ରାଜଧାନୀରେ ଲଭ ସେକ୍ସ ଆଉ ଧୋକା ! ସିରିଏଲ୍ ଅଭିନେତା M Suman Kumar ଙ୍କୁ ଅଟକ ରଖିଛି ପୋଲିସ

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି ।

ବର୍ତ୍ତମାନ ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ ।

ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି । ତେବେ ପ୍ରେମ ମାନେ ହିଁ ଆଜି କଳି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି । ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁ ପ୍ରଭାବ ପକାଇବ ।

ଆଜି କାଲି ର ୧୮ ବର୍ଷ ରୁ କମ ଅର୍ଥାତ ସାବାଳକ ମାନେ ମଧ୍ୟ ଶାରୀରିକ ସମ୍ପର୍କ ରଖି ନିଜର ବଦନାମ ହିଁ କରୁଛନ୍ତି ଏବଂ ଲଜ୍ୟା ଜନକ କାମ କରି ବସୁଛନ୍ତି । ତେବେ ବର୍ତ୍ତମାନ ର ବଡ଼ ଖବର ହେଉଛି ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ଗିରଫ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ ।

ଏହା ପରେ ଅଭିନେତା ଜଣଙ୍କୁ ପୋଲିସ ଗିରଫ କରିଛି ।  ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି । ହେଲେ ଗତ କିଛି ଦିନ ହେଲା ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଯୁବତୀ ଜଣକ ଏନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *