ପୁତିନ ମଡେଲ’ ଦ୍ଵାରା ପାକିସ୍ତାନ ର 5 ଖଣ୍ଡ ? କଣ ହେବ ଭାରତର ନିଷ୍ପତ୍ତି ?

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ଅଛନ୍ତି ୟୁରୋପର ଅନେକ ଦେଶ ଏବଂ ଆମେରିକା । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ବର୍ତ୍ତମାନ ଋଷ ଓ ୟୁକ୍ରେନ ଯୁଦ୍ଧରେ ଭାରତ ପାଖରେ ଏକ ବହୁତ ବଡ ମଉକା ଅଛି ପାକିସ୍ତାନକୁ ଖଣ୍ଡ ବିଖଣ୍ଡ କରିବା ପାଇଁ ।ବନ୍ଧୁଗଣ ଏହି ଯୁଦ୍ଧ ସମୟରେ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା ପାଇଁ ମସ୍କୋ ଯାତ୍ରା କରିଛନ୍ତି ।

ତେବେ ବନ୍ଧୁଗଣ ଇମ୍ରାନ ଏହି ସମୟରେ କଣ ପାଇଁ ପୁଟିନଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି ଏହା ଆପଣ ମାନେ ଅନୁମାନ କରିପାରୁ ଥିବେ । କାରଣ ଯଦି ପୁଟିନ ୟୁକ୍ରେନର ତିନି ଖଣ୍ଡ କରିସାରିଛନ୍ତି ତା ହେଲେ ଭାରତ ପାକିସ୍ତାନକୁ ପାଞ୍ଚ ଖଣ୍ଡ କାହିଁକି କରିପାରିବ ନାହିଁ । ବନ୍ଧୁଗଣ ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ନିବିଡ ବନ୍ଧୁତା ରହିଛି । ଏପରିକି ଯୁଦ୍ଧର ସମସ୍ତ ଅପଡେଟ ପୁଟିନ ମୋଦୀଙ୍କୁ ଦେଉଛନ୍ତି ।

ଉଭୟ ମଧ୍ୟ ରାତ୍ରିରେ ଫୋନ କଲ୍ ରେ ମଧ୍ୟ କଥା ହୋଇଛନ୍ତି । ତେବେ ବନ୍ଧୁଗଣ ପୁଟିନଙ୍କ ରଣନୀତିକୁ ଆଧାର କରି ଭାରତ ଏହି ସମୟରେ ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ କରିପାରିବ । ବନ୍ଧୁଗଣ ଋଷିଆ ସହ ଭାରତ ସମ୍ପର୍କ ଆମେରିକା ସହ ମଧ୍ୟ ବହୁତ ଭଲ ଅଛି । ଭାରତ ଚାହିଁଲେ ଅତି ସହଜରେ ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ କରିପାରିବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *