ରାମାୟଣ 15+ ପ୍ରଶ୍ନ ଓ ଏହାର ଉତ୍ତର । ପ୍ରଶ୍ନ – ଦଶରଥ ଙ୍କର ଏକ ମାତ୍ର କନ୍ୟା ଙ୍କର ନାମ କଣ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କିଏ ଗୋଟେ ଗୋଡ ରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ଯାଏଁ ପ୍ରାର୍ଥନା କରିଥିଲେ ?

ଉତ୍ତର- ବିଭୀଷଣ । 

2- ସେହି ଭାଲୁ ଟିର ନାମ କଣ ଯାହାକୁ ବ୍ରହ୍ମା ନିଜ ପାଟି ମାଧ୍ୟମରେ ଜନ୍ମ କରିଥିଲେ ?

ଉତ୍ତର- ଜାମ୍ବବାନ । 

3- କେଉଁ ରୁଷି ରାମଚନ୍ଦ୍ର ଙ୍କୁ ବନବାସ ନ ପଠେଇବା ପାଇଁ ଚେଷ୍ଟା କରିଥିଲେ ?

ଉତ୍ତର- ଯାବାଳି । 

4- ରାମାୟଣ କିଏ ରଚନା କରିଥିଲେ ?

ଉତ୍ତର- ମହର୍ଷି ବାଲ୍ମୀକି । 

5- ଅଜୋଧ୍ୟା ନଗରି କିଏ ସ୍ଥାପନ କରିଥିଲେ ?

ଉତ୍ତର- ମନୁ । 

6- ଦଶରଥ ପୂର୍ବ ଜନ୍ମ ରେ କେଉଁ ରୁଷି ଥିଲେ ?

ଉତ୍ତର- କଶ୍ୟପ ରୁଷି । 

7- ମନ୍ଥରା କାହିଁକି ଜନ୍ମଗ୍ରହଣ କରିଥିଲେ ?

ଉତ୍ତର- ରାମଙ୍କୁ ବନକୁ ପଠେଇବା ପାଇଁ । 

8- ଅଯୋଧ୍ୟା ନଗରି କେଉଁ ଠାରେ ଅବସ୍ଥିତ ?

ଉତ୍ତର- ସରଜୁ ନଦୀ କୂଳରେ । 

9- ଶ୍ରବଣ କୁମାରଙ୍କୁ କିଏ ଶବ୍ଦ ଭେଦି ବାଣ ପ୍ରୟୋଗ କରିଥିଲେ ?

ଉତ୍ତ- ଦଶରଥ । 

10- ଅନ୍ଧ ମୁନି ଦଶରଥଙ୍କୁ କେଉଁ ଅଭିଶାପ ଦେଇଥିଲେ ?

ଉତ୍ତର- ପୁତ୍ରମୁଖ ନ ଦେଖି ମୃତ୍ୟୁବରଣ କରିବେ । 

11- ଲକ୍ଷ୍ମଣ କାହାକୁ ବିବାହ କରିଥିଲେ ?

ଉତ୍ତର- ଊର୍ମିଳା ଙ୍କୁ । 

12- ରାମଚନ୍ଦ୍ର କେଉଁ ବାର ରେ ଜନ୍ମ ହୋଇଥିଲେ ?

ଉତ୍ତର- ମଙ୍ଗଳବାର । 

13- ଶ୍ରୀ କୃଷ୍ଣ ଙ୍କର ବାହନ ଗରୁଡଙ୍କର ପୁତ୍ର କିଏ ?

ଉତ୍ତର- ଜଟାୟୁ । 

14- ଦଶରଥ ଙ୍କର ଏକ ମାତ୍ର କନ୍ୟା ଙ୍କର ନାମ କଣ ?

ଉତ୍ତର- ଶାନ୍ତା । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *