ରାହୁଲ ପାଖକୁ ଫେରିଲେ ହରପ୍ରିୟା, ସେଦିନ ପରୀକ୍ଷା ପରେ କାର୍ ରେ ବସି ଚାଲିଯାଇଥିଲେ କେଉଁଆଡେ…ରାହୁଲ କହିଲେ ମୋ ପେଚୁ ମତେ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ । ହରପ୍ରିୟା କଲେଜରେ ପାଠ ପଢୁଥିଲେ ଆଉ ରାହୁଲ ତାଙ୍କୁ ସପୋର୍ଟ ବି କରୁଥିଲେ ।

ହେଲେ ବନ୍ଧୁଗଣ ଗତ କିଛି ଦିନ ତଳେ ହରପ୍ରିୟା ପରୀକ୍ଷା ଦେବା କଥା କହି କଲେଜ ଯାଇଥିଲେ ଆଉ ତାଙ୍କୁ ରାହୁଲ ନେଇ ଛାଡି ଥିଲେ । କଲେଜରେ ଆଣିବାକୁ ଯିବା ସମୟରେ ରାହୁଲ ଦେଖିଥିଲେ ହରପ୍ରିୟା ଗୋଟେ କାରରେ ବସି ଆଉ କାହା ସହ ଚାଲି ଯାଉଥିବାର ଦୃଶ୍ୟ । ବନ୍ଧୁଗଣ ହରପ୍ରିୟା କାହା ସହ କାରରେ ବସି ଯାଇଥିଲେ ତାହା ବିଷୟରେ ସେ ଜାଣି ନଥିଲେ ।

ଏହା ପରେ ରାହୁଲ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ । ଦିନ ରାତି ନିଜ ସ୍ତ୍ରୀର ଫଟୋ ଦେଖି ଭୋ ଭୋ ହୋଇ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ରାହୁଲ ଓ ହରପ୍ରିୟା ଏକାଠି ହୋଇଯାଇଛନ୍ତି । ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକାରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମହା ମିଳନର ଏ ହେଉଛି ମହା ଦୃଶ୍ୟ । ଯେଉଁ ସ୍ତ୍ରୀ ଛାଡି ଚାଲି ଯାଇଥିଲେ ସେ ଏବେ ପୁଣି ଫେରିଛନ୍ତି । ଆଉ ବାଇକରେ ବସେଇ ତାଙ୍କୁ ରୋହିତ ଏବେ ତାଙ୍କ ଘରକୁ ନେଇଯିବେ । ଏବେ ପୁଣି ତାଙ୍କ ଖୁସିର ସଂସାର ସେ ଫେରି ପାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ । ସତ୍ୟବାନଙ୍କ ପାଖକୁ ଆଜି ଫେରିଛି ସାବିତ୍ରୀ ,। ହରପ୍ରିୟାଙ୍କୁ ରାହୁଲ ବାଇକରେ ନେଇ ପଳେଇ ଯାଇଛନ୍ତି ।

ରାହୁଲ-ହରପ୍ରିୟା ମହାମିଳନ ଦୃଶ୍ୟର ଭିଡିଓ ଏବେ ସାରା ଓଡିଶାରେ ଭାଇରାଲ ହେବାରେ ଲାଗିଛି । ତେବେ କିଭଳି ଏହି ସ୍ତ୍ରୀଟି ନିଜ ସ୍ଵାମୀ ପାଖକୁ ଫେରିଛି ଆଉ କଣ ଘଟିଛି ଏତେ ଦିନ ଭିତରେ ଏ ସବୁ ଖୁଲାସା ହେବାକୁ ଅଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.