ପୁତ୍ର ପ୍ରାପ୍ତି ପାଇଁ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20+ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।

୧.ମହାଭାରତ ରେ ଲେଖା ଅଛି ଯେ ଯେଉଁ ବ୍ୟକ୍ତି କୁକୁର ପାଳି ଥାଆନ୍ତି ତାକୁ ସ୍ୱର୍ଗ ରେ ଜାଗା ମିଳି ନ ଥାଏ।

୨.ପୁତ୍ର ପ୍ରାପ୍ତି ର କାମନା ରଖୁଥିଲେ ମହିଳା ମାନଙ୍କ ର ଋତୁ ସ୍ନାତା ହେବାର ଅଷ୍ଟମ ଦିନ , ଦଶମ ଦିନ କିମ୍ବା ଦ୍ଵାଦଶ ଦିନ ରେ ପତ୍ନୀ ଙ୍କ ସହିତ ସହବାସ କରନ୍ତୁ।

୩.ଯଦି ଆପଣଙ୍କ ଶରୀର ର କୌଣସି ସ୍ଥାନ ରେ ପବନ ଅଟକି ଥାଏ କିମ୍ବା ରକା ପଶିଥାଏ ତେବେ କୌଣସି ପ୍ରକାର ଔଷଧ ସେବନ କରନ୍ତୁ ନାହିଁ ବରଂ ଗୋଟିଏ ରସୁଣ ନେଇ ତାହାକୁ ଛେଚି ସେଥିରେ କିଛି ସନ୍ଧ୍ୟବ ଲବଣ ମିଶାଇ ଏକ କନା ରେ ବାନ୍ଧି ଦିଅନ୍ତୁ।ଏବଂ ସେହି କନା କୁ ନେଇ ନିଆଁ ଉପରେ ରଖି ଗରମ କରି ୮ ରୁ ୧୦ ଥର ପବନ ଅଟକି ଥିବା ଜାଗା ରେ ସେକ ଦେବା ଦ୍ୱାରା ସମ୍ପୂର୍ଣ୍ଣ ଭଲ ହୋଇଥାଏ।

୪.କେବେ ମଧ୍ୟ କାହାର ପୁସ୍ତକ ଚୋରି କରିବା ଉଚିତ ନୁହେଁ କାରଣ ପୁସ୍ତକ ଚୋରି କରିବା ଦ୍ୱାରା ସାତ ଜନ୍ମ ପର୍ଯ୍ୟନ୍ତ ମୂର୍ଖ ହୋଇ ଜନ୍ମ ହୋଇଥାନ୍ତି।ଏବଂ ଗାଲ ରେ କେବେ ମଧ୍ୟ ହାତ ଦେଇ ବସନ୍ତୁ ନାହିଁ କାରଣ ଏହା ଦ୍ୱାରା ଅଶୁଭ ମାଡି ଆସିଥାଏ।

୫.ଯେଉଁ ମାନଙ୍କର କନ୍ୟା ନାହିଁ ଓ ସେମାନେ କନ୍ୟା ଦାନ କରିବା ର ପୁଣ୍ୟ ପାଇବାକୁ ଚାହୁଁଛନ୍ତି ତେବେ ବର ଗଛ ଓ ଅଶ୍ୱତ୍ଥ ଗଛ କୁ ବିବାହ କରନ୍ତୁ।ଏହା ଦ୍ବାରା ଆପଣଂକୁ ଶହେ ଗୁଣ ଅଧିକ ପୁଣ୍ୟ ମିଳିବ।

୬.ପ୍ରଚଣ୍ଡ ଖରାରେ କେବେ ମଧ୍ୟ ବୁଲିବେ ନାହିଁ , ଶବ ଦାହବର ଧୂଆଁ ଅଧିକ ସମୟ ସେବନ କରିବେ ନାହିଁ ଏବଂ ନିଜ ଠାରୁ ଅଧିକ ବୟସ ର ନାରୀ କୁ କେବେ ମଧ୍ୟ ପ୍ରେମ କରିବେ ନାହିଁ କାରଣ ଏ ସବୁ କରିବା ଦ୍ୱାରା ଆୟୁସ କମିଥାଏ।

୭.ନିଜ ଘରେ ଶୋଇବା ସମୟ ରେ ସବୁବେଳେ ପୂର୍ବ ଦିଗ କୁ ମୁଣ୍ଡ କରି ଶୁଅନ୍ତୁ।ଏହା ଦ୍ବାରା ଆପଣଂକୁ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ।କିନ୍ତୁ ଶଶୁର ଘରେ ସବୁବେଳେ ଦକ୍ଷିଣ ଦିଗ କୁ ମୁଣ୍ଡ କରି ଶୋଇବା ଉଚିତ। ଏବଂ ବିଦେଶ ଯାତ୍ରା କରୁଥିବା ସମୟ ରେ ପଶ୍ଚିମ କୁ ମୁଣ୍ଡ କରି ଶୁଅନ୍ତୁ।

୮.ମହିଳା ମାନେ ଗର୍ଭବତୀ ଥିବା ସମୟ ରେ କେବେ ଟିଭି ରେ ବିଭତ୍ସ ଦୃଶ୍ୟ ଦେଖିବା ଉଚିତ ନୁହେଁ କିମ୍ବା କୌଣସି ଭୁତ ପ୍ରେତ ଦେଖିବା ଉଚିତ ନୁହେଁ କାରଣ ଏହା ଦ୍ବାରା ଆପଣଂକର ସନ୍ତାନ ବିକଳାଙ୍ଗ ଓ ବିକୃତ ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *