ରାଜ୍ୟ କର୍ମଚାରୀଙ୍କ ଆସିଗଲା ବଡ ଖୁସି ଖବର ! ରାଜ୍ୟ ସରକାର ନେଲେ ଏହି ବଡ ନିସ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଢିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଲେ । ସରକାରଙ୍କର ଅଧୀନରେ ଥିବା ସରକାରୀ ଓ ପେନସନ ଭୋଗୀ କର୍ମଚାରୀଙ୍କର ଭତ୍ତା ବଢିବାର ସୂଚନା ମିଳିଛି । ପ୍ରତ୍ଯେକଟି ବ୍ୟକ୍ତି ଯେଉଁ ମାନେ ନିଜର ପାଠ ଓ କଠିନ ଅଧ୍ୟବସାୟ ବଳରେ ନିଜ କ୍ଯାରିଅରକୁ ଗଢିଥାନ୍ତି । ସେହି ସବୁ ବ୍ୟକ୍ତି ବିଶେଷଙ୍କର ସରକାରୀ ଚାକିରି କରିବାର ବହୁତ ଇଛା ଶକ୍ତି ରହିଥାଏ ।

ତେଣୁ ସେମାନେ ନିଜର ପାଠ ଓ ବୁଦ୍ଧି ବଳରେ ନିଜ କୌଶଳ ଅନୁସାରେ ସରକାରୀ ଚାକିରି ଖଣ୍ଡେ ମିଳିବାର ଆଶା ରଖିଥାନ୍ତି । ଯେଉଁ ମାନେ ଆଜିର ବର୍ତ୍ତମାନ ସମୟରେ ସରକାରଙ୍କର ଅଧିକ ଭୁକ୍ତ ହୋଇ ସରକାରୀ ଚାକିରି କରିଛନ୍ତି । ଏହା ସହିତ ନିଜର ନିଜର ବହୁମୂଲ୍ୟ ସମୟ ଦେଇ ସରକାରୀ କାର୍ଯ୍ୟ ଗୁଡିକୁ ପରିଚାଳନା କରୁଛନ୍ତି ।ସେମାନଙ୍କର ପ୍ରାପ୍ୟ ଅନୁସାରେ ମାସିକ ଦରମା ରହିଥାଏ  ।

ଏହା ସହିତ ସେମାନଙ୍କର ଚାକିରି ସମୟ ସାରିବା ପରେ ପେନସନର ସୁବିଧା ମଧ୍ୟ ସରକାରଙ୍କର ତରଫରୁ ରହିଥାଏ । ତେଣୁ ବର୍ତ୍ତମାନ ସୂଚନା ମୁତାବକ ସରକାରଙ୍କର ଅଧିକ ଭୁକ୍ତ ସରକାରୀ ଚାକିରିଆ ଓ ପେନସନ ଉପଭୋଗୀମାନଙ୍କର ପେନସନ ଦରମା ବୃଦ୍ଧି କରାଯାଇଛି । ଏହି ଜରୁରୀ ଘୋଷଣାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେଥିପାଇଁ ସରକାରୀ କର୍ମକର୍ତ୍ତା ମାନଙ୍କର ୪ % ଅତିରିକ୍ତ ମହଙ୍ଗା ଭତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଛନ୍ତି ।

ଏଥିରେ ଉଭୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହୋଇପାରିବେ । ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା । ଓଡିଶା ସରକାରଙ୍କର ତରଫରୁ ଏହି ବିଶେଷ ଖବରର ସୂଚନା ମିଳୁଛି । ତେଣୁ ଏହି ଖବର ସରକାରଙ୍କର ଅଧୀନରେ ଥିବା କର୍ମକର୍ତ୍ତା ମାନେ ଶୁଣିବାକୁ ପାଇବା ପରେ ବହୁତ ହିଁ ଖୁସି ଅଛନ୍ତି । କାରଣ ତାଙ୍କର ଦୀର୍ଘ ଦିନର ପରିଶ୍ରମର ପାରିଶ୍ରମିକ ଫଳ ସେ ପେନସନ ଭାବେ ପ୍ରାପ୍ତ କରିଥାନ୍ତି ।

ତେଣୁ ବର୍ତ୍ତମାନ ସମୟରେ  ଯେଉଁ ମହଙ୍ଗା ଦରମା ବୃଦ୍ଧି ଖବରଟି ସାମ୍ନାକୁ ଆସିଛି । ତାହା ସମସ୍ତ ସରକାରୀ ଓ ପେନସନ ଭୋଗୀ କର୍ମକର୍ତ୍ତା ମାନଙ୍କ ପାଇଁ ବହୁତ ବଡ ଭଲ ଖବର କୁହାଯାଇପାରେ । ଯାହାକୁ ନିଜେ ମାନ୍ୟବର ମୁଖ୍ୟ ନବୀନ ପଟ୍ଟନାୟକ ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *