୍ତମାନ ସମୟରେ ଓଡିଶାର କୋଣ ଅନୁକୋଣରେ ରାଣୀ ପଣ୍ଡା କିଏ ଅବା ଜାଣିନାହିଁ । ସେହି ଯାତ୍ରା ଜଗତରୁ ନିଜର  ଇଚ୍ଛାରେ ବାହାରିଯିବେ ।

ତେବେ ରାଣୀ ପଣ୍ଡାଙ୍କୁ ଆଉ ଏକ ନୂଆ ଯାତ୍ରାରେ ଭଲ ଅଫର ମିଳିଯାଇଛି ବୋଲି ସେ ସ୍ଵର୍ଣ୍ଣ ମନ୍ଦିରକୁ ଛାଡି ଦେଉଛନ୍ତି ବୋଲି ଆଶଙ୍କା ରହିଛି । ତେବେ ଏହି ବିଷୟରେ ରାଣୀଙ୍କର ନିଜସ୍ୱ ପ୍ରତିକ୍ରିୟା ପରେ ହିଁ ସବୁ କିଛି ସ୍ପଷ୍ଠ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତାମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *