ରାଜଧାନୀ ଭୁବନେଶ୍ଵରରେ BMC ନାଁରେ ପାର୍କିଙ୍ଗ ପାଇଁ ଲୋକମାନଙ୍କଠାରୁ ମନଇଛା କରୁଛନ୍ତି ଫାଇନ, ଏମିତି ଠକଙ୍କୁ ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାଜଧାନୀ ଭୁବନେଶ୍ଵରରେ BMC ନାଁରେ ଗାଡି ପାର୍କିଙ୍ଗଙ୍କ ଠାରୁ ମନ ଇଛା ଫାଇନ କାଟୁଛନ୍ତି , ଫୋନପେ ମାଧ୍ୟମରେ ଟାଣୁଛନ୍ତି ମୋଟା ଅଙ୍କର ଟଙ୍କା । ହଁ ଦର୍ଶକବନ୍ଧୁ ଏହି ଭୁବନେଶ୍ଵର 2 ନମ୍ବର ମାରକେଟ୍ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଡିକୁ ଲକ୍ କରି ଫୋନପେ ମାଧ୍ୟମରେ ତାହା ଠାରୁ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।

ଏବେ  ସେହି ବ୍ୟକ୍ତିଜଣକ  BMC ର ଅଧିକାରୀମାନଙ୍କୁ ଖୋଜିଛନ୍ତି ଯଥା ଗାଡିର ଲକ୍ ଖୋଲିବା ପାଇଁ ଏହି ଘଟଣାକୁ ଦେଖୁଥିବା ସ୍ଥାନୀୟ ଲୋକମାନେ ମିଡିଆ ସାମନାରେ ତାଙ୍କ ପ୍ରତିକ୍ରିୟା ଜଣାଛନ୍ତି । ଲୋକମାନଙ୍କର କହିବା ଅନୁସାରେ ଠକ  BMC ଅଧିକାରୀ ବୁଲୁଛନ୍ତି ଯେଉଁମାନେ ଲୋକମାନଙ୍କ ଠାରୁ ମୋଟା ଫାଇନ କାଟୁଛନ୍ତି ।

ଏମାନେସରକାରୀ ଅଧିକାରୀ ନୁହନ୍ତି ଏହା ଏକ ବେସରକାରୀ ସଂସ୍ଥା ଯାହା ଜାନୁୟାରୀ ମାସରୁ ଏଭଳି ଭାବରେ ଲୋକମାନଙ୍କୁ ଠକୁଥିବା ଲୋକେ କହୁଛନ୍ତି । ଭୁବନେଶ୍ଵର ଯେକୋଣସି  ସ୍ଥାନରେ ଗାଡି ପାର୍କିଙ୍ଗ କରିବାକୁ ନେଇ ଲୋକେ ଡରୁଛନ୍ତି  । କାରଣ ସରକାରୀ ନିୟମ ଅନୁସାରେ ଅନୁଚିତ୍ ସ୍ଥାନରେ ଗାଡି ପାର୍କିଙ୍ଗ କଲେ ବ୍ୟକ୍ତିକୁ 50 ବା 60ଟଙ୍କା  ଫାଇନ ଦେବାକୁ ପଡିଥାଏ କିନ୍ତୁ ଏହି  BMC ଠକମାନେ ଲୋକମାନଙ୍କ ଠାରୁ 700 ଶହ ଟଙ୍କାର  ମୋଟା ଫାଇନ ନେଉଛନ୍ତି ।

ତେବେ ଜଣେ ମହିଳା କହୁଛନ୍ତି ସେ ତାଙ୍କ ଝିଅକୁ  ଟିଉସନ ଛାଡିବାକୁ ଆସିଥିଲେ କିନ୍ତୁ ହଠାତ  BMC  ଆସି ଗାଡିକୁ ଲକ୍ କରି ଫାଇନ ଦେବାକୁ କହିଥିଲା ମହିଳା ଜଣକ ଯେତେ କହିଲେ ବି ଶୁଣିଲା ନାହିଁ ମାତ୍ର ଏପର୍ଯ୍ୟନ୍ତ ଗାଡିକୁ ଖୋଲିବ ବ ଥିବାରୁ ସେ ବହୁତ ଚିନ୍ତିତ ବୋଲି କହୁଛନ୍ତି । ସେହିଭଳି ଜଣେ ଯୁବକ କୋଣସି କାରଣ ପାଇଁ 2 ନମ୍ବର ମାରକେଟ୍ ରୁ ଜିନିଷପତ୍ର ଆଣିବା ପାଇଁ ଗାଡି ପାର୍କ କରି ଆସିବା ବେଳକୁ ଗାଡିକୁ ଲକ୍ କରି ଫୋନପେ ଦ୍ଵାରା 700 ଶହ ଟଙ୍କା ଓ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବ୍ୟାଙ୍କ ସୂଚନା ନେଇଥିବା ଯୁବକଜଣକ କହୁଛନ୍ତି ।

ଯେବେ ଯୁବକ କହିଲେ ମୋ ଗାଡିର ଲକ୍ ଖୋଲ  ଫାଇନ ଚାଲାଣକରି କହିଲେ 4 ନମ୍ବର ବିଲ୍ଡିଂ କୁ ଯାଅ କିନ୍ତୁ ସେଠାରେ କିଏ ନ ଥିବା ଯୋଗୁଁ ଯୁବକଙ୍କ ମଝି ରାସ୍ତାରେ ଅଟକିଯାଇଛନ୍ତି  । ତେଣୁ  BMC ଠକଙ୍କ ଠାରୁ ସାବଧାନ ରୁହନ୍ତୁ ଓ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *