ଗାନ୍ଧାରୀ କାହିଁକି ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିଲେ ? ମହାଭାରତ ସମ୍ବଧିତ 20+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କର୍ଣ୍ଣ ଅସ୍ତ୍ର ଶସ୍ତ୍ର ଓ ବ୍ରହ୍ମାସ୍ତ୍ର ଶିକ୍ଷା କେଉଁ ଠାରୁ ପାଇଥିଲେ ?

ଉତ୍ତର- ପର୍ଶୁରାମ ଙ୍କ ଠାରୁ । 

2- ଯୁଧିଷ୍ଠିର କେତେ ବର୍ଷ ରାଜ୍ୟ ଶାସନ କରିଥିଲେ ?

ଉତ୍ତର- 36 ବର୍ଷ । 

3- ଶାମ୍ବ କୁ ନାରୀ ବେସ କିଏ କରିଥିଲେ ?

ଉତ୍ତର- ଯାଦବ ଯୁବକ ମାନେ । 

4- ଲୌହ ମୁଷଳ ଦ୍ଵାରା କେଉଁ ବଂଶ ବିନାଶ ହେବ ବୋଲି ରୁଷୀ ମାନେ କହିଥିଲେ ?

ଉତ୍ତର- କୃଷ୍ଣିକ, ଅନ୍ଧକ ଓ ଯାଦବ । 

5- ଶ୍ରୀକୃଷ୍ଣ କେଉଁ ଠାରେ ଦେହ ତ୍ୟାଗ କରିଥିଲେ ?

ଉତ୍ତର- ଶିଆଳି ଲତା ତଳେ । 

6- ଶ୍ରୀ କୃଷ୍ଣ ଙ୍କ ପାଦ କୁ ଏକ ମୃଗ ବୋଲି ଭାବି କିଏ ତାଙ୍କୁ ଶରବିଦ୍ଧ କରିଥିଲେ ?

ଉତ୍ତର- ଜାର ଶବର । 

7- ବସୁଦେବଙ୍କର ଚାରି ପତ୍ନୀଙ୍କର ନାମ କଣ ଥିଲା ?

ଉତ୍ତର- ଦେବକୀ, ଭଦ୍ରା, ରୋହିନୀ, ମଦିରା । 

8- ସଂସ୍କୃତ ଭାଷାରେ ମହାଭାରତ ରଚନା କିଏ କରିଥିଲେ ?

ଉତ୍ତର- ବ୍ୟାସଦେବ । 

9- ଓଡିଆ ମହାଭାରତର ରଚୟିତା କିଏ ?

ଉତ୍ତର- ଶାରଳା ଦାସ । 

10- ଗାନ୍ଧାରୀ କେଉଁ ରାଜାଙ୍କର କନ୍ୟା ?

ଉତ୍ତର- ରାଜା ସୁବଳ । 

11- ଭୀମସେନ କୁ କେଉଁ ବିଷ ଦିଆ ଯାଇଥିଲା ?

ଉତ୍ତର- କାଳକୂଟ । 

12- ସୁରଭି କାହାର କନ୍ୟା ?

ଉତ୍ତର- ଦକ୍ଷ ପ୍ରଜାପତି । 

13- ବିଦ୍ୟା, ବୁଦ୍ଧି ଓ ବୟସରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି କିଏ ଥିଲେ ?

ଉତ୍ତର- ପିତାମହ ଭୀଷ୍ମ । 

14- ଯୁଧିଷ୍ଠିରଙ୍କ ମତରେ ଧର୍ମର ସଜ୍ଞା କଣ ?

ଉତ୍ତର- ପୂର୍ବ ପୁରୁଷଙ୍କ ଆଚରିତ କର୍ମ ହିଁ ଧର୍ମ । 

15- ଜରାସନ୍ଧ କେଉଁ କେଉଁ ଦେଶର ରାଜା ଥିଲେ ?

ଉତ୍ତର- ମଗଧ । 

16- ଅଶ୍ଵଥମା ପ୍ରେରିତ ବ୍ରମ୍ହାସ୍ତ୍ର କେଉଁ ଠାରେ ପଡିଥିଲା ?

ଉତ୍ତର- ଅଭିମନ୍ୟୁ ଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ । 

17- କର୍ଣ୍ଣଙ୍କର ପୁତ୍ରଙ୍କର ନାମ କଣ ?

ଉତ୍ତର- ବୃଷସେନ । 

18- ବୃଷସେନ ଙ୍କୁ କିଏ ବଦ୍ଧ କରିଥିଲେ ?

ଉତ୍ତର- ଅର୍ଜୁନ । 

19- ଅର୍ଜୁନ କେଉଁ ଅସ୍ତ୍ରରେ କର୍ଣ୍ଣଙ୍କର ସିର ଛେଦନ କରିଥିଲେ ?

ଉତ୍ତର- ଅଞ୍ଜଳିକ ନାମକ ଦିବ୍ୟ ଅସ୍ତ୍ର ।

20- ପିତାମହ ଭୀଷ୍ମ କେବେ ଇଚ୍ଛା ମୃତ୍ୟୁ ବରଣ କରିଥିଲେ ?

ଉତ୍ତର- ମାଘମାସ ଶୁକ୍ଳପକ୍ଷ ।

21- ଗାନ୍ଧାରୀ କାହିଁକି ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିଲେ ?

ଉତ୍ତର- ଧୃତରାଷ୍ଟ୍ର ଅନ୍ଧ ଥିବାରୁ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *