ହଠାତ Live ଆସି ରାଗିଗଲେ Rani Panda, Sonali କୁ ନେଇ କହିଲେ ‘ଏମିତି ଝିଅଙ୍କୁ ବିଚ ରାସ୍ତାରେ ଲଙ୍ଗଳ କରି ବାଇଡଙ୍କ ଲଗେଇ…’ ପୁରା ଭିଡିଓ ଦେଖିଲେ କରିବେ ପ୍ରଶଂସା !

ବନ୍ଧୁଗଣ, ବହୁ ଚର୍ଚ୍ଚିତ ମାମଲା ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ନେଇ ବର୍ତ୍ତମାନ ଅଭିନେତ୍ରୀ ରାନୀ ପଣ୍ଡା ନିଜର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଏହିଭଳି କିଛି ବଦମାସ ଝିଅ ମାନଙ୍କୁ ନେଇ ରୋଡ ଉପରେ ଉଳଘ୍ନ କରିବ ବାଇଡଙ୍କ ବହେ ଲଗାଇବ । ଆସନ୍ତୁ ଏବେ ଜାଣିବା ବିସ୍ତାର ଭାବରେ ଯେ ରାନୀ ଏହିଭଳି ଝିଅ ତଥା ପୁଅ ମାନଙ୍କ ସମ୍ବନ୍ଧରେ କଣ କହିଛନ୍ତି ? ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଯେ, ଆକଚୁଆଲି ଏଇ ଟାଇପ ର କିଛି ଝିଅ ମାନଙ୍କୁ କ’ଣ ଦରକାର ?

ଯେଉଁମାନେ ଏହିଭଳି କାମ କରନ୍ତି, ଗୋଟେ ମା’ ଠାରୁ ଗୋଟେ ପୁଅ କୁ ଛଡାଇ ନିଅନ୍ତି, ଗୋଟେ ଭଲ ପାଇବାର ମହତ୍ଵ ବୁଝନ୍ତି ନାହିଁ । ସେ ପୁଅ ହେଉ କି ଝିଅ ହେଉ ! ମାତ୍ର ଗୋଟେ ପୁଅ ମଧ୍ୟ ଯଦି ଭଲ ପାଇବାର ମହତ୍ଵ ବୁଝୁ ନାହିଁ, ଗୋଟେ ଝିଅ ର ଜୀବନ ସହିତ ଖେଳିକି ତାକୁ ଛାଡି ଦଉଛି ।

ସେହିଭଳି ପୁଅ ଏବଂ ଏହିଭଳି ଝିଅ ଙ୍କୁ ଉଳଘ୍ନ କରିବ ବାଇଡଙ୍କ ବହେ ଲଗାଇ ଠିଆ କରାଇ ଦବ ଜା ଟୋଟାଲ ଯୀଶୁ ଖ୍ରୀଷ୍ଟ ଭଳି ଛିଡା କରାଇ ଦବ ମୋ ମତରେ । ଆଉ ଯାଉ ମାନଙ୍କ ର ଅତି ଉଠୁଛି ଯେଉଁମାନେ ରେପ କରୁଛନ୍ତି, ସେମାନଙ୍କୁ କ’ଣ କରିବ ଗୋଡହାତ ବାନ୍ଧିଦେବ ଟୋଟାଲ ତାଙ୍କ ପୁରୁଷତ୍ଵ କୁ କାଟି ଉଡାଇ ଦବ ଆଉ ଥିବ ନା ଆଉ କରୁଥିବେ ଏଭଳି ଅପରାଧ ।

 

ମାତ୍ର ଏମିତି ହଉନି ନା ସେଥିପାଇଁ ସେମାନଙ୍କ ର ଚଉଡା ହେଉଜାଉଛି । ପୁଅ ହୁଅନ୍ତୁ କି ଝିଅ, କିଛି ଝିଅ ଙ୍କର ପଇସା ପ୍ରବଳ ଦରକାର । ଯେଉଁଠି ଭଲ ପଇସା ସେଇଠି ସେମାନେ । ମାତ୍ର ଭଲପାଇବା ର କଦର କରନ୍ତି ନାହିଁ ସେହିଭଳି କିଛି ପୁଅ ମଧ୍ୟ ଅଛନ୍ତି ଗୋରା ଚମଡା, ସାଇଜିଆ ଝିଅ ହେଇଥିବ ଖାଲି ଆମେ ଗୁଲୁ ଗୁଲୁ ହୋଇ ତାଙ୍କୁ ଛାଡିଦେବୁ ।

ଝିଅ ମଧ୍ୟ ହାର୍ଟଲି ଭଲ ପାଇଯାଇଥିବ ପୁଅ କୁ, ଠିକ ଟାଇମ ରେ ଦାନା ଦେଇ ତାକୁ ଛାଡିଦେବ । ଏଣୁ ଝିଅ ର ଭୁଲ ଅଛି ପୁଅ ର ଭୁଲ ଅଛି । ତେବେ ବନ୍ଧୁଗଣ ରାନୀ ପଣ୍ଡା ଙ୍କର ଏଭଳି ମନ୍ତବ୍ୟ ଆପଣ ମାନଙ୍କୁ କେତେ ଦୂରେ ସଠିକ ଲାଗୁଛି ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *