Interesting Odia Gk- କଣ ଆପଣ ଜାଣିଛନ୍ତି ଝିଅ ମାନଙ୍କର ଏମିତି କେଉଁ ଅଙ୍ଗ ଅଛି ଯାହା ପ୍ରତି 2 ମାସରେ ବଦଳିଥାଏ ?

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ ।

ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ଢଗ ଓ ତାର ଉତ୍ତର ବିଷୟରେ ।  ୧- ୧୦ ଟଙ୍କାରେ ଆପଣ ଏମିତି କଣ କିଣିଲେ ପୁରା ଘର ଫୁଲ ହୋଇଯିବ ?

ଉତ୍ତର- ଅଗରବତୀ । 

୨- ଏମିତି କିଏ ଅଛି ଯିଏ ଆମ ଘରର ସ୍ତ୍ରୀ ଙ୍କ ଆଗରେ ସିଟି ବଜାଇଥାଏ ତଥାପି ଆମେ ତାକୁ କିଛି କହି ନ ଥାଉ ?

ଉତ୍ତର- ପ୍ରେସର କୁକର ।

୩- ଏମିତି କେଉଁ କାମ କରିବା ପରେ ଝିଅ କୁମାରି ରୁହେ ନାହି ?

ଉତ୍ତର- ବିବାହ କରିବା ପରେ ।

୪- ବର୍ଷା ଋତୁରେ ୫ ଜଣ ମୋତି ଝିଅ ଗୋଟେ ଛୋଟିଆ ଛତା ନେଇ ବାହାରେ ବୁଲୁଥିଲେ । ସେହି ଛତା ସେହି ୫ ଜଣ ଝିଅଙ୍କ ପାଇଁ ବହୁତ ଛୋଟ ଥିଲା । ତଥାପି ଜଣେ ଝିଅ ଓଦା ହୋଇ ନ ଥିଲା କୁହ କେମିତି ?

ଉତ୍ତର- ବର୍ଷା ଋତୁ ଥିଲା କିନ୍ତୁ ବର୍ଷା ହେଉ ନ ଥିଲା ।

୫- ଏମିତି କେଉଁ କାମ ଅଛି ଯାହା ଆମେ ଭାରତରେ ଦୁଇ ଥର କରିପାରିବ ନାହି ?

ଉତ୍ତର- ଆଧାର କାର୍ଡ ।

୬- ଏମିତି କଣ ଅଛି ଯାହା ଖାଇବା ଆଗରୁ ଦେଖାଯାଏ ନାହି ?

ଉତ୍ତର- ଧୋକା ।

୭- ସଡକ ରେ ଗାଡି ନାହି, ଜଙ୍ଗଲରେ ଗଛ ନାହି। ସହର ରେ ଘର ନାହି । କୁହ କଣ ?

ଉତ୍ତର- ନକ୍ସା ।

୮- ବିଶ୍ଵାସ ରକ୍ତଦାନ ଦିବସ କେବେ ପାଳନ କାରଜାଏ ?

ଉତ୍ତର- ୧୫ ଜୁନ ।

୯- ଏହି ଚିତ୍ରରେ ଗୋଟେ ଝିଅ ଓ ଆଙ୍ଗୁଳି ରହିଛି । କୁହ ପରିବା ର ନାମ କଣ ?

ଉତ୍ତର- ଭେଣ୍ଡି ।

୧୦- ମାନି ନିଅନ୍ତୁ ଅଟେ ହାତୀ ପାଣିରେ ପଡିଗଲା, ତେବେ ହାତୀ କେମିତି ବାହାରକୁ ଆସିବ କୁହ ?

ଉତ୍ତର- ଓଦା ହୋଇକି ।

୧୧- ଭାରତର ରାଷ୍ଟ୍ରୀୟ ଗଛର ନାମ କଣ ?

ଉତ୍ତର- ବର ଗଛ ।

୧୨- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବ୍ରେକଫାଷ୍ଟ ପୂର୍ବରୁ ଖାଇପାରିବା ନାହି ?

ଉତ୍ତର- ଲଞ୍ଚ ବା ଡିନର ।

୧୩- ଦୁଇ ଜଣ ସୁନ୍ଦର ପୁଅ ଦୁଇ ଜଣ ଗୋଟେ ରଙ୍ଗର । ଯଦି ଜଣେ ଅଲଗା ହୋଇଯାଏ ତେବେ ଅନ୍ୟ କାମରେ ଆସିବା ନାହି । କୁହ କଣ ?

ଉତ୍ତର- ଜୋତା ବା ଚପଲ ।

୧୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଯିଏ ଯେତେ ବି ଖାଇଲେ ପେଟ ଭରେ ନାହି ?

ଉତ୍ତର- ବଚନ ।

୧୫- ଝିଅଙ୍କର ଏମିତି କେଉଁ ଅଙ୍ଗ ଅଛି ଯାହା ପ୍ରତେକ ୨ ମାସରେ ବଦଳିଥାଏ ?

ଉତ୍ତର- ଆଇବ୍ରୋ ।  

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *