ରାଜଧାନୀରୁ ଆସିଲା ଏମିତି ସାଙ୍ଘାତିକ ଅଭିଯୋଗ ! ଝିଅଟି ଯାହା କହୁଛି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପ୍ରେମ ଆଉ ଧୋକା ଏକ ପ୍ରକାର ର ସାଧାରଣ ଜିନିଷ ହୋଇ ଗଲାଣି । ଆଜି ର ପିଢ଼ି ପ୍ରେମ କୁ ଏକ ପ୍ରକାର ର କଳଙ୍କିତ କରି ସାରିଲେଣି ସେମାନେ କେବଳ ନିଜ ଦେହ ର ଖୁସି କୁ ମେଣ୍ଟାଇବା ପାଇଁ ରିଲେସନ ରେ ରହୁଛନ୍ତି । ଯଦି ନିଜର ଇଚ୍ଛା ପୂର୍ଣ୍ଣ ନ ହେଲା ତେବେ ମର୍ଡର ନ ହେଲେ ଭିଡିଓ ଭାଇରାଲ କରିବାର ଧମକ । ତେବେ ଏହା ଯୋଗୁଁ ଅନେକ ଆତ୍ମହତ୍ୟା ମଧ୍ୟ କରୁ ନେଉଛନ୍ତି ।


ତେବେ ବର୍ତ୍ତମାନ ଫୁଣି ଏକ ଝିଅ ନିଜ ପ୍ରେମିକ ର ଧୋକା ର କାହାଣୀ କୁ ବର୍ଣ୍ଣନା କରିଛି । ତେବେ ଆସନ୍ତୁ ଶୁଣିନେବା ସେହି ଝିଅ କଣ କହିଛି । ତେବେ ସେହି ଝିଅ ର କହିବା କଥା କି ଅଢେଇ ବର୍ଷ ହେବ ଆମର ରିଲେସନସିପ୍‌ ଥିଲା । ସିଏ ମତେ ଭଲପାଉଥିଲେ ଆଉ ବାହା ହେବେ ବୋଲି କହିଲେ । ହେଲେ ମୁଁ ପରେ ଜାଣିଲି ସେ ମ୍ୟାରେଡ୍‌ । ଆଉ ତାଙ୍କର ନୋଟାରୀ ଡିଭୋର୍ସ ହେଇଛି ।

ସେଥିପାଇଁ ମୁଁ ଟିକେ ଆଡଛାଡ ହେଲି । ମୋ ବୟଫେଣ୍ଡ ମତେ ପୁଣି ବାହା ହେବ ବୋଲି କହିଥିଲା । ମୋ ସାଙ୍ଗରେ ରିଲେସନ୍ ବି ରଖିଲା । କିନ୍ତୁ ଘରେ ବାହାଘର କଥା ଆଦୌ କହିଲାନି । ଶେଷରେ ତା ପାଖକୁ ମୁଁ ଗଲିନି । ସେ ପ୍ରତିଶୋଧ ପରାୟଣ ହୋଇ ମୋ ଭିଡିଓ ଭାଇରାଲ କରିଛି । ମୁଁ ପୁତୁରା ଫୋନକୁ ମୋ ଭାଇରାଲ ଭିଡିଓ ପଠାଉଥିଲା ।

ତେବେ ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଲଭସେକ୍ସଧୋକାର ଏ ଅଜବ ଘଟଣା । ଉପର ବର୍ଣ୍ଣିତ କଥା ପୀଡିତା ଗଣମାଧ୍ୟମକୁ କହିଛନ୍ତି । ପୁଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକ ଢେଙ୍କାନାଳର ଶିତେସ କୁମାର ପ୍ରଧାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଶୀତେଶ କୁମାର ପ୍ରଧାନଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ ।


ଅଭିଯୋଗ ଅନୁସାରେ ସିତେଶ ଅଢ଼େଇ ବର୍ଷ ହେବ ସମ୍ପୃକ୍ତା ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ । ସିତେଶ ବିବାହିତ ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସଂପର୍କ କାଟି ଦେଇଥିଲେ । ତେବେ ସଂପର୍କ କାଟିବାରୁ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲକୁ ଭାଇରାଲ କରି ଦେଇଥିଲା ପ୍ରେମିକ ଶିତେଶ । । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *