ଯେତେବେଳେ ସମସ୍ତଙ୍କ ସାମ୍ନାରେ Bollywood ର ଏହି 4 ଜଣ ହିରୋଇନ ଙ୍କ ସହ ପବ୍ଲିକ କରିଲେ କିଛି ଏମିତି….

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡର ନାମ କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ବହୁତ ଶୁଣିବାକୁ ମିଳୁଛି । ସମଗ୍ର ବିଶ୍ୱରେ ବର୍ତ୍ତମାନ ବଲିଉଡ ନିଜର ଏକ ସ୍ୱତନ୍ତ୍ର ନାମ କରିପାରିଛି । ଏହା ସମ୍ଭବ ହୋଇ ପାରିଛି କେବଳ ବଲିଉଡ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ନିଜର ଚମତ୍କାର ଅଭିନୟ ଦ୍ୱାରା ସେମାନେ ଆଜି ବଲିଉଡ କୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛନ୍ତି । ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ ଆମ ଦେଶ ଭାରତ ରେ ନାରୀ ମାନଙ୍କୁ ବହୁତ ସମ୍ମାନ ଦିଆ ଯାଇଥାଏ ।

କିନ୍ତୁ ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ ଦେଶ ରେ ପୁଅ ମାନେ ଝିଅ ମାନଙ୍କ ସହିତ ଅଭଦ୍ର ବ୍ୟବହାର କରିବା ମଧ୍ୟ ଏକ ସାଧାରଣ କଥା । ତେବେ ଏହା କେବଳ ସାଧାରଣ ଝିଅ ମାନଙ୍କ ସହିତ ହୋଇ ନାହିଁ । ଏହା ବଲିଉଡ ର ଅନେକ ଅଭିନେତ୍ରୀ ମାନଙ୍କ ସହିତ ମଧ୍ୟ ହୋଇ ସାରିଛି । ସେମାନେ ଯେତେ ସୁରକ୍ଷା ବଳୟ ରେ ଥିଲେ ମଧ୍ୟ ତାଙ୍କ ସହିତ ଏପରି ଅଭଦ୍ରାମି ହୋଇ ଯାଇଛି ।

ଯେତେବେଳେ ଅଭିନେତ୍ରୀ ମାନେ ନିଜ ଫ୍ୟାନ ମାନଙ୍କ ଗ୍ରହଣ ରେ ଥାଆନ୍ତି ସେତେବେଳେ କିଛି ଲଫଙ୍ଗା ମାନେ ତାଙ୍କୁ ଦେଖି ଅଟେ ଉତ୍ସାହିତ ହୋଇ ଯାଇଥାନ୍ତି ଯେ ଜଣା ଅଜଣା ରେ ବହୁତ ଖରାପ କାମ କରି ବସିଥାନ୍ତି ଯାହା ଵିଷୟ ରେ କେହି ଚିନ୍ତା ମଧ୍ୟ କରି ନ ଥାନ୍ତି । ଅନେକ ଥର ଏହି ଅଭିନେତ୍ରୀ ମାନଙ୍କୁ ଲୋକ ମାନେ ଭିଡ଼ ରେ ଜବରଦସ୍ତି ଛୁଇଁ ବାକୁ ଚେଷ୍ଟା କରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ଅଭିନେତ୍ରୀ ମାନଙ୍କ ଵିଷୟ ରେ ଆଲୋଚନା କରିବାକୁ ଯାଉଛୁ ଯେଉଁମାନେ ଏହି ଭଳି ପରିସ୍ଥିତି ର ସାମ୍ନା କରିସାରିଛନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ ଜାଣିବା ।

୧.କ୍ୟାଟ୍ରିନା କେଫ୍-ବନ୍ଧୁଗଣ ୨୦୧୫ ମସିହା ରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ପଶ୍ଚିମବଙ୍ଗ ରେ ଏହି ପରି ଅଭଦ୍ରାମି ର ଶିକାର ହୋଇଥିଲେ । ଯେତେବେଳେ ସେ ଦୁର୍ଗା ପୂଜା ଦେଖିବାକୁ ଯାଇଥିଲେ ଓ ଦେଖିସାରି ଯେତେବେଳେ ସେ ପୂଜା ମଣ୍ଡପ ରୁ ଫେରୁ ଥିଲେ ସେତେବେଳେ ତାଙ୍କୁ ଦେଖିବା ପାଇଁ ବହୁତ ଭିଡ ଜମା ହୋଇଥିଲା । ଏହା ମଧ୍ୟ ରେ କିଛି ଲୋକ ତାଙ୍କୁ ଭୁଲ ଢଂଗ ରେ ଛୁଇଁବାକୁ ଚେଷ୍ଟା କରିଥିଲେ । ସେହି ଭିଡ଼ ରୁ ବଂଚିବା ପାଇଁ ସେ ଶେଷ ରେ ବାଉଁସର ମାନଙ୍କ ସାହାଯ୍ୟ ଲୋଡି ଥିଲେ । ବାଉଁସର ମାନଙ୍କ ଦ୍ୱାରା ସେ ସେହି ଭିଡ଼ ରୁ ବାହାରକୁ ଆସି ପାରିଥିଲେ ।


୨.ସୋନମ କପୁର-ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ସୋନମ କପୁର ଯେତେବେଳେ ନିଜର ଫିଲ୍ମ “ରଂଝନା” ର ପ୍ରମୋସନ ପାଇଁ ଧନୁଷ ଙ୍କ ସହିତ ପହଞ୍ଚିଥିଲେ ସେହି ସମୟ ରେ ବେକାବୁ ଭିଡ଼ ରେ ଲୋକ ମାନେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ । ଲୋକ ମାନେ ତାଙ୍କର ଗୁପ୍ତ ସ୍ଥାନ କୁ ମଧ୍ୟ ଛୁଇଁ ବାକୁ ଚେଷ୍ଟା କରିଥିଲେ । ଲୋକ ମାନଙ୍କ ର ଏପରି କାର୍ଯ୍ୟ ରେ ସେ ବହୁତ ଡରି ଯାଇ ଥିଲେ । କିନ୍ତୁ ଶେଷ ରେ ଧନୁଷ ତାଙ୍କୁ ବହୁତ ଚେଷ୍ଟା କରି ସେହି ଭିଡ଼ ରୁ ବାହାରକୁ ନେଇ ଆସିଥିଲେ ।

୩.ଗୌହର ଖାନ-ଗୌହର ଖାନ ବଲିଉଡ ଫିଲ୍ମ ଓ ଟିଭି ଦୁନିଆ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ନିକଟ ରେ ବହୁତ ପରିଚିତ । ଜି ଟିଭି ର ଏକ ରିୟଲୀଟି ଶୋ କରିଥିବା ସମୟ ରେ ଜଣେ ଦର୍ଶକ ହଟାତ ମଞ୍ଚ ଉପରକୁ ଉଠିଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ ।

୪.ସୁସ୍ମିତା ସେନ-ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ଏହି ପରି ଅଭଦ୍ରାମି ର ଶିକାର ହୋଇ ସାରିଛନ୍ତି । ସେ ଏକ ଜୁଏଲାରୀ ର ଉଦଘାଟନ କରିବା ପାଇଁ ପୁନେ ଯାଇଥିଲେ । ସେଠାରୁ ଫେରିବା ସମୟ ରେ ସେଠାରେ ଲୋକ ମାନେ ତାଙ୍କ ସହିତ ଅଭଦ୍ରାମି କରିବା ପାଇଁ ଚେଷ୍ଟା କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *